ମହାକୁମ୍ଭ ମେଳାରେ ଅଘଟଣ; ସଙ୍ଗମ ସ୍ଥଳରେ ବୁଡ଼ିଲା ଡଙ୍ଗା

ପ୍ରୟାଗରାଜ : ମହାକୁମ୍ଭ ମେଳାରେ ଘଟିଛି ଅଘଟଣ। ସଙ୍ଗମ ଘାଟରେ ଏକ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ୧୦ ଶ୍ରଦ୍ଧାଳୁ । ଏନଡିଆରଏଫ୍‌ ଟିମ ତୁରନ୍ତ ପହଞ୍ଚି ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରିଥିଲେ। ୪୫ ଦିନ ଧରି ଚାଲିଥିବା ପ୍ରୟାଗରାଜ ମହାକୁମ୍ଭରେ ମେଳାରେ ଶ୍ରଦ୍ଧାଳୁ ଭିଡ଼ ଜମୁଛି। ଗତକାଲି କିଛି ଶ୍ରଦ୍ଧାଳୁ ଡଙ୍ଗାରେ ସ୍ନାନ କରିବା ପାଇଁ ସଙ୍ଗମ ସ୍ଥଳକୁ ଯାଉଥିଲେ। ଏହି ସମୟରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। […]

ସଂପୂର୍ଣ୍ଣ ପଢନ୍ତୁ

ଆମେରିକାରେ ବେଆଇନ ଭାବେ ରହୁଥିବା ଭାରତୀୟଙ୍କୁ ଖୋଜୁଛି ପୁଲିସ, ଗୁରୁଦ୍ବାରାରେ ତଲାସୀ

ନ୍ୟୁୟର୍କ: ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ସମଗ୍ର ଆମେରିକାରେ ବେଆଇନ ପ୍ରବାସୀଙ୍କ ଖୋଜା ଆରମ୍ଭ ହୋଇଛି । ଏହି କ୍ରମରେ ଆମେରିକାରେ ବେଆଇନଭାବେ ରହୁଥିବା ଭାରତୀୟଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ସୋମବାର ଦିନ ଆମେରିକାର ସୁରକ୍ଷା ଏଜେଣ୍ଟମାନେ ବେଆଇନ ପ୍ରବାସୀଙ୍କୁ ଖୋଜିବା ପାଇଁ ନ୍ୟୁୟର୍କ ଏବଂ ନ୍ୟୁଜର୍ସିର ଗୁରୁଦ୍ୱାରରେ ପହଞ୍ଚିଥିଲେ। ଉପାସନା ସ୍ଥଳ ସମେତ ସମ୍ବେଦନଶୀଳ ଅଂଚଳରେ କିମ୍ବା ଏହାର ଆଖପାଖ ଅଞ୍ଚଳରେ ଆଇନ ପ୍ରଣୟନ ଉପରେ ପ୍ରତିବନ୍ଧକ ଲଗାଇଥିବା ନୀତିକୁ ବାଇଡେନ […]

ସଂପୂର୍ଣ୍ଣ ପଢନ୍ତୁ

ମଧୁସୂଦନ ପାଢ଼ୀଙ୍କୁ ମୁଖ୍ୟ ନିର୍ବାଚନ କମିସନର ଦାୟିତ୍ବ

ଭୁବନେଶ୍ବର: ରାଜ୍ୟ ନିର୍ବାଚନ କମିସନର ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ମଧୁସୂଦନ ପାଢୀଙ୍କୁ ରାଜ୍ୟ ସରକାର ନୂଆ ଦାୟିତ୍ୱ ଦେଇଛନ୍ତି। ୨୦୨୭ରେ ହେବାକୁଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ତାଙ୍କୁ ସରକାର ରାଜ୍ୟର ନୂଆ ନିର୍ବାଚନ କମିସନର ଭାବେ ନିଯୁକ୍ତ କରିଛନ୍ତି । ଭାରତର ସମ୍ବିଧାନର ଧାରା ‘୨୪୩-କେ’ର ଧାରା (୧) ଅନୁଯାୟୀ ଓଡ଼ିଶା ରାଜ୍ୟପାଳ ଡ. ହରିବାକୁ କୁମ୍ଭମପତି ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି । ମଧୁସୂଦନ ପାଢ଼ୀ ହେଉଛନ୍ତି ୧୯୯୧ […]

ସଂପୂର୍ଣ୍ଣ ପଢନ୍ତୁ

ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ପାଇଁ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଜାନୁଆରି ୨୮ରୁ ଜାନୁଆରି ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଏବଂ ମେକ୍ ଇନ୍ ଓଡିଶା ପ୍ରଦର୍ଶନୀ ପାଇଁ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି କାର୍ଯ୍ୟକ୍ରମରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରାୟ ୬୦ ପ୍ଲାଟୁନ୍ ପୁଲିସ ଫୋର୍ସ ଏବଂ ବିଭିନ୍ନ ପଦବୀର ୪୦୦ରୁ ଅଧିକ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଭିଭିଆଇପି, ମାନ୍ୟଗଣ୍ୟ ବ୍ୟକ୍ତି ଏବଂ […]

ସଂପୂର୍ଣ୍ଣ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ ପ୍ରକାଶ ମିଶ୍ରଙ୍କୁ ନିଯୁକ୍ତି

ଭୁବନେଶ୍ବର: ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ମ‌ୋହନ ମାଝୀଙ୍କ ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏହା ଦ୍ବାରା ଏଣିକି ପ୍ରକାଶ ମିଶ୍ରଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବ। ସେ ନିଜର ନିର୍ମଳ ଭାବମୂର୍ତ୍ତି ଓ ସ୍ପଷ୍ଟବାଦୀ ଆଭିମୁଖ୍ୟ ପାଇଁ ପରିଚିତ। ପ୍ରକାଶ ମିଶ୍ର ପୂର୍ବତନ ସିଆରପିଏଫ ମହାନିର୍ଦ୍ଦେଶକ ଏନଡିଆରଏଫ ଡିଜି ଥିଲେ । ସେ ଏନଡିଆରଏଫର ଡିଜି ମଧ୍ୟ ଥିଲେ। ଶୀର୍ଷ ପ୍ରଶାସନିକ ଅଧିକାରୀରୁ ନେତା ହୋଇଥିବା ପ୍ରକାଶ ମିଶ୍ରଙ୍କ ଇଂରାଜୀ ପୁସ୍ତକ ‘କମେଡି […]

ସଂପୂର୍ଣ୍ଣ ପଢନ୍ତୁ

କଟକର ବିଡ଼ାନାସୀ ପଡ଼ିଆରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କଟକ :  ୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ କଟକର ବିଡ଼ାନାସୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ୭୬ ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅନୁଷ୍ଠିତ ହୋଇଥିବା ପରେଡରେ ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତ୍ଯେକ ଓଡିଶାବାସୀ, ଦେଶ ତଥା ଦେଶ ବାହାରେ ରହୁଥିବା ପ୍ରତ୍ଯେକ ଭାରତୀୟଙ୍କୁ ଆଜିର ଦିନର ଅନେକ ଅନେକ […]

ସଂପୂର୍ଣ୍ଣ ପଢନ୍ତୁ

୨୯ ରାଷ୍ଟ୍ରପତି ପଦକ ‌ଘୋଷିତ : ପୁଲିସ ବିଭାଗରୁ ୧୯, ଜେଲ୍‌, ଅଗ୍ନିଶମ ଓ ସିଭିଲ୍‌ ଡିଫେନ୍‌ସରୁ ୧୦

କଟକ/ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହୋଇଛି ରାଷ୍ଟ୍ରପତି ପଦକ। ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ପୁଲିସ ବିଭାଗରୁ ୧୯ ଜଣଙ୍କ ନାମ ଘୋଷଣା କରାଯାଇଛି ଏବଂ ଜେଲ୍‌, ଅଗ୍ନିଶମ ଓ ସିଭିଲ୍‌ ଡିଫେନ୍‌ସରୁ ୧୦ଜଣଙ୍କ ନାମ ତାଲିକାରେ ରହିଛି। ଏସ୍‌ପି ସରୋଜ କୁମାର ସାମଲ ଓ କନେଷ୍ଟବଳ ସତ୍ୟବାଦୀ ମଲ୍ଲିକଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ମିଳିବ। ସେହିପରି ୬ ପୁଲିସ କର୍ମଚାରୀଙ୍କୁ ସାହସିକତା ସେବା ପଦକ ମିଳିବ। ସେମାନେ ହେଲେ ସବ୍‌ଇନ୍‌ସ୍ପେକ୍ଟର ଗିରିଶ ଚନ୍ଦ୍ର ମାଝୀ, […]

ସଂପୂର୍ଣ୍ଣ ପଢନ୍ତୁ

ମେରୀଏଲିନା ସ୍କୁଲ୍ ଓ କଲେଜ ଅଫ ନର୍ସିଂ ସହିତ ୟୁନୋପୋସ୍ ସ୍କୁଲ୍ ଅଫ୍ ଫାର୍ମାସୀ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ବାଗତ

ଜଗତସିଂହପୁର :  ତିର୍ତ୍ତୋଲ ବ୍ଲକ, ନେହେରୁ ପଡ଼ିଆ, ନିକଟସ୍ଥ ଏକ ୟୁନୋପୋସ ଗ୍ରୁପ୍ ଅଧିନ, ମେରିଏଲିନା ସ୍କୁଲ୍ ଓ କଲେଜ ଅଫ ନର୍ସିଂ ସହିତ ୟୁନୋପୋସ ସ୍କୁଲ୍ ଅଫ୍ ଫାର୍ମାସୀର ପ୍ରାୟ ୬୦ ଜଣ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ କରିବା ପାଇଁ ଏକ ଭବ୍ୟ ସ୍ଵାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ୍ ୟୁନୋପୋସ ଗ୍ରୁପ୍ ର ଅଧ୍ୟକ୍ଷ ଜୀବନବଲ୍ଲଭ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓ ସଭାତିତ୍ୱରେ […]

ସଂପୂର୍ଣ୍ଣ ପଢନ୍ତୁ

ପଞ୍ଚାୟତ ଦୁର୍ନୀତିର ପର୍ଦ୍ଦାଫାଶ ! : ପ୍ରେସ ମିଟ ଜରିଆରେ ସୂଚନା, ଆଜି ପଞ୍ଚାୟତ ଘେରାଉ !

ଜଗତସିଂହପୁର/ଝଙ୍କଡ :  ନିମ୍ନମାନର ରାସ୍ତା ନିର୍ମାଣ ରେ ଦୁର୍ନୀତି ! ଆଲୋକୀକରଣ ରେ ଦୁର୍ନୀତି ! ଆଦର୍ଶ ଗ୍ରାମ ଗଠନ ନାମରେ ଅର୍ଥର ବାଟମାରଣା ! ହାଇମାସ୍କ ଲାଇଟ ର ମରାମତି ରେ ଦୁର୍ନୀତି ! ଅସମ୍ପୂର୍ଣ୍ଣ ଅଙ୍ଗନବାଡି ଗୃହ ନାମରେ ଦୁର୍ନୀତି ! ସବୁଠୁଁ ସଂଗୀନ ଦୁର୍ନୀତି ହେଉଛି ଜାଲ ଦସ୍ତଖତ କରି ସରକାରଙ୍କୁ ବୋକା ବନେଇବା । ଏସବୁ ମନଗଢା କାହାଣୀ ନୁହେଁ ବରଂ ସୂଚନା ଅଧିକାର ଆଇନ ବଳରେ ସଂଗ୍ରହ କରାଯାଇଥିବା ନିର୍ଭୁଲ […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ର ବିଭିନ୍ନ ସ୍ଥାନରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ

ଜଗତସିଂହପୁର/ ଝଙ୍କଡ଼ :  ପବିତ୍ର ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ, ସମଗ୍ର ଝଙ୍କଡ଼ ପ୍ରଗଣା ଚଳଚଞ୍ଚଳ ହୋଇ ଉଠିଥିଲା। ବିଭିନ୍ନ ମଠ, ମନ୍ଦିର ଠାରୁ ଆରମ୍ଭକରି ସମସ୍ତ ଶିକ୍ଷାନୁଷ୍ଠାନ , ସରକାରୀ କାର୍ଯ୍ୟାଳୟ, କ୍ଲବ୍, ପାଠାଗାର, ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କରେ , ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଏହି ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି। ଝଙ୍କଡ଼ ସାରଳାପୀଠ, ସାରଦା ଏକାଡେମୀ କନକ ପୁର, ମୁଳିସିଂହ ସରକାରୀ ହାଇସ୍କୁଲ , ରସୁଲ୍ପୁପୁର ଅବ୍ […]

ସଂପୂର୍ଣ୍ଣ ପଢନ୍ତୁ