ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ

ଭୁବନେଶ୍ବର, ୪/୧୧: ଓଡ଼ିଶା ପ୍ରତିଷ୍ଠିତ ବ୍ୟାବସାୟିକ ସଂସ୍ଥା ଉତ୍କଳ ବିଲ୍‌ଡର୍ସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ ଜାରି ରହିଛି। ଆଜି ଭୋର୍ ୪ଟା ବେଳେ ହଠାତ୍ ଆୟକର ଟିମ୍ ଭୁବନେଶ୍ବର ସହିଦନଗର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଚଢ଼ାଉ ଆରମ୍ଭ କରିଥିଲେ। ଏଥିସହ ୧୪ଟି ସ୍ଥାନରେ ଚାଲିଛି ଚଢ଼ାଉ । ୧୦୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଚାଲିଛି ଆୟକର ବିଭାଗର ଛାନଭିନ। ଚଢ଼ାଉରେ ନିୟୋଜିତ ଅଛନ୍ତି ୧୨୦ ଅଫିସର। ଆକାଉଣ୍ଟାଣ୍ଟଙ୍କୁ ଘାଣ୍ଟୁଛି ଓ ପାର୍ଟନରମାନଙ୍କୁ ପଚରାଉଚରା […]

ସଂପୂର୍ଣ୍ଣ ପଢନ୍ତୁ

୫ ଦିନିଆ ରିମାଣ୍ଡରେ ଗଲେ ଶଙ୍କର ଓ ଅରବିନ୍ଦ

ବ୍ରହ୍ମପୁର,୪/୧୧: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବଂ ପୂର୍ବରୁ ଗିରଫ ହୋଇଥିବା ଅରବିନ୍ଦ ଦାସଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ବ୍ରହ୍ମପୁର ଗ୍ରାମାଞ୍ଚଳ ଜେଏମଏଫସିଙ୍କ ପକ୍ଷରୁ କ୍ରାଇମବ୍ରାଞ୍ଚ କରିଥିବା ରିମାଣ୍ଡ ଆବେଦନକୁ ଅନୁମୋଦନ ମିଳିଛି। ଫଳରେ କ୍ରାଇମବ୍ରାଞ୍ଚ ଉଭୟ ଅଭିଯୁକ୍ତଙ୍କୁ ବିସ୍ତୃତ ଭାବେ ଜେରା କରିପାରିବ ବୋଲି ସୂଚନା ମିଳିଛି। ଏହି ମାମଲାରେ ପଞ୍ଚସଫ୍ଟ ମାଲିକ ତଥା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିଙ୍କୁ ଭାରତ-ନେପାଳ ସୀମାରୁ ଗିରଫ କରାଯାଇଥିଲା। […]

ସଂପୂର୍ଣ୍ଣ ପଢନ୍ତୁ

୬୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ ଆରଆଇ

ପିପିଲି, ୪/୧୧: ମ୍ୟୁଟେସନ କେସର ଫାଇଲ ଆଗକୁ ବଢ଼ାଇବା ଲାଗି ୬୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପିପିଲି ତହସିଲର ବନ୍ତଳସିଂହ ଆରଆଇ ଜୀବନ କ୍ରିଷ୍ଣା ପରିଡ଼ା। ଜଣେ ଆବେଦନକାରୀଙ୍କ ୬ଟି ପ୍ଲଟର ମ୍ୟୁଟେସନ କେସ୍‌ ଫାଇଲ ପ୍ରୋସେସ କରିବା ପାଇଁ ୯୦ ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ଆବେଦନକାରୀ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ।ଯୋଜନା ଅନୁସାରେ, ଆରଆଇ ଜୀବନ କ୍ରିଷ୍ଣା ଆବେଦନକାରୀଙ୍କଠାରୁ ପ୍ରାଥମିକ ଭାବେ ୬୦ ହଜାର […]

ସଂପୂର୍ଣ୍ଣ ପଢନ୍ତୁ

ନକଲି ବୈଜ୍ଞାନିକ ବିଦେଶୀରୁ ପାଉଥିଲେ କୋଟିକୋଟି

ମୁମ୍ବାଇ, ୪/୧୧: ନକଲି ବୈଜ୍ଞାନିକ, ୧୯୯୫ରୁ ବିଦେଶୀରୁ ପାଉଥିଲେ କୋଟିକୋଟି ଟଙ୍କାନିଜକୁ ଭାଭା ଆଟୋମିନ ରିସର୍ଚ୍ଚ ସେଣ୍ଟର (ବାର୍କ)ର ବୈଜ୍ଞାନିକ କହୁଥିବା ଅଖତର ନାମକ ଜଣେ ୬୦ ବର୍ଷୀୟ ବ୍ୟକ୍ତି ବିଦେଶରୁ ଦୀର୍ଘ ୩୦ ଧରି ପାଉଥିଲେ କୋଟି କୋଟି ଟଙ୍କା। ଗତ ମାସରେ ମୁମ୍ବାଇ ପୁଲିସ୍‌ ୬୦ ବର୍ଷୀୟ ଅଖତର ହୁସୈନିକୁ ଗିରଫ କରିଥିଲା। ଏବେ ତାଙ୍କ ସମ୍ପର୍କରେ ଏପରି ତଥ୍ୟ ସାମ୍ନାକୁ ଆସିଛି।ସେ ନିଜକୁ ବାର୍କର ବରିଷ୍ଠ ବୈଜ୍ଞାନିକ(Scientists) ଭାବେ ପରିଚୟ ଦେଇ ଦେଶର […]

ସଂପୂର୍ଣ୍ଣ ପଢନ୍ତୁ

ଲାଞ୍ଚ ନେଇ ଧରାପଡ଼ିଲେ ବରପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ୨ କର୍ମଚାରୀ

ବରଗଡ଼,୩/୧୧ ବରଗଡ଼ ଜିଲା ବରପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ୨ କର୍ମଚାରୀ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ଵାରା ଧରାପଡ଼ିଛନ୍ତି। ଅନ୍ୟ ଜଣେ କର୍ମଚାରୀଙ୍କ ବକେୟା ଦରମା କ୍ଲିଅର କରିବା ଲାଗି ୭ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ସେମାନଙ୍କୁ ଧରିଛନ୍ତି। ଅଭିଯୁକ୍ତଦ୍ଵୟ ହେଲେ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଆକାଉଣ୍ଟାଣ୍ଟ ଶେଖରଚନ୍ଦ୍ର ସାହୁ ଏବଂ ପିଅନ ତମନ୍ନା ସାହୁ।ସୂଚନା ଅନୁସାରେ, ସ୍ଵାସ୍ଥ୍ୟକେନ୍ଦ୍ରର ଜଣେ ସ୍ଵାସ୍ଥ୍ୟକର୍ମୀ ବକେୟା ଦରମା କ୍ଲିଅର କରିବାକୁ ଆକାଉଣ୍ଟାଣ୍ଟ ଶେଖରଙ୍କୁ ଅନୁରୋଧ କରିଆସୁଥିଲେ। ୩ ମାସ […]

ସଂପୂର୍ଣ୍ଣ ପଢନ୍ତୁ

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ: ସାର୍ପସୁଟର୍ କୁରୁପତି ଭୂୟାଁ ଓ ଉମା ବିଷୋୟୀକୁ ଧରିଲା ପୁଲିସ

ବ୍ରହ୍ମପୁର, ୩/୧୧: ପୁଲିସ ହାତରେ ଉମା ଓ କୁରୁପତି। ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୁଲିସକୁ ମିଳିଲା ବଡ଼ ସଫଳତା। ଫେରାର ସାର୍ପସୁଟର୍ କୁରୁପତି ଭୂୟାଁ ଓ ଅନ୍ୟତମ ଅଭିଯୁକ୍ତ ଉମା ବିଷୋୟୀକୁ ଧରି ଏକ ଅଜଣା ସ୍ଥାନରେ ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି। ବିହାରୀ ସାର୍ପସୁଟର୍‌ ପୀତବାସଙ୍କୁ ହତ୍ୟା କରିଥା’ନ୍ତେ। ହେଲେ ସେମାନଙ୍କ ମଧ୍ୟରୁ ଜଣଙ୍କ ପତ୍ନୀଙ୍କ ଗର୍ଭନଷ୍ଟ ହୋଇଯିବାରୁ ସେମାନେ ହତ୍ୟା ନ କରି ଫେରି ଯାଇଥିଲେ। ଫଳରେ […]

ସଂପୂର୍ଣ୍ଣ ପଢନ୍ତୁ

ବାଘଛାଲ ଡିଲ୍ ବେଳେ ୩ଜଣ କୁ ମାଡିବସିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ଵର, ୩/୧୧ : ସ୍ପେଶାଲ କ୍ରାଇମ୍ ୟୁନିଟ୍ ପଞ୍ଝାରେ ବାଘ ଛାଲ ବେପାରୀ। ଆଜି ରାଜଧାନୀ ଭୁବନେଶ୍ଵରରୁ ବାଘ ଛାଲ ସହ ୩ ବେପାରୀଙ୍କୁ ସ୍ପେଶାଲ କ୍ରାଇମବ୍ରାଞ୍ଚ ୟୁନିଟ୍ ଗିରଫ କରିଛି। ଜୟଦେବ ବିହାର ଅଞ୍ଚଳରେ ୩୦ ଲକ୍ଷ ଟଙ୍କାରେ ବାଘ ଛାଲ ଡିଲ୍ ବେଳେ କ୍ରାଇମବ୍ରାଞ୍ଚ ମାଡିବସିଛି। ଏହି ବେପାରୀ ମାନେ ବାଘ ଛାଲ କର୍ଣ୍ଣାଟକରୁ ଆଣି ଭୁବନେଶ୍ଵରରେ ଡିଲ କରୁଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଡୁମଡୁମା ଅଞ୍ଚଳର ରୋହିତ୍‌ ମହାପାତ୍ର (୨୬), ଗଞ୍ଜାମ […]

ସଂପୂର୍ଣ୍ଣ ପଢନ୍ତୁ

ପୂର୍ବ ସରକାରରେ ହଜାରେ କୋଟିର ଡିଲ୍‌: ଶଙ୍କର

ଭୁବନେଶ୍ଵର, ୨/୧୧: ଓଡ଼ିଶା ପୁଲିସ ଏସ୍‌ଆଇ କେଳେଙ୍କାରୀ ଘଟଣାରେ ବଡ଼ ବୟାନ ଦେଇଛି ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟି। ଭୁବନେଶ୍ଵରରେ ପହଞ୍ଚିବା ପରେ ଶଙ୍କର କହିଛନ୍ତି ପୂର୍ବ ସରକାରରେ ହଜାରେ କୋଟିର ଡିଲ୍‌ ହୋଇଛି। ମୁଁ ଯଦି ସରେଣ୍ଡର କରିନଥାନ୍ତି, ହଜାରେ କୋଟିର ଡିଲ୍‌ କେମିତି ଆସିଥାନ୍ତା। ଷଡଯନ୍ତ୍ରକାରୀଙ୍କ ସବୁ ତଥ୍ୟ ସରକାରଙ୍କୁ ଦିଆଯିବ। ମୁଁ ଲୁଚି ନଥିଲି , ଆଇନ୍‌ ଅନୁଯାୟୀ ସମ୍ମୁଖୀନ ହେଉଥିଲି। ହାଇକୋର୍ଟରେ ଫାଇଲ୍ କରାଯାଇଥିଲା। […]

ସଂପୂର୍ଣ୍ଣ ପଢନ୍ତୁ

ଶଙ୍କର-ମୁନ୍ନାଙ୍କୁ ମୁହାଁମୁହିଁ ଜେରା: ଶଙ୍କରର ପାର୍ସପୋର୍ଟ,ଫର୍ଚୁନର ଜବତ

କଟକ, ୨/୧୧: ଓଡିଶାରେ ପହଞ୍ଚିଛି ପୁଲିସ୍‌ ଏସ୍‌ଆଇ ସ୍କାମ୍‌ର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି। ବିମାନରେ ନୂଆଦିଲ୍ଲୀରୁ ଭୁବନେଶ୍ଵରକୁ ଆଣି ସିଧାସଳଖ କଟକ କ୍ରାଇମବ୍ରାଞ୍ଚ ହେଡ୍ ଅଫିସକୁ ନେଇଥିଲା। ସେଠାରେ ଶଙ୍କର ପୃଷ୍ଟି ଓ ମୁନ୍ନା ମହାନ୍ତିଙ୍କୁ ମୁହାଁମୁହିଁ ଜେରା କରାଯାଇଛି। କ୍ରାଇମବ୍ରାଞ୍ଚ ମୁନ୍ନାକୁ ୫ ଦିନିଆ ରିମାଣ୍ଡରେ ଆଣି ସାରିଛି। ସେପଟେ କ୍ରାଇମବ୍ରାଞ୍ଚ ଶଙ୍କର ପୃଷ୍ଟିର ଗିରଫଦାରୀ ନେଇ ପ୍ରେସ୍‌ ରିଲିଜ୍ ଦେଇଛି। ଶଙ୍କରଠାରୁ ଗୋଟିଏ ଫର୍ଚୁନର , ଦୁଇଟି ଆଇଫୋନ୍ ଏବଂ ପାସପୋର୍ଟ ଜବତ […]

ସଂପୂର୍ଣ୍ଣ ପଢନ୍ତୁ

ସୁଦାନ ହସ୍ପିଟାଲରେ ୪୬୦ ଲୋକଙ୍କୁ ହତ୍ୟା

କାଇରୋ, ୧/୧୧: ସୁଦାନର ଅର୍ଦ୍ଧସାମରିକ ବାହିନୀ ସପ୍ତାହକ ମଧ୍ୟରେ ଉତ୍ତର ଡାର୍ଫୁର ପ୍ରାଦେଶିକ ରାଜଧାନୀ ଦଖଲ କରିବା ପରେ ରୋଗୀଙ୍କ ସମେତ ଶହ ଶହ ଲୋକଙ୍କୁ ଡାକ୍ତରଖାନାରେ ହତ୍ୟା କରିଥିବା ଜାତିସଂଘ କହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନମ୍ ଘେବ୍ରେୟେସସ୍ କହିଛନ୍ତି ଯେ, ମଙ୍ଗଳବାର ଏଲ୍-ଫାଶେର ସହରର ରାପିଡ୍ ସପୋର୍ଟ ଫୋର୍ସର ଯୋଦ୍ଧାମାନେ ସାଉଦି ଡାକ୍ତରଖାନାରେ ୪୬୦ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରିଥିବା ଜଣାଯାଇଛି।

ସଂପୂର୍ଣ୍ଣ ପଢନ୍ତୁ