ମହାକାଳପଡ଼ାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ

ମହାକାଳପଡ଼ା, ୨୬/୧୦: ମହାକାଳପଡ଼ା ବ୍ଲକ୍‌ ସୁନୀତି ପଞ୍ଚାୟତରେ ଆଜି ଦୁର୍ବୃତ୍ତଙ୍କ ଆତଙ୍କରାଜକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଦୁର୍ଘଟଣାଗ୍ରସ୍ତ ଦୁଇ ବାଇକ୍‌ ଆରୋହୀଙ୍କ ସମେତ ଜଣେ ମହିଳାଙ୍କୁ ମାଡ଼ ମାରିଛନ୍ତି। ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରିଛନ୍ତି। ଏହି ଘଟଣାର ପ୍ରତିବାଦରେ ଲୋକେ ଟାୟାର ଜାଳି ରାସ୍ତାରୋକ କରିବା ସହ ୫ ଘଣ୍ଟା ଧରି ପୁଲିସକୁ ଅଟକ ରଖିଛନ୍ତି। ସୂଚନା ଅନୁଯାୟୀ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୧୨ଟାରେ ବେଣାକନ୍ଦା ଗ୍ରାମର ଦୁଇଜଣ ଯୁବକ ଏକ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବା ପାଇଁ ଯୋଜନା ନିଷ୍ଫଳ

ନୂଆଦିଲ୍ଲୀ, ୨୬/୧୦: କରିଥିଲା ଆମେରିକା। ଗତ ଏସସିଓ ସମ୍ମିଳନୀ ସମୟରେ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ଏଭଳି ଯୋଜନା କରିଥିଲା ବୋଲି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି। ତେବେ ଭାରତ ଏବଂ ରୁଷର ଗୁଇନ୍ଦା ସଂସ୍ଥା ପକ୍ଷରୁ ଏକ ମିଳିତି ଅପରେସନ ଦ୍ଵାରା ଏହାକୁ ନିଷ୍ଫଳ କରିଦିଆଯାଇଥିଲା।ନିକଟରେ ଚୀନରେ ଏସସିଓ(ସାଙ୍ଘାଇ ସହଯୋଗ ସଂଗଠନ) ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ଚୀନ ଯାଇଥିଲେ। ସେହି ସମୟରେ ମୋଦୀଙ୍କୁ ହତ୍ୟା ପାଇଁ ହୋଇଥିଲା​‌ ଯୋଜନା। ଆଉ […]

ସଂପୂର୍ଣ୍ଣ ପଢନ୍ତୁ

ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ

ଜୟପୁର, ୨୬/୧୦: ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ ହରିଶ୍ଚନ୍ଦ୍ର ମହାପାତ୍ର । ଭରତ ନାୟକ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଭରତ ୪୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । ଭରତ ନାୟକଙ୍କ ଶ୍ବଶୁର ସେଟେଲମେଣ୍ଟ ଅଫିସରେ କାମ କରୁଥିଲେ । ତାଙ୍କ ପେନସନ ବାବଦକୁ ଏରିୟର ବିଲ୍ କରାଇ ଦେବାକୁ ୮୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ହରିଶ୍ଚନ୍ଦ୍ର। ଭରତ ନାୟକ ପୂର୍ବରୁ ୪୦ ହଜାର […]

ସଂପୂର୍ଣ୍ଣ ପଢନ୍ତୁ

ଦୁଇ ଅଷ୍ଟ୍ରେଲୀୟ ମହିଳା କ୍ରିକେଟରଙ୍କୁ ଅସଦାଚରଣ: ଅଭିଯୁକ୍ତ ଗିରଫ

ଇନ୍ଦୋର, ୨୫/୧୦: ଇନ୍ଦୋରରେ ଦୁଇ ଜଣ ଅଷ୍ଟ୍ରେଲୀୟ ମହିଳା କ୍ରିକେଟରଙ୍କୁ ଅସଦାଚରଣ କରାଯାଇଛି। ସେମାନେ ରିଙ୍ଗ ରୋଡ୍‌ରେ ଥିବା ଏକ କାଫେରୁ ନିଜ ହୋଟେଲକୁ ଫେରୁଥିବା ସମୟରେ ଜଣେ ଯୁବକ ସେମାନଙ୍କୁ ପିଛା କରି ଅସଦାଚରଣ କରିଥିଲେ। ପୁଲିସ ଅଭିଯୁକ୍ତ ଅକିଲ ଖାନକୁ ଚିହ୍ନଟ କରିବା ପରେ ଗିରଫ କରିଛି।ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତ ଅକିଲ ମହିଳା କ୍ରିକେଟର ଦ୍ଵୟଙ୍କୁ ଅସଦାଚରଣ କରି ଫେରାର ହେଉଥିବା ସମୟରେ ଜଣେ ବ୍ୟକ୍ତି ତାଙ୍କ ବାଇକ ନମ୍ବରକୁ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରେମ ପ୍ରତାରଣା: ଭୁବନେଶ୍ବର ଏୟାରପୋର୍ଟ ଡିଜିଏମ୍‌ ଗିରଫ

ଭୁବନେଶ୍ଵର, ୨୫/୧୦: ଏୟାରହୋଷ୍ଟ୍ରେସ୍‌ ଙ୍କୁ ଲଭ୍‌ , ସେକ୍ସ, ଧୋକା ଅଭିଯୋଗରେ ଭୁବନେଶ୍ଵର ଏୟାରପୋର୍ଟ ଡିଜିଏମ୍ ଗିରଫ ହୋଇଛନ୍ତି। ଏୟାରପୋର୍ଟ ଡିଜିଏମ ଉମାକାନ୍ତ ପଟେଲଙ୍କୁ କମିଶନରେଟ୍ ପୋଲିସ୍‌ ଗିରଫ କରିଛି। ମିଛ କଥା କହି ଅବୈଧ ସମ୍ପର୍କ ରଖିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏୟାରହୋଷ୍ଟ୍ରେସ୍‌ଙ୍କର ଗର୍ଭପାତ କରାଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି। ବିବାହିତ ହୋଇ ବି ଏୟାରହୋଷ୍ଟ୍ରେସ୍‌ ଙ୍କ ସହ ଉମାକାନ୍ତ ସମ୍ପର୍କ ରଖିଥିଲେ। ଦୀପାବଳି ଦିନ ଘରୋଇ ଏୟାରଲାଇନ୍ସର ଜଣେ ଯୁବତୀ ଏୟାରପୋର୍ଟ […]

ସଂପୂର୍ଣ୍ଣ ପଢନ୍ତୁ

ବିସ୍ଫୋରଣ ଯୋଜନା ପଣ୍ଡ, ୨ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ, ୨୫/୧୦: ଦିଲ୍ଲୀରେ ଆତଙ୍କବାଦୀଙ୍କ ବଡ ବିସ୍ଫୋରଣ ଯୋଜନା ପଣ୍ଡ ହୋଇଛି । ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ । ଜଣେ ଦିଲ୍ଲୀର ହୋଇଥିବା ବେଳେ ମଧ୍ୟପ୍ରଦେଶର ଜଣେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଆଇଇଡି ବିସ୍ଫୋରଣ ପାଇଁ ଏହି ଦୁଇ ଆତଙ୍କବାଦୀ ଯୋଜନା କରୁଥିଲେ । ଦିଲ୍ଲୀର ଜନଗହଳିପୂର୍ଣ୍ଣ ଅଞ୍ଚଳ ଏମାନଙ୍କ ଟାର୍ଗେଟରେ ରହିଥିଲା । ଗୁଇନ୍ଦା ଓ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ଟିମ୍‌ ମିଳିତ ଭାବେ ଛାନଭିନ କରି ଆତଙ୍କବାଦୀ […]

ସଂପୂର୍ଣ୍ଣ ପଢନ୍ତୁ

ଝାରପଡା ଜେଲରୁ ବାହାରିଲେ ଅମରେଶ ଜେନା

ଭୁବନେଶ୍ଵର, ୨୩/୧୦: ଭୁବନେଶ୍ଵର ଝାରପଡା ଜେଲରୁ ବାହାରିଲେ ଅମରେଶ ଜେନା। ହାଇକୋର୍ଟରୁ ଜାମିନ୍ ମିଳିବା ପରେ ଜେଲରୁ ବାହାରିଛନ୍ତି। ଦୁଷ୍କର୍ମ ମାମଲାରେ ଗିରଫ ହୋଇ ସେ ଜେଲ ଯାଇଥିଲେ। ଜେଲରୁ ବାହାରିବା ପରେ ତାଙ୍କ ସମର୍ଥକମାନେ ତାଙ୍କୁ ପାଛୋଟି ନେଇଛନ୍ତି। ଅମରେଶ କହିଛନ୍ତି ସାମଜିକ ଓ ରାଜନୈତିକ ହତ୍ୟା ପାଇଁ ଷଡଯନ୍ତ୍ର ହୋଇଥିଲା। ନ୍ୟାୟାଳୟ ଉପରେ ମୋର ପୁରା ଭରସା ଅଛି ମୁଁ ନ୍ୟାୟ ପାଇବି ବୋଲି କହିଛନ୍ତି ଅମରେଶ।

ସଂପୂର୍ଣ୍ଣ ପଢନ୍ତୁ

ଦିଲ୍ଲୀରେ ବଡ଼ ଏନ୍‌କାଉଣ୍ଟର: ବିହାରର ୪ ମୋଷ୍ଟ ୱାଣ୍ଟେଡ ନିହତ

ନୂଆଦିଲ୍ଲୀ,୨୩/୧୦: ଦିଲ୍ଲୀରେ ଏକ ବଡ଼ ଏନ୍‌କାଉଣ୍ଟର ହୋଇଛି। ଏନ୍‌କାଉଣ୍ଟରରେ ବିହାରର ୪ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟରକ ତଥା ସିଗମା ଗ୍ୟାଙ୍ଗର ୪ଜଣ ଅପରାଧୀ ନିହତ ହୋଇଛନ୍ତି।ଅଭିଯୁକ୍ତମାନେ ପୋଲିସ ଉପରକୁ ଫାୟାରିଂ ବେଳେ ଦିଲ୍ଲୀର ବାହାଦୁର ଶାହ ମାର୍ଗରେ ପୋଲିସ ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ଫଳରେ ପୋଲିସ ଗୁଳିରେ ୪ ଜଣ ଅପରାଧୀଙ୍କ ମୃତ୍ୟୁ ଘଟିଛି।ପୋଲିସ ସୂଚନା ଅନୁଯାୟୀ, ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଏବଂ ବିହାର ପୋଲିସ ମିଳିତ ଭାବେ ଅପରେଶନକୁ ସଫଳ କରିଛନ୍ତି। ଦିଲ୍ଲୀ ପୋଲିସ […]

ସଂପୂର୍ଣ୍ଣ ପଢନ୍ତୁ

ପାଇକା ନଦୀରେ ବୁଡ଼ି ୨ବାଳକ ମୃତ ଜଣେ ନିଖୋଜ

ଝଙ୍କଡ଼, ୨୩/୧୦: ସାଙ୍ଗ ମାନଙ୍କ ସହିତ ନଦୀରେ ଗାଧେଇବା , କାଳହେଲା,ପାଇକl ନଦୀପାଣି ର ପ୍ରଖର ସୁଅରେ ନିଖୋଜ ହୋଇଗଲେ ତିନି ସାଙ୍ଗ ! ସେମାନଙ୍କ ମଧ୍ୟରୁ ଦୁଇଜଣ ମୃତ ଅବସ୍ଥାରେ ଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳୁନି ।ଏହି ଅଭାବନୀୟ ଘଟଣା ଘଟିଛି ତିର୍ତ୍ତୋଲ ବ୍ଲକ, କ୍ରୀଷ୍ଣାନନ୍ଦପୁର ପଞ୍ଚାୟତ ଅଧିନ ପାଇକାକୁଳ ବସ୍ତିର, ସାଇଫେନ ନିକଟବର୍ତ୍ତୀ, ବାଲିଉଠାଘାଟ ନିକଟରେ। ନଈ କୁ ତିନିସାଙ୍ଗ ଗାଧେଇବାକୁ ଯାଇଥିଲା ବେଳେ, ଜଣ ଜଣ କରି ତିନି ଜଣ […]

ସଂପୂର୍ଣ୍ଣ ପଢନ୍ତୁ

ପଞ୍ଜାବି ସିଙ୍ଗର ତେଜୀ କହଲୋଙ୍କୁ ଗୁଳିମାଡ

ନୂଆଦିଲ୍ଲୀ,୨୩/୧୦: କାନାଡାରେ ପଞ୍ଜାବୀ ସିଙ୍ଗର ତେଜୀ କହଲୋଙ୍କୁ ଗୁଳିମାଡ ହୋଇଛି। ଗ୍ୟାଙ୍ଗଷ୍ଟାର୍ ରୋହିତ ଗୋଦାରା ଗ୍ୟାଙ୍ଗ ତାଙ୍କୁ ଗୁଳି ମାରିଥିବା ଜଣାପଡିଛି। ଅନେକ ସମୟ ଧରି ଚାଲିଆସୁଥିବା ଗ୍ୟାଙ୍ଗ୍ ୱାର ଯୋଗୁଁ ଏହି ଗୁଳିମାଡ ହୋଇଛି। ରୋହିତ ଗୋଦାରାଙ୍କ ଗ୍ୟାଙ୍ଗ୍ ସହ ଜଡିତ ମହେନ୍ଦ୍ର ସରଣ ଦିଲାନା, ରାହୁଲ ରିନାଓ ଓ ବିକି ପହଲବାନ କହିଛନ୍ତି ଯେ ବିରୋଧୀ ଗ୍ୟାଙ୍ଗକୁ ଅସ୍ତ୍ରଶସ୍ତ୍ର ଦେଉଥିବାରୁ ତାଙ୍କୁ ଗୁଳିମାଡ ହୋଇଛି। ଗ୍ୟାଙ୍ଗ ତରଫରୁ ବୟାନରେ କୁହାଯାଇଛି କାନାଡାରେ ତାଙ୍କ ଉପରକୁ […]

ସଂପୂର୍ଣ୍ଣ ପଢନ୍ତୁ