ଧାନ କଟାକୁ ନେଇ ଲାଗିଲା ୧୬୩ ଧାରା
କେନ୍ଦ୍ରାପଡା, ୨୧/୧୨: ସରକାରୀ ଜମିରେ ଧାନ କଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଜଙ୍ଗଲ କିସମ ଜମିରେ ଧାନ କଟାକୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ପେଟଛିଲା ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ୨ଦିନ ହେବ ମୁହାଁମୁହଁ ପରିସ୍ଥିତି ଉପୁଜିଛି । ସ୍ଥିତିରେ ସୁଧାର ଆଣିବା ଲାଗି ପ୍ରଶାସନ ବିଏନ୍ଏସ୍ ୧୬୩ ଧାରା ଜାରି କରିଛି।ସୂଚନା ଅନୁସାରେ, ଗାଁର କିଛି ବଙ୍ଗଭାଷୀ ଭାଗ ଚାଷୀ ବାପା ଜେଜେବାପା ଅମଳରୁ ସେଠାରେ ଚାଷ କରି ପରିବାର […]
ସଂପୂର୍ଣ୍ଣ ପଢନ୍ତୁ