ଓଡ଼ିଶା ପ୍ରଶାସନିକ ଅଧିକାରୀ ଭାବେ ଉତ୍ତୀର୍ଣ୍ଣ ସୁଚିସ୍ମିତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ

କଟକ : କଥାରେ ଅଛି କଠିନ ପରିଶ୍ରମର ବିକଳ୍ପ ନାହିଁ । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ତାଳସଂଗା ପଞ୍ଚାୟତର ସାସନିପଡା ଗ୍ରାମର ସୁଚିସ୍ମିତା ନାୟକ ଓଡ଼ିଶା ପ୍ରଶାସନିକ ଅଧିକାରୀ ଭାବେ ୩୨ ନମ୍ୱର ସ୍ତରରେ ଉତ୍ତୀର୍ଣ୍ଣ ହେବା ସହିତ ତାଲସଂଗା ପଞ୍ଚାୟତ ନୁହେଁ, ପୁରା କେନ୍ଦ୍ରାପଡ଼ା ଜିଲ୍ଲା ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି। ତାଳସଙ୍ଗା ପଞ୍ଚାୟତର ସରପଞ୍ଚ ପ୍ରତିନିଧି ସଞ୍ଜୟ କୁମାର ବେହେରା,ତାଳସଙ୍ଗା ପଞ୍ଚାୟତର ସୁଖ ଦୁଃଖର ସାଥୀ ଯୁବ ନେତା ଚିତ ରଂଜନ […]

ସଂପୂର୍ଣ୍ଣ ପଢନ୍ତୁ

ଦେବାଶିଷଙ୍କ ପଦ୍ମ ଧରିବା ପରେ ତିର୍ତ୍ତୋଲ ରାଜନୀତି ସରଗରମ: ବିଜେଡିର ମଙ୍ଗୁଆଳ ହେବ କିଏ?

ଝଙ୍କଡ଼ : ତିର୍ତ୍ତୋଲର ପୂର୍ବତନ ବିଧାୟକ ତଥା ସାଂସଦ ଦେବାଶିଷ ସାମନ୍ତରାୟ ବିଜେପିରେ ଯୋଗ ଦେବା ପରେ ଏବେ ସ୍ଥାନୀୟ ରାଜନୀତିରେ ହଲଚଲ ଦେଖାଦେଇଛି। ଦିଲ୍ଲୀରେ କେନ୍ଦ୍ରୀୟ ନେତାଙ୍କ ଗହଣରେ ସେ ପଦ୍ମ ଧରିବା ପରେ ଏବେ ତିର୍ତ୍ତୋଲରୁ ହିଁ ନିଜର ରାଜନୈତିକ ଭିତ୍ତିଭୂମି ସୁଦୃଢ଼ କରିବାକୁ ସେ ଅଣ୍ଟା ଭିଡ଼ିଛନ୍ତି। ଦେବାଶିଷଙ୍କ ଏହି ଦଳ ପରିବର୍ତ୍ତନ ପରେ ତିର୍ତ୍ତୋଲ ବିଜେଡିର ଭବିଷ୍ୟତ ଓ ନେତୃତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଜେପି ମୁହାଁ ଅନୁଗତ, ଚାଲିଛି ଗୁପ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ବହୁବିଧ ସେବାରେ ବ୍ରତୀ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ, ଓଡ଼ିଶା (ବିସିଟି) ସମ୍ପାଦକ ସାମାଜିକ କର୍ମୀ ରସାନନ୍ଦଜୀ

କଟକ : ପେଷାରେ ସେ ପୋଲିସ କର୍ମଚାରୀ ହେଲେ ନିଶା ତାଙ୍କର ସମାଜସେବା । ସେ ହେଉଛନ୍ତି ଅଗ୍ରଣୀ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ,ଓଡ଼ିଶା (ବିସିଟି) ବରେଣ୍ୟ ସଂମ୍ପାଦକ ମହାନ୍ ରକ୍ତଦାତା ରସାନନ୍ଦ ଦେଉରୀ(ପ୍ରିନ୍ସ ନନ୍ଦ) । କଟକ ଜିଲ୍ଲା ତିଗିରିଆ ବ୍ଲକ ଆଠଗଡ଼ ଉପକଣ୍ଠ କଳିଵୀର ଗ୍ରାମରେ ତାଙ୍କ ଜନ୍ମ । ଦୀର୍ଘ ୧୮ ବର୍ଷ ହେବ ସେବା କାର୍ଯ୍ୟରେ ବ୍ରତୀ । ସମାଜସେବା କାର୍ଯ୍ୟ ସହ ସେ ସାହିତ୍ୟ ସାଧନା ଦିଗରେ ରୁଚି […]

ସଂପୂର୍ଣ୍ଣ ପଢନ୍ତୁ

ଅପରାଧ ଓ ଅପରାଧୀଙ୍କ ବିରୋଧରେ ଓଡ଼ିଶା ପୋଲିସର ରାଜ୍ୟବ୍ୟାପୀ ସ୍ପେଶାଲ ଡ୍ରାଇଭ୍‌

୧୮ ଦିନରେ ପୋଲିସକୁ ବ୍ୟାପକ ସଫଳତା : ୫୭୦୩ ଜଣଙ୍କ ବିରୋଧରେ NBW କାର୍ଯ୍ୟକାରୀ,୫୨୦ ଅଭିଯୁକ୍ତ ଗିରଫ, ବିପୁଳ ପରିମାଣର ଗଞ୍ଜେଇ ଓ ଅସ୍ତ୍ରଶସ୍ତ୍ର ଜବତ ଭୁବନେଶ୍ବର :  ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ମେ ୧୨ ତାରିଖରୁ ରାଜ୍ୟର ସମସ୍ତ ପୋଲିସ ରେଞ୍ଜ୍‌ ଅନ୍ତର୍ଗତ ଜିଲ୍ଲା ଏସପି ଏବଂ ପୋଲିସ କମିଶନର, ଭୁବନେଶ୍ଵର-କଟକଙ୍କ ନେତୃତ୍ଵରେ “ସ୍ପେଶାଲ ଡ୍ରାଇଭ୍” ଅଭିଯାନ ଜାରି ରହିଛି । ବିଗତ ୧୮ ଦିନ […]

ସଂପୂର୍ଣ୍ଣ ପଢନ୍ତୁ

ତିର୍ତ୍ତୋଲରେ ବିଜେଡିର ବିଶାଳ ମହିଳା ଶୋଭାଯାତ୍ରା, ୩୩% ମହିଳା ସଂରକ୍ଷଣ ଓ ବିଭିନ୍ନ ଦାବୀ ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଝଙ୍କଡ :  ତିର୍ତ୍ତୋଲରେ ବିଜେଡି ମହିଳାଙ୍କ ବିଶାଳ ଶୋଭାଯାତ୍ରା ସହିତ ବିଜେପି ସରକାର ଉପରେ ବାର୍ଷିବାର ଦେଖିବାକୁ ମିଳିଛି | ଜ଼ିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଲୋରା ମହାପାତ୍ରଙ୍କ ଅଧକ୍ଷତାରେ ଆଜି ଏହି ଶୋଭାଯାତ୍ରାରେ ୨୯ ଟି ପଞ୍ଚାୟତରୁ ଏକ ହଜାରରୁ ଉର୍ଦ୍ଧ ମହିଳା ଯୋଗଦେଇଥିଲେ | ସାରଳାରୋଡ଼ ଠାରେ ଏକ ସଭା ଅନୁଷ୍ଠିତ କରାଯାଇଥିଲା | ଏଥିରେ ଜ଼ିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଲୋରା ମହାପାତ୍ର, ପୂର୍ବତନ ମହିଳା କମିଶନ ଅଧକ୍ଷା ମିନତୀ ବେହେରା, ଜ଼ିଲ୍ଲାପରିଷଦ […]

ସଂପୂର୍ଣ୍ଣ ପଢନ୍ତୁ

ଗଞ୍ଜାମ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ହରିଶ ବିସ

ଗଞ୍ଜାମ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ହରିଶ ବି ଗଞ୍ଜାମ ଏସପି ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି ହରିଶ ବିସି । ସେ ପୂର୍ବରୁ କନ୍ଧମାଳ ଏସପି ଭାବେ ଦାୟିତ୍ୱ ତୁଲାଇ ଆସିଥିଲେ । ୨୦୨୦ ବ୍ୟାଚର ଏହି ଆଇପିଏସ ଅଧିକାରୀ ପ୍ରଥମେ ରାୟଗଡାରେ କାର୍ଯ୍ୟ ଆରମ୍ଭ କରିଥିଲେ । ଗଞ୍ଜାମ ଏସପି ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି ହରିଶ ବିସି। ସେ ପୂର୍ବରୁ କନ୍ଧମାଳ ଏସପି ଭାବେ ଦାୟିତ୍ୱ ତୁଲାଇ ଆସିଥିଲେ […]

ସଂପୂର୍ଣ୍ଣ ପଢନ୍ତୁ

କୋତିଆଁ ସ୍କୁଲ ର ୧୨୧ ତମ ଜୟନ୍ତୀ ଉତ୍ସବ ପାଳନ ପାଇଁ କାର୍ଯ୍ୟକାରିଣୀ ସମିତି ଗଠନ

ଝଙ୍କଡ : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୋତିଆଁର ୧୨୧ତମ ଜୟନ୍ତୀ ଉତ୍ସବ ପାଳନ କରିବା ପାଇଁ ପୂର୍ବତନ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କୁ ନେଇ ତୃତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ବିଦ୍ୟାଳୟ ର ଶିକ୍ଷକ ଦୀପକ ମହାନ୍ତି ଙ୍କ ଆବାହକତ୍ବ ରେ ଅନୁଷ୍ଠିତ ହୋଇ ସର୍ବସମ୍ମତି କ୍ରମେ ଏକ କାର୍ଯ୍ୟକାରିଣୀ ସମିତିର ଗଠନ କରାଯାଇଛି। ସମିତିର ସଭାପତି ଭାବେ ବିଶିଷ୍ଟ ଶିକ୍ଷାବିତ୍ ମହେନ୍ଦ୍ର କୁମାର ଆଚାର୍ଯ୍ୟ, ଉପସଭାପତି […]

ସଂପୂର୍ଣ୍ଣ ପଢନ୍ତୁ

ମହିଳା ବାଥରୁମରେ ସ୍ପାଏ କ୍ୟାମେରା : ଏସପିଙ୍କ ତତ୍ତ୍ବାବଧାନରେ ଚାଲିଛି ତନାଘନା

ଜଗତସିଂହପୁର: ଜଗତସିଂହପୁରଜିଲ୍ଲା ପରିଷଦ ମହିଳା ବାଥରୁମରେ ସ୍ପାଏ କ୍ୟାମେରା ଲଗାଯିବା ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଜଣେ ମହିଳା କର୍ମଚାରୀ ବାଥରୁମ୍ ବ୍ୟବହାର କରିବା ସମୟରେ ସ୍ପାଏ କ୍ୟାମେରା ଖସି ପଡ଼ିଥିଲା। କ୍ୟାମେରା ଦେଖି ମହିଳା ଭୟଭୀତ ହୋଇ ପଡ଼ିଥିଲେ। ଏ ନେଇ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ। ଜିଲ୍ଲା ପରିଷଦ କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ଜିଲ୍ଲାପାଳ ଘଟଣା ସମ୍ପର୍କରେ ତଦନ୍ତ କରିବା ଲାଗି ଏସପିଙ୍କୁ ଜଣାଇଥିଲେ। ଏ […]

ସଂପୂର୍ଣ୍ଣ ପଢନ୍ତୁ

ଢିଙ୍କିଆରେ ଜେଏସ୍‌ଡବ୍ଲ୍ୟୁ ମେଗା ଷ୍ଟିଲ୍‌ପ୍ଲାଣ୍ଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଜଗତସିଂହପୁର/ବାଲିତୁଠ: ଜଗତସିଂହପୁର ଜିଲ୍ଲା ଏରସମାର ଢିଙ୍କିଆ ଅଞ୍ଚଳରେ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ର ମେଗା ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍‌ପ୍ଲାଣ୍ଟର ବ୍ଲାଷ୍ଟ ଫର୍ଣ୍ଣେସ୍‌ ନିର୍ମାଣ କାର୍ଯ୍ୟ ଆଜି ଆରମ୍ଭ ହୋଇଛି। ଢିଙ୍କିଆ ଅଞ୍ଚଳରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିବା ସହିତ ଓଡ଼ିଶାକୁ ଦେଶର ‘ଷ୍ଟିଲ୍ ରାଜଧାନୀ’ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି ଯେ ଯେଉଁ ପ୍ରକଳ୍ପ ପାଇଁ ଜନସାଧାରଣ […]

ସଂପୂର୍ଣ୍ଣ ପଢନ୍ତୁ
Odisha Police

ବଦଳିଲେ ଦୁଇ ବରିଷ୍ଠ ଆଇପିଏସ୍‌ ଅଧିକାରୀ

ଭୁବନେଶ୍ବର: ଆଜି (ଗୁରୁବାର) ରାଜ୍ୟସରକାର ଭାରତୀୟ ପୁଲିସ ସେବାର ଦୁଇ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନୂତନ ଦାୟିତ୍ବ ପ୍ରଦାନ କରିଛନ୍ତି। ଆଜି ରାଜ୍ୟ ସରାକରଙ୍କ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଏସ୍‌ଆଇଡବ୍ଲୁ (ସ୍ବତନ୍ତ୍ର ଗୁଇନ୍ଦା ଶାଖା)ର ଡିଆଇଜି ଭାବେ ଦାୟିତ୍ବ ତୁଲାଉଥିବା ୨୦୦୯ ବ୍ୟାଚ୍‌ର ଅଖିଳେଶ୍ବର ସିଂହଙ୍କୁ ଏସ୍‌ଡବ୍ଲୁଆର୍‌ (ଦକ୍ଷିଣ- ପଶ୍ଚିମ ରେଞ୍ଜ୍‌)ର ଡିଆଇଜି ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ସେହିଭଳି ଦକ୍ଷିଣ ପଶ୍ଚିମ ରେଞ୍ଜ୍‌ର ଡିଆଇଜି ଡା କନ୍‌ୱର ବିଶାଳ ସିଂହଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ