ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ

ଭୁବନେଶ୍ଵର: ଏସସିବି ମେଡିକାଲର ଅଗ୍ନିକାଣ୍ଡ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ଆମ ସରକାରରେ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇଥିଲେ। ତେଣୁ ଆଜିର ଏହି ଘଟଣା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ନବୀନ ଦାବି କରିଛନ୍ତି।ସେପଟେ ବିଧାନସଭାରେ ଏସସିବି ଅଗ୍ନିକାଣ୍ଡ ଘଟଣା ପ୍ରସଙ୍ଗ ଉଠାଇଥିଲେ ବିରୋଧୀ। ପ୍ରବଳ ପାଟିତୁଣ୍ଡ ମଧ୍ୟରେ ବାଚସ୍ପତି ଗୃହକୁ ଦିନ ୪ଟା […]

ସଂପୂର୍ଣ୍ଣ ପଢନ୍ତୁ

କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ

ଭୁବନେଶ୍ଵର: କଂଗ୍ରେସର ବଡ କାର୍ଯ୍ୟାନୁଷ୍ଠାନ।  କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ । କଂଗ୍ରେସର ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଏବଂ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଶଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧି କାର୍ଯ୍ୟ ପାଇଁ ୩ ଜଣଙ୍କୁ ବହିଷ୍କାର କରାଯାଇଛି। ଗତକାଲି ଏମାନଙ୍କର ନାଁ କ୍ରସ ଭୋଟିଂର ଅଭିଯୋଗ ହୋଇଥିଲା। ଦଳୀୟ ହ୍ବିପ୍ ଉଲ୍ଲଘନ କରି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ। ଦଳୀୟ ଶୃଙ୍ଖଳା […]

ସଂପୂର୍ଣ୍ଣ ପଢନ୍ତୁ

ଫସଲ ଅମଳ ଖଳାସ୍ଥାନ ପରିବର୍ତ୍ତନ ନେଇ ବିଡ଼ିଓ ଙ୍କୁ ଗୁହାରି କଲେ ଗ୍ରାମବାସୀ

ଝଙ୍କଡ :  ଜନସାଧାରଣ ଙ୍କ ହିତ ସାଧନ ନିମନ୍ତେ ସରକାର ଙ୍କ ତରଫରୁ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପଞ୍ଚାୟତ ସ୍ଥରରେ ଗ୍ରାମସଭା ଆୟୋଜନ କରାଯାଇ ପଞ୍ଚାୟତବାସୀ ଙ୍କ ମତ ଅନୁସାରେ ସ୍ଥିର କରାଯାଇଥାଏ | ହେଲେ ଅନେକ ସମୟରେ କିଛି କୁଚକ୍ରୀ ଙ୍କ ଦ୍ୱାରା ସରକାରୀ ଅଧିକାରୀ ବା କର୍ମଚାରୀ ମାନଙ୍କୁ କରାୟତ କରି ଜନହିତକାରୀ ପ୍ରକଳ୍ପ ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ସାଧାରଣ ଜନତାଙ୍କୁ ହତାଶ କରାଯାଇଥାଏ | ଅଧିକାଂଶ ସମୟରେ ସରକାରୀ କଳ […]

ସଂପୂର୍ଣ୍ଣ ପଢନ୍ତୁ

ଛେଳିକୁ ବଞ୍ଚାଇବାକୁ ଯାଇ କେରଳରେ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଦିଗପହଣ୍ଡି: ପେଟ ପାଳିବା ପାଇଁ ଭିଟାମାଟି ଛାଡ଼ିଥିଲେ। ରାଜ୍ୟ ବାହାରେ ଭଲ ରୋଜଗାର କରୁଥିଲେ। ପରିବାର ଲୋକଙ୍କୁ ଟଙ୍କା ପଠାଉଥିଲେ। ସେମାନଙ୍କର ପରିବାର ଖୁସିରେ ଚାଲିଥିଲା। ଏହି ଖୁସି ଭିତରେ ଆସନ୍ତା ୧୯ ତାରିଖ ଦିନ ଭିଟାମାଟି ଅଭିମୁଖେ ଫେରିଥାନ୍ତେ। କିନ୍ତୁ ସେମାନେ ଆଉ ଜୀବିତ ଫେରିଲେ ନାହିଁ। ତାଙ୍କର ମୃତହେଦ ଏବେ ଘରକୁ ଫେରୁଥିବା ସୂଚନା ମିଳିଛି। ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ଦୁଇ ଜଣ ଶ୍ରମିକ କେରଳରେ ଅଭାବନୀୟ ଘଟଣାର ଶିକାର ହୋଇଛନ୍ତି। କୂଅ […]

ସଂପୂର୍ଣ୍ଣ ପଢନ୍ତୁ

ଜୟଶୋଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ‘ମୋ ସ୍କୁଲ’ ଅଭିଯାନର ନୂତନ କମିଟି ଗଠିତ

ଜୟଶୋଳ :  ସ୍ଥାନୀୟ ଜୟଶୋଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପୁରାତନ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟମାନଙ୍କୁ ନେଇ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଉର୍ମିଳା ପ୍ରଭା ବେହେରାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ଓଡ଼ିଶା ସରକାରଙ୍କ ‘ମୋ ସ୍କୁଲ’ ଅଭିଯାନକୁ ଅଧିକ କ୍ରିୟାଶୀଳ କରିବା ସହ ବିଦ୍ୟାଳୟର ବିକାଶ ପାଇଁ ଏକ ନୂତନ ପୁରାତନ ଛାତ୍ରଛାତ୍ରୀ କମିଟି ବା ‘ଆଲୁମିନି କମିଟି’ ଗଠନ କରାଯାଇଛି। ସୂଚନାଯୋଗ୍ୟ ଯେ, […]

ସଂପୂର୍ଣ୍ଣ ପଢନ୍ତୁ

ସମାଜସେବୀ ବସନ୍ତ କୁମାର ବେହେରା ଙ୍କ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା

ଝଙ୍କଡ଼  : ତିର୍ତ୍ତୋଲବ୍ଲକ, ବିରିତୋଳ ପଞ୍ଚାୟତ ର ବିରିତୋଳ ଗ୍ରାମର ପ୍ରାକ୍ତନ ପଶୁଡାକ୍ତର ତଥା ଜଣାଶୁଣା ସମାଜ ସେଵୀ ସ୍ବର୍ଗତ ବସନ୍ତ କୁମାର ବେହେରା ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଗତ ସୋମବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା ଙ୍କ ବେହେରା ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସ୍ମୃତିସଭାରେ ଦିଲ୍ଲୀପ କୁମାର ବେହେରା ଓ ନୀଳମଣି ବେହେରା ସମସ୍ତ ନିମନ୍ତିତ ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିବା ବେଳେ, […]

ସଂପୂର୍ଣ୍ଣ ପଢନ୍ତୁ

ମୀନସଂକ୍ରାନ୍ତି ରୁ ଶୁଭାରମ୍ଭ ହେଲା ସାରଳା ଘଟନୃତ୍ୟର ପରମ୍ପରା

ଝଙ୍କଡ଼  :  ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠରେ ବହୁ ପ୍ରାଚୀନକାଳ ରୁ ପ୍ରଚଳିତ ତନ୍ତ୍ର ଭିତ୍ତିକ ଆଧ୍ୟାତ୍ମିକ ଲୋକନୃତ୍ୟ, ସାରଳା ଘଟନୃତ୍ୟ ର ପରମ୍ପରା ଗତ ମୀନସଂକ୍ରାନ୍ତି ରବିବାର ଠାରୁ ବିଧିବିଧାନ ଅନୁଯାଇ ଶୁଭାରମ୍ଭ ହୋଇଛି l ଅପରାହ୍ନ ରେ କନକେଶ୍ୱର ମହାଦେବ ଙ୍କ ପୀଠସ୍ଥଳି ରେ ଦଶଜଣ ରାଉଳ ସେବାୟତ ଘଟଦଣ୍ଡ କୁ ସଜ୍ଜିତ କରିବା ସହିତ ନିଜକୁ ଘଟପାଟୁଆ ବେଶରେ ସଜାଇ, ଘଣ୍ଟ ପଖାଉଜ ଖୋଳ ଝାଞ୍ଜ ଓ ହରିବୋଲ ହୁଳହୁଳି ଧ୍ଵନି ମଧ୍ୟରେ […]

ସଂପୂର୍ଣ୍ଣ ପଢନ୍ତୁ

” ବାଲିଘର”ର ୩୬ତମ ବାର୍ଷିକୋତ୍ସବ

ଝଙ୍କଡ଼ : ଜିଲ୍ଲାର ପୁରାତନ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ବାଲିଘର ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ଓ ବାଲିଘର ଫାଉଣ୍ଡେସନ ର ୩୬ ତମ ବାର୍ଷିକୋତ୍ସବ ଓ ସାରସ୍ୱତ ସମାରୋହ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ର ସହଯୋଗରେ ତିର୍ତ୍ତୋଲ ବ୍ଲକ ଅର୍ନ୍ତଗତ ତେନ୍ତୁଳିପଦା ସ୍ଥିତ ଆଦିକବି ସାରଳା ଦାସଙ୍କ ସମାଧି ପୀଠ ପରିସର ଆଦିକବି ଭବନ ରେ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠାନ ର ସଭାପତି ଅଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ବତ ସମାରୋହରେ […]

ସଂପୂର୍ଣ୍ଣ ପଢନ୍ତୁ

ତିର୍ତ୍ତୋଲରେ ବିଶ୍ୱଉପଭୋକ୍ତା ଦିବସ 2026 ପାଳିତ

ଝଙ୍କଡ଼  : ତିର୍ତ୍ତୋଲ ର ଆନନ୍ଦମଣ୍ଡପ ସଭାଗୃହ ରେ ଗତ ରବିବାରଦିନ ଅପରାହ୍ନ ରେ ଓଡିଶା ଉପଭୋକ୍ତା ସଙ୍ଘ କଟକ ଆନୁକୂଲ୍ୟରେ ଓ ଆଂଞ୍ଚଳିକ ଖାଉଟି ସୁରକ୍ଷା ସଂଘ ଲଥାଙ୍ଗ, ଜଗତସିଂହପୁର ର ସଭାପତି ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଙ୍କ ଆବାହକତ୍ଵ ରେ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ 2026 ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ଆୟୋଜିତ ସଭା ଓଡିଶା ଉପଭୋକ୍ତା ସଙ୍ଘ କଟକ ର ପ୍ରଶାନ୍ତ କୁମାର ମହାପାତ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟସଭା ଗଲେ ମନମୋହନ, ସୁଜିତ, ସଂତୃପ୍ତ ମିଶ୍ର ଏବଂ ଦିଲ୍ଲୀପ

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶା‌ ବିଧାନସଭାରେ ଆଜି ହୋଇଥିବା ମତଦାନର ଫଳାଫଳ ଆସିଛି। ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର ବିଜୟୀ ହୋଇଛନ୍ତି। ସେହିପରି ବିଜେପି ସମର୍ଥନରେ ନିର୍ବାଚନରେ ଅବତୀର୍ଣ୍ଣ ଦିଲୀପ ରାୟ ମଧ୍ୟ ରାଜ୍ୟସଭା ଟିକେଟ୍‌ ପାଇଛନ୍ତି। ବିଜେଡିର ପ୍ରାର୍ଥୀ ସଂତୃପ୍ତ ମିଶ୍ର ବିଜୟୀ ହୋଇଥିଲା ବେଳେ ଦଳ ସମର୍ଥନ କରିଥିବା ଦତ୍ତେଶ୍ବର ହୋତାଙ୍କୁ ପରାଜିତ ହୋଇଛନ୍ତି। ରାଜ୍ୟସଭା ନିର୍ବାଚନ ଫଳାଫଳ ମନମୋହନ ସାମଲ […]

ସଂପୂର୍ଣ୍ଣ ପଢନ୍ତୁ