ଜାମିଆ ଅଲ୍ ହବିବରେ ସ୍ଵାଧୀନତା ଦିବସ ପାଳନ
ଜଗତସିଂହପୁର/ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ ବିରିତୋଳ ପଞ୍ଚାୟତ ଅନ୍ତର୍ଗତ ରସୁଲପୁର ସ୍ଥିତ ଏକ ଆଦର୍ଶ ଆବାସିକ ଶିକ୍ଷାନୁଷ୍ଠାନ ଜାମିଆ ଅଲ୍ ହବିବ୍ ପରିସରରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ଶେଖ୍ ଲତିଫ ଉଦ୍ଦିନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ପରେ ମଦ୍ରାସା ର କାର୍ଯ୍ୟନିର୍ବାହୀ ଅଧିକାରୀ ମୌଲାନା ଶେଖ୍ ରିୟାଜତ୍ ହୋସେନ୍ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅନୁଷ୍ଠାନ ର ଅଧ୍ୟକ୍ଷ ଙ୍କ […]
ସଂପୂର୍ଣ୍ଣ ପଢନ୍ତୁ