ବିଜେଡି ଲୋଗୋ ଥିବା କାରରୁ ୮୪ କିଲୋ ଗଞ୍ଜେଇ ଜବତ
ବ୍ରହ୍ମପୁର: ଗଞ୍ଜେଇ ବୋଝେଇ କାର୍ରେ ଲାଗିଛି ବିଜେଡି ଲୋଗୋ। ବ୍ରହ୍ମପୁରରେ ଏକ ସ୍ୱତନ୍ତ୍ର ଅପରେସନ୍ ସମୟରେ ଏହି କାରରୁ ୮୪ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ବ୍ରହ୍ମପୁର ଫାଷ୍ଟ ଗେଟ୍ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଦୁଇଟି କାର୍କୁ ଧରିଥିଲା। ଗଞ୍ଜେଇ ଜବତ ହେବା ପରେ ଯାଞ୍ଚ ବେଳେ ଏହି କାରରେ ଶଙ୍ଖ ଲୋଗୋ ଲାଗିଥିବା ଦେଖିବାକୁ ମିଳିଛି। ଅବକାରୀ ବିଭାଗର ସୂଚନାନୁଯାୟୀ ୨ଟି କାର୍ରୁ ଗଞ୍ଜେଇ ଜବତ ହୋଇଛି। ବିଶ୍ୱସ୍ତ ସୁତ୍ରରୁ ଖବର […]
ସଂପୂର୍ଣ୍ଣ ପଢନ୍ତୁ