ବାରବାଟୀ ଟିକେଟ୍ ବିକ୍ରି : ପୂର୍ବ ରାତିରୁ ଲମ୍ବା ଲାଇନ୍
କଟକ, ୩/୧୨ : ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୯ରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ଡିସିପି ସମୀକ୍ଷା କରିଛନ୍ତି। ସେ କହିଛନ୍ତି କାଉଣ୍ଟର ଟିକେଟ୍ ବିକ୍ରି ପାଇଁ ଲୁହା ବାରିକେଡ୍ କରାଯିବ। ୧୧ ହଜାର ଟିକେଟ୍ ବିକ୍ରି କରାଯିବାକୁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ୫ ତାରିଖ ଦିନ ୧୦ଟାରୁ କାଉଣ୍ଟର୍ରେ ସାଧାରଣ ଦର୍ଶକଙ୍କ ପାଇଁ ଟିକଟ ବିକ୍ରି କରାଯିବ । କ୍ରିକେଟ୍ ଏକାଡେମୀ ପଟୁ ପ୍ରବେଶ ପଥ ରହିବ। […]
ସଂପୂର୍ଣ୍ଣ ପଢନ୍ତୁ