ଓପିଏସ୍‌ସିରେ ୯୮ ର‌୍ୟାଙ୍କ୍ ରଖି ଅବିନାଶଙ୍କ କୃତିତ୍ୱ

ଝଙ୍କଡ :୨୯/୯: ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍‌-୨୦୨୩ ପରୀକ୍ଷାରେ ଜଗତସିଂହପୁର ଜିଲ୍ଲାର ଅବିନାଶ ମିଶ୍ର ୯୮ ର୍୳ ।ଙ୍କ ପାଇ ସଫଳତା ହାସଲ କରିଛନ୍ତି । ସେ କଟକ ଜିଲ୍ଲା ନେମାଳ ଅଚ୍ୟୁତାନନ୍ଦ ପୀଠ ମଙ୍ଗଳପୁର ନିବାସୀ ସଚ୍ଚିଦାନନ୍ଦ ମିଶ୍ର ଓ ଜାନକୀ ମିଶ୍ରଙ୍କ ପୁତ୍ର ଅବିନାଶ ଅଧ୍ୟବସାୟ ବଳରେ ଏହି ସଫଳତା ହାସଲ କରିଛନ୍ତି । ସେ ବର୍ତମାନ ଓଡ଼ିଶା ଲୋକସେବା ଭବନରେ ଏସ୍ଓ ଭାବେ କାର୍ଯ୍ୟରତ ଅଛନ୍ତି । […]

ସଂପୂର୍ଣ୍ଣ ପଢନ୍ତୁ

କଟକରେ ୩୬ ଚାନ୍ଦିମେଢ଼, ତାରକସୀ’ର ଅପୂର୍ବ କାରିଗରୀ

କଟକ,୨୯/୯: ଦଶହରା ପାଇଁ ଐତିହାସିକ କଟକ ସହର ପୁଣି ଥରେ ଚଳଚଞ୍ଚଳ ହୋଇଉଠିଛି। ୫୨ ବଜାର ୫୩ ଗଳିରେ ଦଶହରାର ମାହୋଲ ଦେଖିବାକୁ ମିଳିଛି। ଚଳିତବର୍ଷ ୧୭୬ ମଣ୍ଡପରେ ମା’ ଦୁର୍ଗା ପୂଜା ପାଉଛନ୍ତି। ଏଥିମଧ୍ୟରୁ ମା’ ଦୁର୍ଗା ୩୬ଟି ଚାନ୍ଦି ମେଢ଼ଯୁକ୍ତ ମଣ୍ଡପ ନିର୍ମାଣ ହୋଇଛି। ଐତିହାସିକ କଟକରେ ସୁସଜ୍ଜିତ ମା’ ଦୁର୍ଗାଙ୍କ ଚାନ୍ଦିମେଢ଼ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ମା’ ଙ୍କ ମେଢ ଏବଂ ପୁରୁଣା ପରମ୍ପରାକୁ ନେଇ ଚର୍ଚ୍ଚା ହୋଇଥାଏ। କେବଳ […]

ସଂପୂର୍ଣ୍ଣ ପଢନ୍ତୁ

ଆରବିଆଇର ନୂଆ ଡେପୁଟି ଗଭର୍ଣ୍ଣର ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର,୨୯/୯: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତି ପାଇଥିବାରୁ ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶିରୀଶ ଚନ୍ଦ୍ର ମୁର୍ମୁ ହେଉଛନ୍ତି ଜମ୍ମୁ-କଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ସାନ ଭାଇ। ମୁଖ୍ୟମନ୍ତ୍ରୀ କହିଛନ୍ତି,ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତି ପାଇଥିବାରୁ ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଜଣେ ସୁଯୋଗ୍ୟ ଓଡ଼ିଆ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତରୁ ଭୁଟାନକୁ ଚାଲିବ ଟ୍ରେନ

ନୂଆଦିଲ୍ଲୀ,୨୯/୯:ଭାରତ ଏବଂ ଭୁଟାନ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ, ସୋମବାର ସରକାର ୪,୦୩୩ କୋଟି ‘ଟଙ୍କା ମୂଲ୍ୟର ଦୁଇଟି ପ୍ରମୁଖ ରେଳ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ କେବଳ ଦୁଇ ଦେଶ ମଧ୍ୟରେ ସଂଯୋଗକୁ ବୃଦ୍ଧି କରିବ ନାହିଁ ବରଂ ବାଣିଜ୍ୟ, ପର୍ଯ୍ୟଟନ ଏବଂ ଲୋକ-ଲୋକଙ୍କ ମଧ୍ୟରେ ଗତିକୁ ମଧ୍ୟ ସୁଗମ କରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆପଣ ଏବେ ଟ୍ରେନ୍ ଯୋଗେ ସିଧାସଳଖ ଭୁଟାନ ଯାତ୍ରା କରିପାରିବେ। ପୂର୍ବରୁ ପଶ୍ଚିମବଙ୍ଗର […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଙ୍ଗୀତା ଜିନ୍ଦଲ ରଖିଲେ ୨୮୮ ସ୍ଥାନ

କଣ୍ଟାବାଞ୍ଜି,୨୯/୯: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରୋଡ ନଂ. ୫ ନିବାସୀ ବିନୋଦ ଜିନ୍ଦଲଙ୍କ ପୁତ୍ରବଧୁ ସଙ୍ଗୀତା ଜିନ୍ଦଲ ଓଡିଶା ପ୍ରଶାସନିକ ସେବା  ପରୀକ୍ଷା ରେ ୨୮୮ ସ୍ଥାନ ରଖି ସଫଳତା ପାଇଛନ୍ତି । ପ୍ରକାଶ ଯେ, ସ‌ଙ୍ଗୀତା ଙ୍କ ସ୍ବାମୀ କମଲ କିଶୋର ଜିନ୍ଦଲ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ହୋଇଥିବା ବେଳେ ତାଙ୍କ ଶୁଶ୍ବର ଜଣେ  ବ୍ୟବସାୟୀ। ସଙ୍ଗୀତା ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳର ବହୁ […]

ସଂପୂର୍ଣ୍ଣ ପଢନ୍ତୁ

ରାଜନୀତିରେ ସବୁ କିଛି ସମ୍ଭବ: ଗୋଟିଏ ଟ୍ରେନକୁ ଦୁଇ ଦୁଇ ଥର ସବୁଜ ପତକା ଦେଖାଇଲେ ବଲାଙ୍ଗିର ସାଂସଦ ସଙ୍ଗୀତା 

ବଲାଙ୍ଗିର, ୨୯/୯, ଶନିବାର ଝାରସୁଗୁଡ଼ା ଠାରେ ଆୟୋଜିତ ବିଶାଳ ଯୁବ ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ୧୭୦୦ କୋଟି ଟଂକାର ରେଲ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ବ୍ରହ୍ମପୁର ରୁ ସୁରଟ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନର ମଧ୍ୟ ଶୁଭାରମ୍ଭ କରାଯାଉଥିଲା। ଏହି ଟ୍ରେନ ବ୍ରହ୍ମପୁର ରୁ ସୁରଟ ଯିବ । ସୁରଟରେ କାମ କରୁଥିବା ଓଡିଶାର ଲୋକ ଆରାମରେ ଯିବା ଆସିବା କରି ପାରିବେ। ଟ୍ରେନକୁ ନେଇ ସମସ୍ତେ ଖୁସି ଥିବା ବେଳେ ଗୋଟିଏ ଟ୍ରେନକାଯାଉଥିବାରୁ ଦୁଇ […]

ସଂପୂର୍ଣ୍ଣ ପଢନ୍ତୁ

ଫିଲ୍ମ ଷ୍ଟାଇଲରେ ଖୋର୍ଦ୍ଧା ଜିଲା ବାଲୁଗାଁର ବ୍ୟବସାୟୀ ସୁଶିଲ ସୁବୁଦ୍ଧିଙ୍କୁ ଅପହରଣ

ଖୋର୍ଦ୍ଧା,୨୯/୯: ଖୋର୍ଦ୍ଧା ଜିଲା ବାଲୁଗାଁର ଜଣାଶୁଣା ବ୍ୟବସାୟୀ ସୁଶିଲ ସୁବୁଦ୍ଧିଙ୍କୁ ଅପହରଣ କରି ୧କୋଟି ଟଙ୍କା ମାଗିବା ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଗୋଟେ କାର, ନଗଦ ୬ଲକ୍ଷ ୨୫ହଜାର ଟଙ୍କା, ମାରଣାସ୍ତ୍ର ସହ ମୋବାଇଲ ପୋଲିସ ଜବତ କରିଛି । ୨୭ତାରିଖରେ ତାଙ୍କୁ ଅପହରଣ କରାଯାଇଥିଲା । ଫିଲ୍ମ ଷ୍ଟାଇଲରେ ଅପରାଧୀ ଯୋଜନା କରିଥିଲେ । ୧୨ ଘଣ୍ଟାର ଅପରେଶନ ପରେ ପୋଲିସ ତାଙ୍କୁ ଉଦ୍ଧାର କରିଛି। ଗିରଫ ଅଭିଯୁକ୍ତମାନେ ଗଞ୍ଜାମ […]

ସଂପୂର୍ଣ୍ଣ ପଢନ୍ତୁ

ପାକିସ୍ତାନକୁ ଧୂଳି ଚଟାଇ ଭାରତ ଏସିଆ କପ୍ ଚାମ୍ପିୟନ

ଦୁବାଇ,୨୯/୯: ଭାରତ ଏସିଆ କପ୍ ୨୦୨୫ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଫାଇନାଲରେ ପାକିସ୍ତାନକୁ ରୋମାଞ୍ଚକର ମୁକାବିଲାରେ ପରାସ୍ତ କରି ଭାରତ ଟ୍ରଫି ଉଠାଇଛି। ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ଅର୍ଦ୍ଧଶତକ ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପାକିସ୍ତାନ ୧୯.୧ ଓଭରରେ ୧୪୬ ରନରେ ଅଲଆଉଟ ହୋଇଥିଲା। ପାକିସ୍ତାନର ଓପନର ସାହିବଜାଦା ଫରହାନ (୩୮ ବଲରେ ୫୭) ଏବଂ ଫଖର ଜମାନ (୩୫ ବଲରେ ୪୬) ଦମଦାର […]

ସଂପୂର୍ଣ୍ଣ ପଢନ୍ତୁ

କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ତାରିଣୀ ପୀଠର ବିକାଶ ପାଇଁ ୨୨୬ କୋଟି ମଞ୍ଜୁର

ଭୁବନେଶ୍ୱର,୨୯/୯: ରାଜ୍ୟ କ୍ୟାବିନେଟ ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୩ଟି ବିଭାଗର ୪ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ସେଗୁଡିକ ହେଲା-ଶ୍ରମ ବିଭାଗର ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬, କାରଖାନା ୧୯୪୮ର ସଂଶୋଧନ ଆଇନ ପାରିତ। ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୯ ଘଣ୍ଟାରୁ ୧୦ ଘଣ୍ଟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି। ସପ୍ତାହକରେ ୪୮ ଘଣ୍ଟାରୁ ଅଧିକ କାମ କଲେ ଓଭରଟାଇମ ମିଳିବ। ମହିଳା କର୍ମଚାରୀ ଚାହିଁଲେ ସମ୍ମତି […]

ସଂପୂର୍ଣ୍ଣ ପଢନ୍ତୁ

ଲଦାଖ ସତ୍ୟାଗ୍ରହୀ ସୋନମ ୱାଙ୍ଗଚୁକଙ୍କୁ ଅଗଣତାନ୍ତ୍ରିକ ଗିରଫ ବିରୋଧରେ ନାଗରିକ ପ୍ରତିବାଦ

ଭୁବନେଶ୍ୱର,୨୯/୯: ଲଦାଖର ସତ୍ୟାଗ୍ରହୀ, ପରିବେଶବିତ୍ ଓ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କୁ ଅଗଣତାନ୍ତ୍ରିକ ଭାବରେ ଗିରଫ କରାଯାଇଥିବା ପ୍ରତିବାଦରେ ଆଜି ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍ ଛକରେ ସାମାଜିକ କର୍ମୀ, ବୁଦ୍ଧିଜୀବୀ, ଯୁବ-ଛାତ୍ର, ମହିଳା ଓ ସାଧାରଣ ନାଗରିକମାନଙ୍କ ପକ୍ଷରୁ  ପ୍ରତିବାଦ ପ୍ରଦର୍ଶନ ସହ ସୋନମଙ୍କ ଅହିଂସକ ସତ୍ୟାଗ୍ରହ ପ୍ରତି ସମର୍ଥନ ଜ୍ଞାପନ କରାଯାଇଛି। ‘ଥ୍ରି ଇଡିଅଟ୍’ ସିନେମାର ପ୍ରେରଣାଦାୟକ ଚରିତ୍ର‘ଫୁଙ୍ଗସୁକ୍ ୱାଙ୍ଗଡୁ’ଙ୍କ ପଛରେ ଥିବା ବ୍ୟକ୍ତିତ୍ୱ ସୋନମଙ୍କ ‘ହିମାଳୟାନ ଇନଷ୍ଟିଟ୍ୟୁଟ ଅଫ୍ ଅଲଟରନେଟିଭ୍ସ’କୁ ବନ୍ଦ କରିବା, ଲିଜ୍ ଜମି […]

ସଂପୂର୍ଣ୍ଣ ପଢନ୍ତୁ