Opera

ଅପେରାରେ ସାପ ସହ ଅଭିନୟ: ଭିଡିଓ ଭାଇରାଲ

ଅନୁଗୋଳ : ପୁଣି ମଞ୍ଚରେ ଜୀବନ୍ତ ସାପ ।   ଅପେରାରେ ପୁଣି ସାପ ଧରି ଅଭିନେତାଙ୍କ ଅଭିନୟ । ଅନୁଗୋଳ ସହର ଉପକଣ୍ଠ ନତଡ଼ାଗାଁରେ ଗତକାଲି ରାତିରେ ଏକ ଅପେରାରେ ନାଟକ ପରିବେଷଣର ଭିଡିଓ ଭାଇରାଲ ହେଉଛି ।  ଜୀବନ୍ତ ସାପ ସହ ଅଭିନୟ କରିଛନ୍ତି ଅଭିନେତା ।  ସାପଟି ବୋଡ଼ା ପ୍ରଜାତିର ବୋଲି କୁହାଯାଉଛି । ଯାତ୍ରା ମଞ୍ଚରେ ସାପ ସହ ଖେଳକୁ ଦର୍ଶକ ଖୁବ ଉପଭୋଗ କରିଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠିଛି ।  […]

ସଂପୂର୍ଣ୍ଣ ପଢନ୍ତୁ
11d2a44b 9b6d 4d35 A6b2 F5dc74d3739a

ସାନଶାରୋଳ ଗ୍ରାମରେ ଲକ୍ଷ୍ମୀନାରାୟଣ ମନ୍ଦିରର ରତ୍ନମୁଦ ପ୍ରତିଷ୍ଠା ଉତ୍ସବ

ଜଗତସିଂହପୁର/ଝଙ୍କଡ଼ : ବାଣୀକ୍ଷେତ୍ର ଝଙ୍କଡ଼ ପ୍ରଗଣାର , ତିର୍ତ୍ତୋଲ ବ୍ଲକ, ଗୋପାଳ ପୁର ପଞ୍ଚାୟତ ଅଧିନ ସାନଶାରୋଳ ଗ୍ରାମରେ ପୂଜାପାଇ ଆସୁଥିବା ଗାଦିବ୍ରହ୍ମ ସ୍ୱରୂପ ଲକ୍ଷ୍ମୀ ନାରାୟଣ ଠାକୁର ସ୍ୱପ୍ନାଦେଶ ଅନୁସାରେ ଏକ ନବନିର୍ମିତ ଭବ୍ୟ ମନ୍ଦିର ର ରତ୍ନମୁଦ ପ୍ରତିଷ୍ଠା ଉତ୍ସବ ପବିତ୍ର ଜନ୍ମାଷ୍ଟମୀ ଦିନ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଏଠାରେ ଜନ୍ମାଷ୍ଟମୀ, ରାମ ନବମୀ ଓ ଅଗ୍ନୀପୂର୍ଣ୍ଣିମା ଦିନ ନାମଯଜ୍ଞ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯାଇଥାଏ। ତେବେ ରାଜ୍ୟ […]

ସଂପୂର୍ଣ୍ଣ ପଢନ୍ତୁ
6thradhakrishnan

ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକୃଷ୍ଣନ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ : ବର୍ତ୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ ଥିବା ଚନ୍ଦ୍ରପୁରମ ପନ୍ନୁସାମି ରାଧାକୃଷ୍ଣନଙ୍କୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ( ଏନଡିଏ) ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେପିର ସଂସଦୀୟ ଦଳ ବୈଠକରେ ଶ୍ରୀ ରାଧାକୃଷ୍ଣନଙ୍କ ନାମରେ ସହମତି ହୋଇଥିଲା । ବୈଠକ ପରେ ଏ ସଂପର୍କରେ ବିଜେପି ସଭାପତି ଜେପି ନଡ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ତାମିଲନାଡ଼ୁରେ ଜନ୍ମଗ୍ରହଣ […]

ସଂପୂର୍ଣ୍ଣ ପଢନ୍ତୁ
F79c3ec3 Ecb3 45ab A83e 66c9a54d53d5

ଲିଲି ଇଣ୍ଟରନ୍ୟାସନାଲ୍ ସ୍କୁଲରେ ସ୍ୱାଧୀନତା ଦିବସ ପାଳିତ

କଟକ: ୪୨ ମୌଜା ରାଉତରାପୁର ସ୍ଥିତ ଲିଲି ଇଣ୍ଟରନ୍ୟାସନାଲ୍ ସ୍କୁଲରେ ପବିତ୍ର ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ସାଗରିକା ପତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ଡକ୍ଟର କଲ୍ଲିମୁଲ୍ଲା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ପାର୍ବତୀ ବିଦ୍ୟାପୀଠର ଅବସରପ୍ରାପ୍ତ ଶିକ୍ଷକ ଅଶୋକ ପତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ସମ୍ପାଦକ ସକିଲ୍ ଅକତର୍ ଖାଁ, ସଭାପତି […]

ସଂପୂର୍ଣ୍ଣ ପଢନ୍ତୁ
7fc89256 2343 428a Ab18 96d63b30c768

ସ୍ୱାଧୀନତା ଦିବସରେ ଡାକଘରେ ଉଡ଼ିଲାନି ତ୍ରିରଙ୍ଗା: ପୋଷ୍ଟମାଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ବୟାଳିଶ ମୌଜା: କଟକ ଜିଲ୍ଲା ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗ୍ରାମରେ ଥିବା କେନ୍ଦ୍ର ସରକାରଙ୍କ ପରିଚାଳିତ ଉପ-ଡାକଘରେ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରାନଯିବା ଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଡାକଘରର ପୋଷ୍ଟମାଷ୍ଟରଙ୍କ ଏଭଳି ବେପରୁଆ ମନୋଭାବ ଓ ଜାତୀୟ ପର୍ବ ପ୍ରତି ଅସମ୍ମାନକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୋଗ ଅନୁଯାୟୀ, ବର୍ତ୍ତମାନର ପୋଷ୍ଟମାଷ୍ଟର ବେଣ୍ଟକାର ଡାକଘରକୁ ବଦଳି ହୋଇ ଆସିବା ଦିନଠାରୁ […]

ସଂପୂର୍ଣ୍ଣ ପଢନ୍ତୁ
2f3aaaa9 3fa3 4e07 9994 F4910054acb1

୪୨ମୌଜା ଥାନା ଅଧିକାରୀଙ୍କୁ ସାକ୍ଷାତ କରି ସ୍ୱାଗତ ସମ୍ବର୍ଦ୍ଧନା

୪୨ମୌଜା : ୪୨ମୌଜା ଥାନା ସାରା ଓଡ଼ିଶା ରେ ୧ନମ୍ୱର୍ ସ୍ଥାନ ରେ ରହିବା ଆମ ପାଇଁ ଗର୍ବ ଓ ଗୌରବ ର ବିଷୟ  | ଏହି ଅବସରରେ ୪୨ମୌଜା ଥାନ ଅଧିକାରୀ ଶ୍ରୀଯୁକ୍ତ ଗୀରିଶ ଚନ୍ଦ୍ର ମହାରଣା ମହୋଦୟ ଙ୍କୁ  ସୌଜନ୍ୟ ମୂଳକ ସାକ୍ଷାତକାର ଅବସରରେ ୪୨ମୌଜା ର ସମସ୍ତ ଉଦୀୟମାନ ଯୁବଗୋଷ୍ଠୀ ଙ୍କ ଉପସ୍ଥିତି ରେ ୪୨ମୌଜା ମୂଖ୍ୟ ରାସ୍ତା ଗାଈଗୋରୁ ମାନଙ୍କ ଦ୍ଵାରା ଅବରୋଧ ହେବା ଦ୍ବାରା ଜଟିଳ ସମସ୍ୟା ସୃଷ୍ଟୀ ଏବଂ […]

ସଂପୂର୍ଣ୍ଣ ପଢନ୍ତୁ
Odisha Police Final Collage Make

ଅପରେସନ ‘ଗରୁଡ଼’: ରାଜ୍ୟରେ ଅପରାଧୀଙ୍କ ବିରୁଦ୍ଧରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ବିପୁଳ ପରିମାଣର ନିଶାଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଜବତ

ଭୁବନେଶ୍ୱର: ରାଜ୍ୟରେ ଅପରାଧ ଓ ଅପରାଧୀଙ୍କ ମୂଳପୋଛ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ‘ଅପରେସନ ଗରୁଡ଼’କୁ ବଡ଼ ସଫଳତା ମିଳିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଗତ ଅଗଷ୍ଟ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନର ଦ୍ୱିତୀୟ ସପ୍ତାହରେ ପୋଲିସ ରାଜ୍ୟବ୍ୟାପୀ ଚଢ଼ାଉ କରି ବିପୁଳ ପରିମାଣର ନିଶା ଦ୍ରବ୍ୟ, ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରିବା ସହ ହଜାର ହଜାର ୱାରେଣ୍ଟ କାର୍ଯ୍ୟକାରୀ କରିଛି। ଅତିରିକ୍ତ ଆରକ୍ଷୀ […]

ସଂପୂର୍ଣ୍ଣ ପଢନ୍ତୁ
90a7f5d9 6157 49ed A72d 922ecbc3c712

ବିଦ୍ୟୁତ୍ ବିଭାଗର ଅଣଦେଖା , ହାଇୱା ଦୁର୍ଘଟଣାରେ ଉପୁଡ଼ିଗଲା ଖୁଣ୍ଟ

ଜଗତସିଂହପୁର/ଝଙ୍କଡ଼ :  ତିର୍ତ୍ତୋଲ ବ୍ଲକ କଟରା ପଞ୍ଚାୟତର କଟରା ହାଟ ସ୍ଥିତ ସରକାରୀ ଡ଼ାକ୍ତରଖାନା ର ନିର୍ମାଣ କାର୍ଯ୍ୟ ନିମନ୍ତେ ଗତ ଶନିବାର ରାତି ପ୍ରାୟ ସାଢେ ବାରଟା ବେଳେ ଓଡ଼ି – ୨୧ ଏଫ୍ – ୯୭୩୯ ନମ୍ବର ଥିବା ଏକ ବାଲି ବୋଝେଇ ହାଇୱେl ଗାଡ଼ି, ବେପରୁଆ ଭାବରେ ଗାଡ଼ି ଚଳାଇ ମେଡିକାଲ ସମ୍ମୁଖରେ ଥିବା ଏକ ଇଲେକ୍‌ଟ୍ରିକ  ଖୁଣ୍ଟ ଉପରେ ଚଢ଼ାଈ ଦେବାରୁ, ଖୁଣ୍ଟ ଟି ଉପୁଡ଼ି ପଡ଼ିଥିଲା। ସୌଭାଗ୍ୟ ବସତ , […]

ସଂପୂର୍ଣ୍ଣ ପଢନ୍ତୁ
Krxbc76smvgtd9wmizkc

ସହରାଞ୍ଚଳରେ ନାଗରିକ ସେବାରେ ପରିବର୍ତ୍ତନ ଲାଗି ଆର. ଟି. ପି. ଏସ୍. ଅଧିନିୟମ ସମ୍ପର୍କିତ ବୈଠକ

ଭୁବନେଶ୍ବର:“ନାଗରିକ-ପ୍ରଥମ” ଶାସନ ପ୍ରତି ପ୍ରତିବଦ୍ଧତାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁରୁତ୍ଵ ଦିଆଯାଉଛି l ସହରାଞ୍ଚଳ ଶାସନ ଏବଂ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ  ଜନସେବା ଅଧିକାର (ଆରଟିପିଏସ) ଆଇନ ଉପରେ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ବୈଠକରେ ଅଧ୍ୟକ୍ଷତା କରିଥିଲେ । ବିଭାଗ ପାଇଁ ନିଜର ଦୃଷ୍ଟିକୋଣ ବ୍ୟକ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ: ଘରୋଇ ହସ୍‌ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୁଣି ଥରେ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନବୀନ ପଟ୍ଟନାୟକଙ୍କର ଚିକିତ୍ସା ଡାକ୍ତର ଆଲୋକ ପାଣିଗ୍ରାହୀ କରୁଛନ୍ତି। ତାଙ୍କୁ ଡିହାଇଡ୍ରେସନ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି। ଭୁବନେଶ୍ବର ସମ୍‌ ଅଲ୍ଟିମେଟ୍‌ ମେଡିକେୟାର୍‌ ପକ୍ଷରୁ କୁହାଯାଇଛି ଯେ, ନବୀନ ପଟ୍ଟନାୟକଙ୍କୁ ଆଜି ସନ୍ଧ୍ୟା ୫ଟା ୧୫ ମିନିଟ୍‌ରେ ଡିହାଇଡ୍ରେସନ୍‌ ହେତୁ ଭର୍ତ୍ତି କରାଯାଇଛି। […]

ସଂପୂର୍ଣ୍ଣ ପଢନ୍ତୁ