86e8d36a Db1e 4995 B1b5 B93af3948c88

ଶତାବ୍ଦୀ ପୁରୁଷ ପଣ୍ତିତ ନଗେନ୍ଦ୍ର କୁମାର ଦାଶଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା

ଜଗତସିଂହପୁର/ଝଙ୍କଡ଼ :  ବିଶିଷ୍ଟ ଶିକ୍ଷାବିତ୍ ଆଦର୍ଶ ସଂସ୍କୃତଶିକ୍ଷକ, କର୍ମକାଣ୍ଡ ପ୍ରବୀଣ, ଛାତ୍ରବତ୍ସଳ ତଥା ସର୍ଵଗୁଣ ସମ୍ପନ୍ନ ପଣ୍ତିତ ନଗେନ୍ଦ୍ର କୁମାର ଦାଶ ( ୧୦୧ ) ଙ୍କର ପଵିତ୍ର ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା ସଅଁରl ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି। ଗତ ଶୁକ୍ରବାର ଦିନ ଅପରାହ୍ନରେ ଆୟୋଜିତ ଏହି ସଭାରେ ରାଜ୍ୟ ଜନଗଣନା ବିଭାଗ ର ପ୍ରାକ୍ତନ ନିର୍ଦ୍ଦେଶକ ନିରଞ୍ଜନ ପଣ୍ଡା ସଭାପତିତ୍ବ କରିଥିଲାବେଳେ, ସ୍ବର୍ଗତ ପଣ୍ତିତଙ୍କର ପୁରାତନ […]

ସଂପୂର୍ଣ୍ଣ ପଢନ୍ତୁ
Add72b5e 6efc 4837 9316 6c9bba975afa

ସାରଳାଙ୍କ ପ୍ରାଚୀନ ଚାପଖେଳ ଡ଼ଙ୍ଗାର ସ୍ମୃତିରକ୍ଷା ପାଇଁ ଦାବୀ

ଝଙ୍କଡ଼ :  ଦୀର୍ଘ ବର୍ଷ ବର୍ଷ ଧରି ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ଚନ୍ଦନ ଯାତ୍ରା ଉପଲକ୍ଷେ ଚନ୍ଦନ ପୁଷ୍କରିଣୀ ରେ ଚାପଖେଳ ପାଇଁ ବ୍ୟବହୃତ ହେଉଥିବା ଡଙ୍ଗାଟି ପୁରୁଣା ହୋଇଯିବାରୁ ସାରଳାମଣ୍ଡଳ କୈବର୍ତ୍ତ ମହାସଂଘ ର ସଭାପତି ପ୍ରହ୍ଲାଦ ଚନ୍ଦ୍ର ବେହେରା ଙ୍କ ତତ୍ବାବଧାନରେ , ପାରାଦ୍ଵୀପ ଗଡ ଠାରେ କୁଶଳୀ କାରିଗର ମାନଙ୍କ ଦ୍ଵାରା ଆଉ ଏକ ନୂତନ ଡ଼ଙ୍ଗା ନିର୍ମାଣ କରାଯାଇ, ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ସାରଳାପୀଠରେ ପହଞ୍ଚିଥିଲା । […]

ସଂପୂର୍ଣ୍ଣ ପଢନ୍ତୁ
51a2f838 Aed9 44cb Bbb4 92f47683bfda

ଚୋରା ବାଲି ଚାଲାଣ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବୟାଳିଶ୍ ମୌଜା ଥାନା ଘେରାଉ

କଟକ ସଦର  : କଟକ ବୟାଳିଶ ମୌଜା ଅଞ୍ଚଳ ରେ ବ୍ୟାପକ ଚୋରା ବାଲି ଚାଲାଣ ଓ ଆଇନ୍ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ କଟକ ସଦର ନିର୍ବାଚନ ମଣ୍ଡଳୀ ର ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ରାମ ଚନ୍ଦ୍ର ଗୋଚ୍ଛାୟତ ଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ବୟାଳିସ୍ ମୌଜା ଥାନାରେ ପହଞ୍ଚି ଥାନା ଘେରାଉ କରିବା ସହ ଚୋରା ବାଲି ଚାଲାଣ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବୀ କରି ପୋଲିସ ମହାନିର୍ଦ୍ଦେଶକ ଙ୍କ ଉଦ୍ଦେଶ୍ୟରେ […]

ସଂପୂର୍ଣ୍ଣ ପଢନ୍ତୁ
Screenshot 2025 06 06 183045

ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ମାମଲା: ବାଙ୍କୋ ପଥର ଖଣି ମାଲିକଙ୍କୁ ଖଣି ବିଭାଗର ନୋଟିସ୍‌

ସୁନ୍ଦରଗଡ଼: ମାଓବାଦୀ ବିସ୍ଫୋରକ ଲୁଟ୍ ଘଟଣାରେ ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ମାଲିକଙ୍କୁ ଖଣି ବିଭାଗ ପକ୍ଷରୁ ଜାରି ହେଲା ନୋଟିସ। ପଥର ଖଣି ମାଲିକ ନିରଜ ପାଣ୍ଡେଙ୍କୁ ଦୁଇ ଦିନ ଭିତର ହାଜର ହେବା ପାଇଁ ନୋଟିସ୍‌ରେ ଉଲ୍ଲେଖ ରହିଛି । ବାଙ୍କୋ ଖଣିକୁ ନୋଟିସ୍‌ ଦେଇଛନ୍ତି ରାଉରକେଲା ଖଣି ଉପନିର୍ଦ୍ଦେଶକ । କେଉଁ ପରିସ୍ଥିତିରେ ଏତେ ପରିମାଣରେ ବିସ୍ଫୋରକ ଲୁଟ୍ ହେଲା ସେନେଇ ଖୋଳତାଡ଼ କରିବ ଖଣି ବିଭାଗ । […]

ସଂପୂର୍ଣ୍ଣ ପଢନ୍ତୁ
2 180 1749218172832

ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ନିମନ୍ତ୍ରଣ କଲେ କାନାଡ଼ା ପ୍ରତିପକ୍ଷ

ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସମ୍ମିଳନୀରେ ଯୋଗ ଦେବାକୁ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣିଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରି ନିମନ୍ତ୍ରଣ କରିଛନ୍ତି। ଏହାପରେ ମୋଦୀଙ୍କ କାନାଡ଼ା ଗସ୍ତ ସ୍ପଷ୍ଟ ହୋଇଛି। ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି “କାନାଡାର ପ୍ରଧାନମନ୍ତ୍ରୀ ମାର୍କ ଜେ କାର୍ନିଙ୍କ ଠାରୁ ଫୋନ୍ ପାଇ ଖୁସି ହେଲି। ତାଙ୍କ ସମ୍ପ୍ରତି ନିର୍ବାଚନ ବିଜୟ ପାଇଁ ତାଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ
Ap

ଆର୍‌ଆଇଇରେ ନାମଲେଖା ଆବେଦନ ଆରମ୍ଭ, ୨୯ରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଶିକ୍ଷକ ଶିକ୍ଷାରେ କ୍ୟାରିଅର କରିବାକୁ ଚାହାଁନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍‌ଆଇଇ)ରେ ଶିକ୍ଷକ ଶିକ୍ଷା ନାମଲେଖା ଆବେଦନ ଆରମ୍ଭ ହୋଇଛି। ୧୭ ତାରିଖ ପର୍ଯ୍ୟନ୍ତ ଆବେଦନ ସୁଯୋଗ ମିଳିବ। ୨୯ ତାରିଖରେ ପ୍ରବେଶିକା ପରୀକ୍ଷା ହେବ। ଚଳିତବର୍ଷ କମ୍ପ୍ୟୁଟର ବେସଡ୍‌ ଟେଷ୍ଟ (ସିବିଟି) ମୋଡ୍‌ରେ ପରୀକ୍ଷା ହେବ। ବିଏ ବିଏଡ୍‌, ବିଏସ୍‌ସି ବିଏଡ୍‌, ଏମ୍‌ଏସ୍‌ସିଏଡ୍‌, ବିଏଡ୍‌ ଏମ୍‌ଏଡ୍‌, ଏମ୍‌ଏ ଏମ୍‌ଏଡ୍‌ (ବୈଷୟିକ ଶିକ୍ଷା)ରେ ଆଗ୍ରହୀ ପ୍ରାର୍ଥୀମାନେ […]

ସଂପୂର୍ଣ୍ଣ ପଢନ୍ତୁ
Accident 2daaf2 1

ବୁଲେଟକୁ ଧକ୍କା ଦେଲା ଟ୍ୟାଙ୍କର, ମାମୁଁ ସହ ୨ ଭାଣିଜୀ ମୃତ

ବ୍ରହ୍ମପୁର : ମାମୁଁଙ୍କ ସାଙ୍ଗରେ ବୁଲେଟରେ ଖୁସିରେ ଯାଉଥିଲେ ଦୁଇ ଭାଣିଜୀ ।  ନୂଆ ଡ୍ରେସକିଣିବେ କିନ୍ତୁ ମୃତ୍ୟୁର ଦୂତ ଯେପରି ଛକି ଜଗିଥିଲା ଦିଗପହଣ୍ଡି ରାସ୍ତା ଉପରେ ।  ହଠାତ ଏକ ଟ୍ୟାଙ୍କର ସହିତ ବୁଲେଟର ମୁହାଁମୁହିଁ ଧକ୍କା ହୋଇଥିଲା  ।  ଘଟଣାସ୍ଥଳରେ ମାମୁଁ ଭାଣିଜୀ ଛିନ୍ନଛତ୍ର ହୋଇ ରାସ୍ତା ଉପରେ ପଡି ଉଡ଼ିଗଲା ପ୍ରାଣବାୟୁ  l ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟରେ ଆଜି ଅପରାହ୍ନରେ ଘଟିଯାଇଛି  l  ସୂଚନା  […]

ସଂପୂର୍ଣ୍ଣ ପଢନ୍ତୁ
Prabhati Parida 1

ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ମିଳୁଥିବା ସମ୍ମାନ ନିମାପଡ଼ା-ଗୋପବାସୀଙ୍କର: ପ୍ରଭାତୀ ପରିଡ଼ା

ନିମାପଡ଼ା: ‘ଉତ୍କର୍ଷ ନିମାପଡ଼ା ସମ୍ମିଳନୀ’ର ଦ୍ୱିତୀୟ ଅଧିବେଶନରେ ବର୍ଷକର କାମ ବାବଦରେ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା । ସେ ଏହି ଅବସରରେ କହିଛନ୍ତି, “ଦେଶ ବିଦେଶରେ ଓଡ଼ିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ମିଳୁଥିବା ସମ୍ମାନ ନିମାପଡ଼ା-ଗୋପବାସୀଙ୍କର ସମ୍ମାନ । ଗତ ନିର୍ବାଚନରେ ଅନେକ ଜନସାଧାରଣ, ଅନେକ ମହିଳା ଏବଂ ଅନେକ ଗୁରୁଜନଙ୍କ ଆଶୀର୍ବାଦ ମିଳିଛି । ସେମାନଙ୍କୁ କୃତଜ୍ଞତା ଜଣାଉଛି ।” ସେ ଆହୁରି ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ
Hc Karn

କେଏସସିଏ ବିରୋଧରେ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ପୁଲିସକୁ କଡ଼ା ନିର୍ଦ୍ଦେଶ ଦେଲେ କର୍ଣ୍ଣାଟକ ହାଇକୋର୍ଟ

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଆରସିବିର ବିଜୟ ପରେଡ୍ ସମୟରେ ଦଳାଚକଡା ମାମଲାରେ ଶୁକ୍ରବାର (ଜୁନ୍ ୦୬, ୨୦୨୫) କର୍ଣ୍ଣାଟକ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତିରେ ରାଜ୍ୟ କ୍ରିକେଟ୍ ସଂଘର ଅଧିକାରୀଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ କୋର୍ଟ କହିଛନ୍ତି। ଗତ ଜୁନ୍ ୪ ତାରିଖରେ ଆରସିବିର ବିଜୟ ପରେଡ୍ ସମୟରେ ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଡା ମାମଲା ପଞ୍ଜିକୃତ ହୋଇଥିଲା। ଏହି ଅଭିଯୋଗ ଆଧାରରେ ପୁଲିସ କାର୍ଯ୍ୟାନୁଷ୍ଠାନ […]

ସଂପୂର୍ଣ୍ଣ ପଢନ୍ତୁ
Lord Jagannath Yatra

କୋଭିଡ ସ୍ଥିତିରେ ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶାବଳି, ଲକ୍ଷଣ ଥିଲେ ଆସନ୍ତୁ ନାହିଁ

ଭୁବନେଶ୍ୱର : କୋଭିଡ ସ୍ଥିତିରେ ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶାବଳି। ରଥଯାତ୍ରା ପାଇଁ କୋଭିଡ ଭଳି ଲକ୍ଷଣ ଥିଲେ ରଥଯାତ୍ରା ଦେଖିବାକୁ ଯିବାକୁ ବାରଣ କଲା ସ୍ୱାସ୍ଥ୍ୟ ବିଭାଗ । ଥଣ୍ଡା ଲକ୍ଷଣ ଥିବା ବ୍ୟକ୍ତି, ବୟୋବୃଦ୍ଧ ବ୍ୟକ୍ତି ଓ କୋମରବିଡ଼ିଟି ବା ଗୁରୁତର ରୋଗ ରହିଥିବା ଲୋକେ ରଥଯାତ୍ରାକୁ ଯିବାକୁ ବାରଣ କଲା ସ୍ୱାସ୍ଥ୍ୟ ବିଭାଗ । ଯେଉଁମାନେ ଯାଉଛନ୍ତି ସେମାନେ ମାସ୍କ ପିନ୍ଧିବା ଓ ହାତ ଧୋଇବା, ସ୍ଵଛ ପିଇବା ପାଣି ପିଇବାକୁ […]

ସଂପୂର୍ଣ୍ଣ ପଢନ୍ତୁ