ସମ୍ ହସ୍ପିଟାଲ-୨ରେ ବିରଳ ଶ୍ୱାସନଳୀ ଅସ୍ତ୍ରୋପଚାର: କର୍କଟ ରୋଗୀଙ୍କୁ ମିଳିଲା ନୂଆ ଜୀବନ
ଭୁବନେଶ୍ୱର: ଫୁଲନଖରାସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍, କ୍ୟାମ୍ପସ-୨ର ଡାକ୍ତରମାନେ ଏକ ବିରଳ ଅସ୍ତ୍ରୋପଚାର କରିଛନ୍ତି। ଜଣେ ୪୦ ବର୍ଷୀୟ କର୍କଟ ରୋଗୀଙ୍କ ରୁଦ୍ଧ ଶ୍ୱାସନଳୀକୁ ସଫଳତାର ସହ ଉନ୍ମୁକ୍ତ କରି ଉଦାହରଣ ସୃଷ୍ଟି କରିଛନ୍ତି। କଟକଜିଲ୍ଲା ନିଆଳି ଅଞ୍ଚଳର ଏହି ରୋଗୀଙ୍କୁ ୨୦୨୪ ମସିହାରେ ଜିଭ କର୍କଟ ରୋଗ ନିମନ୍ତେ ଅସ୍ତ୍ରୋପଚାର, କେମୋଥେରାପି ଓ ରେଡିଏସନ୍ ଥେରାପି ମଧ୍ୟ ଦିଆଯାଇଥିଲା। ତେବେ ଦୁଇ ମାସ ହେବ ତାଙ୍କର ଶ୍ୱାସକ୍ରିୟାରେ ଅସୁବିଧା ଉପୁଜିବା ସହ […]
ସଂପୂର୍ଣ୍ଣ ପଢନ୍ତୁ