ଆରାବଲ୍ଲୀ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି: ନିଜ ରାୟ ଉପରେ ରହିତାଦେଶ
ନୂଆଦିଲ୍ଲୀ, ୨୯/୧୨: ଆରାବଲ୍ଲୀ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ହସ୍ତକ୍ଷେପ । ନଭେମ୍ବର ୨୦ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ନିଜ ରାୟ ଉପରେ ରହିତାଦେଶ ଜାରି କରିଛନ୍ତି । ଏହାସହିତ କେନ୍ଦ୍ର ସରକାର, ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଏବଂ ଗୁଜୁରାଟ ସରକାରଙ୍କ ନୋଟିସ୍ ମଧ୍ୟ ଜାରି କରିଛନ୍ତି । କମିଟିର ସୁପାରିଶକୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରୀ ୨୧ତାରିଖରେ ମାମଲାର […]
ସଂପୂର୍ଣ୍ଣ ପଢନ୍ତୁ