ହାଇକୋର୍ଟରେ ଅବଦୁଲ ରହେମାନର ଜାମିନ ଆବେଦନ ଖାରଜ 

ଅପରାଧ କଟକ ଜିଲା ଖବର ରାଜ୍ୟ
Spread the love

କଟକ ସଦର, ୧୧/୧୧: ଆତଙ୍କୀ କାର୍ଯ୍ୟକଳାପ ରେ ସମ୍ପୃକ୍ତି ଅଭିଯୋଗ ରେ କଟକ ସାଲେପୁର ପଶ୍ଚିମକଛ ରୁ ୨୦୧୫ ମସିହା ଡିସେମ୍ବର ରୁ ଗିରଫ ହୋଇ ୧୦ ବର୍ଷ ହେଲା ଜେଲରେ ଥିବା ଅବଦୁଲ ରହେମାନ ର ଜାମିନ ଆବେଦନ କୁ ଆଜି ମଙ୍ଗଳବାର ଦିନ ହାଇକୋର୍ଟ ଖାରଜ କରିଥିବା ଜଣାପଡିଛି। ଅଲକାଏଦା ଲିଙ୍କ୍ ରେ ଥିବା ଅବଦୁଲ ରହେମାନ କୁ ଦିଲ୍ଲୀ ପୋଲିସ ଗିରଫ କରି ଜେଲ ପଠାଇଥିବା ଘଟଣା ସେତେବେଳେ ଭୟର ବାତାବରଣ ସୃଷ୍ଟି କରିଥିଲା।

Leave a Reply

Your email address will not be published. Required fields are marked *