ସମାଜସେବୀ ବସନ୍ତ ବେହେରାଙ୍କ ପରଲୋକ
ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ, ବିରିତୋଳ ପଞ୍ଚାୟତ ର ବିରିତୋଳ ଗ୍ରାମ ର ସମାଜସେଵୀ, ସଂସ୍କାରଧର୍ମୀ ତଥା ପଞ୍ଚାୟତର ବରିଷ୍ଠ ବିଜେପି କର୍ମକର୍ତ୍ତା ବସନ୍ତ ବେହେରା (85) ଙ୍କର ଗତ ଶୁକ୍ରବାର ପୂର୍ବାହ୍ନ ରେ ହୃଦଘାତ ରେ ପରଲୋକ ହୋଇଯାଇଛି | ତାଙ୍କର ବିୟୋଗରେ ରେ ପୂର୍ବତନ ମହିଳା କମିଶନର ଡଃ ମିନତୀ ବେହେରା, ତିନିନମ୍ବର ଜୋନର ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା, ବିରିତୋଳ ପଞ୍ଚାୟତ ର ବିଜେପି ସଭାପତି ସ୍ବପ୍ନସରିତ ପରିଡା, ସାରଳା ସଂସ୍କୃତି ଗବେଷକ […]
ସଂପୂର୍ଣ୍ଣ ପଢନ୍ତୁ