ଚାଷୀଙ୍କୁ ଆର୍ଥିକ ରୂପେ ସ୍ୱାବଲମ୍ବୀ କରୁଛି କୃଷକ ଉତ୍ପାଦକ କ୍ଲଷ୍ଟର

ଭୁବନେଶ୍ୱର,୧୯/୯: ଆଜି, ବିଶ୍ୱ ବ୍ୟାଙ୍କ ଦଳ ଓଆଇଆଇପିସିଏର ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ସହିତ ହରିଚନ୍ଦନପୁର ବ୍ଲକର ମା କାଳିଜାଈ ପିଜିରେ ଥିବା ଏଗ୍ରିକଲଚରାଲ ପ୍ରଡକ୍ସନ କ୍ଲଷ୍ଟର(ଏପିସି) ପରିଦର୍ଶନ କରିଥିଲେ। ବିଶ୍ୱ ବ୍ୟାଙ୍କ ଦଳ ଏପିସି ପ୍ରକଳ୍ପ ପୂର୍ବରୁ ମହିଳା ଚାଷୀଙ୍କ ଚାଷ ପଦ୍ଧତି, ମାର୍କେଟିଂ ଓ ଆର୍ଥିକ ସ୍ଥିତି ଏବଂ ବର୍ତ୍ତମାନର ସ୍ଥିତି ବିଷୟରେ ପଚାରି ବୁଝିଥିଲେ। ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନେ ବ୍ୟାଖ୍ୟା କରିଥିଲେ ଯେ ଏପିସି କ୍ଲଷ୍ଟର ପଦ୍ଧତିରେ ୭୦ ଏକରରୁ ଅଧିକ […]

ସଂପୂର୍ଣ୍ଣ ପଢନ୍ତୁ

ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହେଲା ଶିମିଳିପାଳର ବିରଳ କଳାବାଘ ଓଡିଶା ପର୍ଯ୍ୟଟନ

ଭୁବନେଶ୍ୱର,୧୯/୯ : ବନ୍ୟପ୍ରାଣୀ ସମ୍ପର୍କିତ ଚମତ୍କାର କଥାବସ୍ତୁ ଓ ଚିତାକର୍ଷକ ଚିତ୍ର ପାଇଁ ସାରା ବିଶ୍ୱରେ ବିଶେଷ ଆଦୃତ ଲାଭ କରିଥିବା ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ଅକ୍ଟୋବର ସଂସ୍କରଣର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହୋଇଛି ଶିମିଳିପାଳର ବିରଳ କଳାବାଘ ।“The Tigers Who Changed Their Stripes” ଶୀର୍ଷକ କାହାଣୀଟି ଶିମିଳିପାଳ ଅଭୟାରଣ୍ୟର ବିରଳ କଳାବାଘ ଏବଂ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ବାଘ ସ୍ଥାନାନ୍ତରଣ ପ୍ରକ୍ରିୟା ଉପରେ ପର୍ଯ୍ୟବେସିତ ଅଟେ […]

ସଂପୂର୍ଣ୍ଣ ପଢନ୍ତୁ

ନିଜ ଜିଲାରେ ଶିକ୍ଷକଙ୍କୁ ମିଳିବନି ନିଯୁକ୍ତି

ଭୁବନେଶ୍ୱର,୧୯/୯: ଓଡ଼ିଶା ସରକାର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି ପ୍ରସ୍ତୁତ କରିଛନ୍ତି। ବାର୍ଷିକ ବଦଳି ଏପ୍ରିଲ ୧୫ରୁ ଜୁନ ୧୫ ମଧ୍ୟରେ ହେବ। ଶିକ୍ଷକମାନେ ନିଜ ଜିଲାରେ ନିଯୁକ୍ତି ପାଇବେ ନାହିଁ, ଏବଂ ଯଦି ପାଆନ୍ତି ତେବେ ନିଜ ବ୍ଲକରେ ରହିବାକୁ ଅନୁମତି ମିଳିବ ନାହିଁ। ଗୋଟିଏ ସ୍ଥାନରେ ଅତିକମରେ ୩ ବର୍ଷ କାମ କରିବା ପରେ ବଦଳି ପାଇଁ ଯୋଗ୍ୟ ହେବେ, କିନ୍ତୁ ୬ ବର୍ଷରୁ ଅଧିକ ରହିପାରିବେ […]

ସଂପୂର୍ଣ୍ଣ ପଢନ୍ତୁ

ମଣିପୁରରେ ସେନା ଗାଡ଼ି ଉପରକୁ ବଡ଼ ଆକ୍ରମଣ

ଇମ୍ଫାଲ,୧୯/୯: ମଣିପୁରରୁ ବଡ଼ ଖବର । ମଣିପୁରରେ ସେନା ଗାଡ଼ି ଉପରକୁ ହୋଇଛି ବଡ଼ ଧରଣର ଆକ୍ରମଣ । ଗାଡ଼ି ଉପରକୁ ଆଖିବୁଜା ଗୁଳିମାଡ଼ କରିଛନ୍ତି ଅଜ୍ଞାତ ବନ୍ଧୁକଧାରୀ । ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ଘଟିଛି ଏହି ଆକ୍ରମଣ ଘଟଣା । ଇମ୍ଫାଲରୁ ବିଷ୍ଣୁପୁର ଯାଉଥିଲେ ଯବାନ । ଏହି ଆକ୍ରମଣରେ ଜଣେ ଯବାନ ଗୁରୁତର ଆହତ ହୋଇଥିବା ସୂଚନା

ସଂପୂର୍ଣ୍ଣ ପଢନ୍ତୁ

ଆୟ ବହିର୍ଭୁତ ଅଭିଯୋଗରେ ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲିଗୁଡା, ୧୯/୯: ଭିଜିଲାନ୍ସ ଜାଲରେ ଧରାପଡିଛି ପୁଣି ବଡ ମାଛ । ଆୟଠୁ ଅଧୂକ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ବନଖଣ୍ଡ ଅଧୂନସ୍ଥ କାଶିପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ପଶିଛି ଭିଜିଲାନ୍ସ । ରେଞ୍ଜର ଅନୁର୍ଯ୍ୟାମୀ ସାହୁ ଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟର ୯ ଗୋଟି ସ୍ଥାନରେ ରେଡ୍ ଚାଲିଛି । ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଜୟପୁର କୋରାପୁଟ ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ କାଶିପୁର କାର୍ଯ୍ୟାଳୟ, […]

ସଂପୂର୍ଣ୍ଣ ପଢନ୍ତୁ

ଜରାଜୀର୍ଣ୍ଣ ବିପଦ ସଂକୁଳ କେନ୍ଦ୍ରରେ ଚାଲିଛି ଶିଶୁଙ୍କ ଭବିଷ୍ୟତ ଗଢ଼ା

ରାୟଗଡା,୧୯/୯: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ରାମନାକୁପୁଲି ଅଙ୍ଗନବାଡି କେନ୍ଦ୍ର 1988/89 ଆର୍ଥିକ ବର୍ଷରେ ନିର୍ମାଣ ହୋଇଥିଲା,l ବର୍ତ୍ତମାନ ଏହି କେନ୍ଦ୍ର ର ଅବସ୍ଥା ଅତି ଦୟନୀୟ। କୋମଳମତି ଶିଶୁଙ୍କୁ ଏଠାରେ ଶିକ୍ଷା ଦାନ କରା ଯାଇ ଜୀବନ ସହ ଖେଳ ଚାଲିଛି। ଏଠାକାର ଅଙ୍ଗନବାଡି କର୍ମୀ ଯେଉଁ ଦିନ ଛତୁଆ ଓ ଅଣ୍ଡା ବଣ୍ଟା ହୁଏ, ସେହି ଦିନ ସେ ଉପସ୍ଥିତ ରହନ୍ତି, ହେଲେ ଅନ୍ୟ ଦିନ ମାନଙ୍କ ରେ ପାଚିକା ହିଁ ସବୁ ବୁଝନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ

ଦୀପ ତଳ ଅନ୍ଧାର,ଖୋଦ ଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ୨୪୫ଛତ୍ରୀ ଙ୍କୁ ୨ଜଣ ଶିକ୍ଷକ?

ନବରଙ୍ଗପୁର, ୧୯/୯: ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବା ଯୋଗୁଁ ଛାତ୍ରୀମାନଙ୍କ ପାଠପଢାରେ ସମସ୍ୟା ଦେଖା ଦେଉଥିବା ଘଟଣା ସାମ୍ନାକୁ ଆସିଛି |ପ୍ରଶାସନକୁ ବାରମ୍ବାର ଏହି ସମସ୍ୟାର ସମାଧାନ ପାଇଁ ଜଣେଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି|ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଣୁଆଗୁଡ଼ା ପଂଚାୟତ ଅନ୍ତର୍ଗତ ପଲସଗାଁ ସ୍ଥିତ ରମାଦେବୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରୁ ଆସିଛି ଏଭଳି ଏକ ଅଭିଯୋଗ|ସୂଚନା ପ୍ରକାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ […]

ସଂପୂର୍ଣ୍ଣ ପଢନ୍ତୁ

ଝିଙ୍କକୁ ମାରି ତା’ ମାଂସକୁ ରାନ୍ଧି ଖାଉଥିବା ଦୁଇ ବ୍ୟକ୍ତି ଗିରଫ

ନୟାଗଡ,୧୯/୯ :ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅଧୀନ ବନତଳି ଅଞ୍ଚଳରେ ବନ୍ୟଜନ୍ତୁ ଶିକାରୀଙ୍କ ସକ୍ରୀୟତା ଦିନ କୁ ବୃଦ୍ଧି ପାଇବାକୁ ଲାଗି ଥିବା ବେଳେ ଧାନ ଥୋଡ ଖାଇବାକୁ ଗାଁ ମୁଂହା ବନ୍ୟଜନ୍ତୁ ମାନଙ୍କୁ ଫାସ ବସାଇ ଶିକାର କରୁଛନ୍ତି। ଗୁରୁବାର ଦିନ ଝିଙ୍କକୁ ମାରି ତା’ ମାଂସକୁ ରାନ୍ଧି ଖାଉଥିବା ଦୁଇ ବ୍ୟକ୍ତିଙ୍କୁ ଗିରଫ କରିଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁସାରେ ମହତପଲ୍ଲା ପଞ୍ଚାୟତ ମାନପୁରରେ ସେପ୍ଟେମ୍ବର ୧୭ରେ ଝିଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ସର୍ଭାଇଭର୍ ନେଟୱର୍କ କର୍ମଶାଳା

ଅନୁଗୋଳ,୧୯/୯:  ବିଶ୍ଵ ଯୁବ କେନ୍ଦ୍ର, ବଣୀନାଳି ଦ୍ଵାରା ପରିଚାଳିତ ଆକ୍ସେସ ଟୁ ଜଷ୍ଟିସ ପ୍ରକଳ୍ପ ମାଧ୍ୟମରେ ବିଶ୍ଵ ଯୁବ କେନ୍ଦ୍ର କାର୍ଯ୍ୟାଳୟ ପରିସରରେ କିଶୋରନଗର ,ଛେଣ୍ଡିପଦା, ଆଠମଲ୍ଲିକ ବ୍ଲକ ର କିଶୋର କିଶୋରୀ ଓ ତାଙ୍କ ଅଭିଭାବକ ମାନଙ୍କୁ ନେଇକି ଏକ ବୈଠକ ଅନୁଷ୍ଠିତ ହୋଯାଇଅଛି। ଏଥିରେ ବାଲ୍ୟ ବିବାହ ,ଶିଶୁ ଯୌନ ନିର୍ଯାତନା, ଶିଶୁ ଚାଲାଣ ର  ଶିକାର ହୋଇଥିବା ଶିଶୁମାନେ ଯୋଗ  ଦେଇ ଥିଲେ। ପିଲା ମାନଙ୍କୁ ତାଙ୍କର ବାଲ୍ୟ ବିବାହ ଯୋଗୁ ହେଇଥିବା […]

ସଂପୂର୍ଣ୍ଣ ପଢନ୍ତୁ

ସୁସ୍ଥ ନାରୀ – ସଶକ୍ତ ପରିବାର ଅଭିଯାନକୁ ସଫଳ କରିବା : ସମ୍ବିତ ପାତ୍ର 

ନୟାଗଡ, ୧୮/୯: ନୟାଗଡ ବ୍ଲକ ଇଟାମାଟି ପଞ୍ଚାୟତ ଅଧିନସ୍ଥ ଲଡୁପାତ୍ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ  ସୁସ୍ଥ ନାରୀ – ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅଧୀନରେ ଏକ ସ୍ୱତନ୍ତ୍ର ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ପୁରୀ ଲୋକସଭା ସାଂସଦ ଡାକ୍ତର ସମ୍ବିତ ପାତ୍ର  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାରୀ ସୁସ୍ଥ ହେଲେ ପରିବାର ସୁସ୍ଥ ହେବ ଓ ସେଥିପାଇଁ ଏହି ଅଭିଯାନକୁ ସମସ୍ତଙ୍କ ସହଯୋଗରେ ଶତପ୍ରତିଶତ ସଫଳ କରିବାକୁ ଆମେ ପ୍ରଧାନମନ୍ତ୍ରୀଙ୍କ ସହ […]

ସଂପୂର୍ଣ୍ଣ ପଢନ୍ତୁ