ଓମ୍‌ସା ଦାବି: ଗଠନ ହେଲା କମିଟି

ଭୁବନେଶ୍ୱର, ୨୭/୧୨:ରାଜ୍ୟର ସାଧାରଣ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଓ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ, ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ (OMSA) ଦ୍ୱାରା କରାଯାଇଥିବା ବିଭିନ୍ନ ଦାବିଗୁଡ଼ିକର ଅନୁଧ୍ୟାନ କରିବା ନିମନ୍ତେ ଏକ ଅନ୍ତର୍ବିଭାଗୀୟ କମିଟି ଗଠନ କରାଯାଇଛି। ଏହି କମିଟି ଅତିରିକ୍ତ ମୁଖ୍ୟ ସଚିବ ଜିଏ ଏବଂ ପିଜି ବିଭାଗଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି । କମିଟିର ସଦସ୍ୟ ଭାବେ […]

ସଂପୂର୍ଣ୍ଣ ପଢନ୍ତୁ

ସର୍ବଭାରତୀୟ ଚେସ୍‌ ଚମ୍ପିଆନଶିପ୍ ଉଦଘାଟିତ

କଣ୍ଟାବାଞ୍ଜି, ୨୭/୧୨: କଣ୍ଟାବାଞ୍ଜି ସହରରେ ଦ୍ଵିତୀୟ ଥର ପାଇଁ ଡିସେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ସର୍ବଭାରତୀୟ ଓପନ ଚେସ ଚମ୍ପିଆନଶିପ୍‌ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ହରିଭବନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ସନ୍ତୋଷ ସିଂହ ସାଲୁଜା, ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ଚାମ୍ବର ଅଫ କମର୍ସ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ମାରୱାଡି ଯୁବା ମଞ୍ଚ ବିକାଶ ଶାଖା ଅଧ୍ୟକ୍ଷ ନିଖିଲ ଅଗ୍ରୱାଲ, ସିଏସ ସେଣ୍ଟର ରାଉରକେଲାର ପ୍ରମୁଖ ଚନ୍ଦ୍ର ଶେଖର ପଣ୍ଡା […]

ସଂପୂର୍ଣ୍ଣ ପଢନ୍ତୁ

୨ ଆନ୍ତଃରାଜ୍ୟ ଲୁଟେରା ଗିରଫ, ୨୫ ଲକ୍ଷ ଟଙ୍କା ଜବତ

ବଲାଙ୍ଗୀର, ୨୭/୧୨: ଦୁଇ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି ବଲାଙ୍ଗୀର ପୁଲିସ। ସେମାନଙ୍କଠାରୁ ୨୫ ଲକ୍ଷ ଟଙ୍କା ଜବତ ହୋଇଛି। ଅଭିଯୁକ୍ତଦ୍ବୟ ହେଲେ ଛତିଶଗଡ଼ ରାଇଗଡ଼ ଅଞ୍ଚଳର।ଏହି ଦୁଇ ଲୁଟେରାଙ୍କ ଲୁଟ୍‌ କରିବାର ତରିକା ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଧରାପଡ଼ିବା ଭୟରେ ସେମାନେ କୌଣସି ମୋବାଇଲ ଫୋନ ବ୍ୟବହାର କରୁ ନ ଥିଲେ। ବିଭିନ୍ନ ସ୍ଥାନରୁ କାର କାଚ ଏବଂ ବାଇକ କିମ୍ବା ସ୍କୁଟି ଡିକି ତାଡ଼ି ଲୁଟ୍ କରୁଥିଲେ। ବ୍ୟାଙ୍କରୁ ଟଙ୍କା ଉଠାଇଥିବା ଲୋକଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ଗାଡିରେ ଲାଗିବ ଗ୍ରୀନ ଷ୍ଟିକର

ଭୁବନେଶ୍ଵର, ୨୭/୧୨ ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର । ଚାଳକଙ୍କ ସୁବିଧା ପାଇଁ ଗାଡିରେ ଗ୍ରୀନ ଷ୍ଟିକର ଲଗାଇବାକୁ ନିଷ୍ପତ୍ତି ନେଇଛି ପରିବହନ ମନ୍ତ୍ରୀ । ଏହାସହ ୨୦୧୯ ରୁ ବର୍ଦ୍ଧିତ ଜୋରିମାନାର ହାର ମଧ୍ୟ କମାଇବାକୁ ସରକାର ଆଲୋଚନା କରୁଥିବା କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ।ରାଜ୍ୟରେ ଗାଡ଼ିଗୁଡିକ ପାଇଁ ପ୍ରଦୂଷଣ ମୁକ୍ତ ପ୍ରମାଣ ପତ୍ର ବ ପିୟୁସିସି ବାଧ୍ୟତାମୂଳକ କରିଥିଲେ ରାଜ୍ୟ ସରକାର । ବିଶେଷକରି ଇନ୍ଧନ ପକାଇବା […]

ସଂପୂର୍ଣ୍ଣ ପଢନ୍ତୁ

ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର, ୨୭/୧୨ : ବାଲେଶ୍ୱର ସହରରେ ଯୁବକଙ୍କୁ ହତ୍ୟା ସନ୍ଦେହ କରାଯାଉଛି । ବାଲେଶ୍ଵର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଧୀନ ଏକ ହୋଟେଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ବେତନଟୀ ଥାନା ଦାନ୍ତିଆମୁଁହା ଫାଣ୍ଡି ଜାମବଣୀ ଅଞ୍ଚଳର ଆକାଶ ମହାନ୍ତ ବୋଲି ଜଣାପଡିଛି। ସୂଚନା ଅନୁସାରେ ହୋଟେଲର ତୃତୀୟ ମହଲା ରୁମ୍ ନମ୍ବର ୫୦୨ରେ ଆକାଶଙ୍କ ସହିତ ଅନ୍ୟଜଣେ ଯୁବକ ଓ ଯୁବତୀ ରହିଥିଲେ । ଦୁଇ ଦିନ ତଳେ ନକଲି ପରିଚୟ ପତ୍ର […]

ସଂପୂର୍ଣ୍ଣ ପଢନ୍ତୁ

ପଣ୍ଡିତ କିଶୋର ଦାଶଙ୍କ ୧ମ ଶ୍ରାଦ୍ଧବାର୍ଷିକୀ ସଭା

କଟକ ସଦର,୨୬/୧୨: ଏନ୍ଏନ୍ଏସ୍: ୪୨ ମୌଜା ଶ୍ରୀରାମ ଗ୍ରାମର ବିଶିଷ୍ଟ ପଣ୍ଡିତ କିଶୋର ଦାଶଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ କନକ ଦୁର୍ଗା ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ଅଯୋଧ୍ୟାରୁ ନିମନ୍ତ୍ରିତ ବହୁତ ବିଶିଷ୍ଟ ସାଧୁସନ୍ଥ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଗ୍ରାମ ମୂରବୀ, ଗ୍ରାମବାସୀଙ୍କ ସହ ୪୨ ମୌଜା ତଥା କଟକ ଜିଲ୍ଲାରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

ସଂପୂର୍ଣ୍ଣ ପଢନ୍ତୁ

ମାହାଙ୍ଗାରେ ଆଦିନାଟ୍ୟକାର ଜଗନମୋହନଙ୍କ ୧୧୩ ତମ ସ୍ମୁତି ଉତ୍ସବ

ମାହାଙ୍ଗା, ୨୬/୧୨ ଓଡିଆ ଯାତ୍ରା ନାଟକର ଏନ୍ତୁଡ଼ିଶାଳ ମାହାଙ୍ଗା ଠାରେ ଆଦି ନାଟ୍ୟକାର ଜଗନ ମୋହନ ଲାଲଙ୍କ ୧୧୩ ତମ ସ୍ମୁତି ଶ୍ରଦ୍ଧାଞ୍ଜଳି ଉତ୍ସବ ଆୟୋଜିତ ହୋଇଥିଲା l ସ୍ବର୍ଗତ ଲାଲ ନାଟକ ଜରିଆରେ ସମାଜରେ ଦେଖାଦେଉଥିବା କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ ଜନ ଜାଗରଣ ସୃଷ୍ଟି କରୁଥିଲେ l ଏହି କ୍ରାନ୍ତିଦ୍ରଷ୍ଟା ପୁରୁଷଙ୍କ ପୁଣ୍ୟ ତିଥିରେ ବହୁ ଅନୁଷ୍ଠାନ ତାଙ୍କ ଜନ୍ମମାଟିରେ ପହଂଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ମାହାଙ୍ଗା ସାରସ୍ୱତ ସେବାମଞ୍ଚ, ଶରତ କର-ଅନିମା […]

ସଂପୂର୍ଣ୍ଣ ପଢନ୍ତୁ

ମା ଶାରଳା ଡ୍ରାମାଟିକ୍ କ୍ଲବର ପ୍ରସ୍ତୁତି ବୈଠକ

କଟକ, ୨୬/୧୨: ଗୁରୁବାର ଦିନ ମା ଶାରଳା ଡ୍ରାମାଟିକ୍ କ୍ଲବର ସଭାପତି ବିଜୟ କୁମାର ଦେବତାଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇ ଅଛି। ଶୁକ୍ରବାର ଏବଂ ଶନିବାର ଦୁଇଦିନ ଧରି ଦୁଇଟି ସାମାଜିକ ନାଟକ ମଞ୍ଚସ୍ଥ କରିବା ପାଇଁ ସ୍ଥିର କରାଯାଇଛି। ପ୍ରଥମ ରଜନୀ ରେ”କହିବାକୁ ଲାଜ ଶୁଣିଲେ ପାପ”ଏବଂ ଦିତୀୟ ରଜନୀ ରେ “ହେ ମଣିଷ କାନ୍ଦିବ ଆସ’ ମଞ୍ଚସ୍ଥ କରାଯିବ। ଏଥିପାଇଁ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଶେଷ ହୋଇଛି।୪୨ ମୈଜା ଏବଂ […]

ସଂପୂର୍ଣ୍ଣ ପଢନ୍ତୁ

ଧର୍ମ ପରିବର୍ତ୍ତନରୁ ଉତ୍ତେଜନା

ଦେଓଗାଁ, ୨୬/୧୨ : ଧର୍ମାନ୍ତରୀକରଣ ଉଦ୍ୟମ ସନ୍ଦେହରେ ବଲାଙ୍ଗିର ଜିଲା ଦେଓଗାଁ ଥାନା ଫଟାମୁଣ୍ଡା ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ହିନ୍ଦୁ ଧର୍ମରୁ ଖ୍ରୀଷ୍ଟ ଧର୍ମକୁ ପରିବର୍ତ୍ତନ ପାଇଁ ଯୋଜନା କରାଯାଉଥିବା ସନ୍ଦେହ ହେବାରୁ ହିନ୍ଦୁ ସଂଗଠନର ସଦସ୍ୟମାନେ ଏହାର ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବାରୁ ଗାଁରେ ଉତ୍ତେଜନା ଦେଖାଦେଇଛି।ଫଟାମୁଣ୍ଡା ଗାଁର ଗୋଟିଏ ଦଳିତ ପରିବାରଙ୍କ ଘରେ ଖ୍ରୀଷ୍ଟ ଧର୍ମର କିଛି ଫାଦରଙ୍କ ଉପସ୍ଥିତିରେ ଦୁଇ ଦିନ ହେଲା ଭୋଜିଭାତର […]

ସଂପୂର୍ଣ୍ଣ ପଢନ୍ତୁ

ସୁଜାତାଙ୍କୁ ରାଜ୍ୟସଭା ପଠାଯାଉ- ପ୍ରଭାତ

ଭୁବନେଶ୍ୱର, ୨୬/୧୨: କଟକରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ ବେଳେ ଖୋଲା ମଞ୍ଚରେ ପ୍ରଭାତ ବିଶ୍ୱାଳଙ୍କ ବଡ ବୟାନ । ପ୍ରଭାତ ବିଶ୍ୱାଳ ପାଣ୍ଡିଆନ ଦମ୍ପତ୍ତିଙ୍କୁ ଖୋଲାଖୋଲି ଭାବେ ପ୍ରଶଂସା କରିଛନ୍ତି । ସେ କିଛି ବିଜେଡି ନେତାଙ୍କୁ ଟାର୍ଗେଟ କରିବା କରି କହିଛନ୍ତି ଅଯଥା ଦଳୀୟ କାର୍ଯ୍ୟକ୍ରମରେ ହସ୍ତକ୍ଷେପ କରନ୍ତୁ ନାହିଁ । ବବି, ଦେବୀ, ଅତନୁ, ପ୍ରତାପ ଓ ସଞ୍ଜୟଙ୍କ ନାଁ ନେଇ ବର୍ଷିଛନ୍ତି ପ୍ରଭାତ ବିଶ୍ୱାଳ ।ହାରି ଯାଇଥିବା ବିଜେଡି ନେତାଙ୍କୁ ଅନୁରୋଧ, […]

ସଂପୂର୍ଣ୍ଣ ପଢନ୍ତୁ