Bjd 1

ଧର୍ମେନ୍ଦ୍ର ପ୍ରଧାନଙ୍କ ଫାଶରେ ଫସିଲେ ଦେବାଶିଷ – ବିଜେଡ଼ି

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ରାଜ୍ୟସଭା ସାଂସଦ ଓ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ଓ ଭାରତୀୟ ଜନତା ପାର୍ଟି (ବିଜେପି)ରେ ‌ଯୋଗ ଦେଇଛନ୍ତି। ଏହାକୁ ନେଇ ଦେବାଶିଷ ଓ ବିଜେଡି ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଯାଇଛି। ବିଜେଡି ବିରୋଧରେ ଦେବାଶିଷଙ୍କ ଅଭିଯୋଗକୁ ପାଲଟ ଜବାବ ଦେଇ ବିଜେଡି କହିଛି, ଦେବାଶିଷ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫାଶରେ ଫସିଯାଇଛନ୍ତି। ଆଜି (ଗୁରୁବାର) ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ […]

ସଂପୂର୍ଣ୍ଣ ପଢନ୍ତୁ

ଅବସରପ୍ରାପ୍ତ ବିଚାରପତି ଗିରିବାଳା ସିଂହଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ବୋହୂ ତ୍ବିଷା ଶର୍ମାଙ୍କ ମୃତ୍ୟୁ ମାମଲାରେ ଗୁରୁବାର ଅପରାହ୍ଣରେ ଅବସରପ୍ରାପ୍ତ ବିଚାରପତି ଗିରିବାଳା ସିଂହଙ୍କୁ ସିବିଆଇ ଗିରଫ କରିଛି। ମଧ୍ୟପ୍ରଦେଶ ହାଇକୋର୍ଟ ସିଂହଙ୍କୁ ପୂର୍ବରୁ ଦିଆଯାଇଥିବା ଆଗୁଆ ଜାମିନ ରଦ୍ଦ କରିବା ଏବଂ ମେ ୧୫ରେ ଭୋପାଳ ସେସନ୍ସ କୋର୍ଟ ପ୍ରଦାନ କରିଥିବା ରିଲିଫ୍‌କୁ ରଦ୍ଦ କରିବାର ଗୋଟିଏ ଦିନ ପରେ ଏହି ଗିରଫଦାରୀ ଘଟିଛି। ଯୌତୁକ ମୃତ୍ୟୁ, ସ୍ୱାମୀ କିମ୍ବା ସମ୍ପର୍କୀୟଙ୍କ ଦ୍ୱାରା ମହିଳାଙ୍କ ପ୍ରତି ନିଷ୍ଠୁରତା ଏବଂ ଯୌତୁକ ନିରୋଧ ଆଇନର ଧାରା […]

ସଂପୂର୍ଣ୍ଣ ପଢନ୍ତୁ

ୱାଣ୍ଡରଲା ପାର୍କକୁ ଏନଜିଟି ଛାଟ: ଜଙ୍ଗଲ ଜମିରେ ବେଆଇନ ନିର୍ମାଣର ତଦନ୍ତ କରିବ ଯୁଗ୍ମ କମିଟି

ଭୁବନେଶ୍ବର : ୱାଣ୍ଡରଲା ହଲିଡେଜ୍ ଲିମିଟେଡ୍ ଦ୍ୱାରା ଖୋର୍ଦ୍ଧାରେ ପରିଚାଳିତ ୱାଣ୍ଡରଲା ପାର୍କକୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି)ଙ୍କ ନୋଟିସ୍। ଜଙ୍ଗଲ ଜମି ଜବରଦଖଲ ଓ ବେଆଇନ ନିର୍ମାଣ ଅଭିଯୋଗରେ ଏନଜିଟି ନୋଟିସ୍ ଜାରି କରିବା ସହ ଏହାର ତଦନ୍ତ ପାଇଁ ଏକ ଯୁଗ୍ମ କମିଟି ଗଠନ କରିଛନ୍ତି। ୪ସପ୍ତାହ ସୁଦ୍ଧା ବାସ୍ତବ ସ୍ଥିତି ଅନୁଧ୍ୟାନ ଓ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ରିପୋର୍ଟ ଦେବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ, ଖୋର୍ଦ୍ଧାଠାରେ ପରିଚାଳିତ ୱଣ୍ଡରଲା ପାର୍କ […]

ସଂପୂର୍ଣ୍ଣ ପଢନ୍ତୁ

ଜନକଲ୍ୟାଣ ସେବାସମିତିର ମୁଗମୁଣ୍ଡି ଉଦଘାଟନ

ଝଙ୍କଡ଼ :  ଝଙ୍କଡ଼ ସାରଳାପୀଠ, କନକପୁର ସ୍ଥିତ ଜନକଲ୍ୟାଣ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗତ ବୁଧବାର ଦିନ ପୂର୍ବାହ୍ନ ରେ ସମିତିର ସଭାପତି ଅଜୟ କୁମାର ଙ୍କ କରକମଳ ରେ ମୁଗମୁଣ୍ଡି ର ଉଦଘାଟନ ଅନୁଷ୍ଠିତ ହୋଇଯାଇଛି l ବିଗତବର୍ଷ ତିନିଶହ ଷୋଳ ଜଣ ଚାଷୀଙ୍କ ଠାରୁ ପଚିଶଶହ କୁଇଣ୍ଟାଲ ମୁଗ ସଂଗ୍ରହ କରାଯାଇଥିବାବେଳେ, ଚଳିତବର୍ଷ ତିନିହଜାର କୁଇଣ୍ଟାଲରୁ ଉର୍ଦ୍ଧ ମୁଗ ସଂଗ୍ରହ କରାଯିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛିବୋଲି ସମ୍ପାଦକ ପରମାନନ୍ଦ ଦାସ ସୂଚନା ପ୍ରଦାନ […]

ସଂପୂର୍ଣ୍ଣ ପଢନ୍ତୁ

୩୩ ଶତାଂଶ ମହିଳା ସଂରକ୍ଷଣ ବିଲ୍ କାର୍ଯ୍ୟକାରୀ ଦାବିରେ ମାହାଙ୍ଗା କଂଗ୍ରେସର ମଶାଲ ଶୋଭାଯାତ୍ରା

ମାହାଙ୍ଗା : ୨୦୨୩ ମସିହାରୁ ପାର୍ଲିଆମେଣ୍ଟ ରେ ଗୃହୀତ ୩୩ ଶତାଂଶ ମହିଳା ସଂରକ୍ଷଣ ବିଲକୁ ଅଦ୍ୟାବଧି କାର୍ଯ୍ୟକାରୀ ନ କରିବା ପ୍ରତିବାଦରେ ଏବଂ ଏହି ଆଇନ କୁ ତୁରନ୍ତ କାର୍ଯ୍ୟକାରୀ କରିବା ଦାବିରେ ଗତ ୨୪ ତାରିଖ ରବିବାର ସନ୍ଧ୍ୟା ସମୟରେ ମାହାଙ୍ଗା କଂଗ୍ରେସ କମିଟି ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରଯୁକ୍ତ ଭକ୍ତ ଚରଣ ଦାସଙ୍କ ଆହ୍ବାନ କ୍ରମେ ଓ ମାହାଙ୍ଗା ବ୍ଲକ କଂଗ୍ରେସ୍ କମିଟି […]

ସଂପୂର୍ଣ୍ଣ ପଢନ୍ତୁ

ବିଜେପିରେ ମିଶିଲେ ଦେବାଶିଷ ସାମନ୍ତରାୟ, ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ହେଲେ ସାମିଲ

ନୂଆଦିଲ୍ଲୀ: ବିଜେପିରେ ମିଶିଲେ ଦେବାଶିଷ ସାମନ୍ତରାୟ। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସାମିଲ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପିସ୍ଥିତିରେ ସାମିଲ ହୋଇଛନ୍ତି। ଗତକାଲି ବିଜେଡି ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଗତକାଲି ସେ ବିଜେଡିରୁ ଇସ୍ତଫା ଦେଇଥିବା ବେଳେ ଆଜି ଦିଲ୍ଲୀରେ ବିଜେପିର ବରିଷ୍ଠ ନେତୃତ୍ୱଙ୍କ ଉପସ୍ଥିତିରେ ଦଳୀୟ ସଦସ୍ୟତା ଗ୍ରହଣ କରିଛନ୍ତି। ଦଳ ଛାଡ଼ିବା ପରେ ବିଜେଡି ଉପରେ ନିର୍ଦ୍ଧୁମ୍ ବର୍ଷିଥିଲେ ଦେବାଶିଷ। ଲୋକଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ଖୁବଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳରେ ହେବ ପରିବର୍ତ୍ତନ !

ଭୁବନେଶ୍ୱର ୨୬।୦୫: ଚର୍ଚ୍ଚାରେ ପଡିଲାଣି ପୂର୍ଣ୍ଣଚ୍ଛେଦ । ଖୁବଶୀଘ୍ର ରାଜ୍ୟ ମନ୍ତ୍ରୀମଣ୍ଡଳର ହୋଇପାରେ ପରିବର୍ତ୍ତନ । ନୂଆ ଆସିବେ, ହଟିପାରନ୍ତି ପୁରୁଣା । ଦୀର୍ଘ ଦିନ ଧରି ଚାଲୁଥିବା ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଦୁଇ ମନ୍ତ୍ରୀ ଦେଇଛନ୍ତି ବଡ଼ ବୟାନ । ତେବେ କଣ କହିଛନ୍ତି ଆସନ୍ତୁ ଜାଣିବା… ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, କୌଣସି ବି ମୂହୁର୍ତ୍ତରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସମ୍ପ୍ରସାରଣ ହୋଇପାରେ । କେବଳ ସମ୍ପ୍ରସାରଣ ବିଷୟ ନୁହେଁ, ତାହା […]

ସଂପୂର୍ଣ୍ଣ ପଢନ୍ତୁ

ବିଜେଡି ଆମ ପାଇଁ ଭସ୍ମାସୁର, ବର୍ଷକ ଭିତରେ ଅଲଆଉଟ୍ ହୋଇଯିବ

ଭୁବନେଶ୍ୱର ୨୬।୦୫ : ବିଜେଡିର ଗୋଟିଏ ପରେ ଗୋଟିଏ ଓ୍ୱିକେଟ୍‌ ପଡିଚାଲିଛି । ବର୍ଷ ଶେଷ ସୁଦ୍ଧା ବିଜେଡି ଅଲ୍‌ଆଉଟ୍‌ ହୋଇଯିବ । ଦେବାଶିଷ ସାମନ୍ତରାୟ ବିଜେପିରେ ମିଶିବା ପରେ ଏମିତି କିଛି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡିର ଏବେ ଭସ୍ମାସୁର ସ୍ଥିତିରେ ରହିଛି । ବିଜେଡି ଗଠନ କରିବାରେ ବିଜେପିର ବଡ଼ ଭୂମିକା ରହିଥିଲା । ବିଜେଡି ଦଳ ବଡ଼ ହେବା ପରେ ପ୍ରଥମେ […]

ସଂପୂର୍ଣ୍ଣ ପଢନ୍ତୁ

ଆସନ୍ତା ୩୦ରୁ ରାଜ୍ୟରେ SIR, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

ଭୁବନେଶ୍ଵର: ରାଜ୍ୟରେ ଆସନ୍ତା ମେ ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କାର୍ଯ୍ୟକ୍ରମର ସୁପରିଚାଳନା ନେଇ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପଲନଙ୍କ ଅଧ୍ୟକ୍ଷତାରେ ଆଭାସୀ (ଭର୍ଚୁଆଲ୍) ମାଧ୍ୟମରେ ଆୟୋଜିତ ଏହି ବୈଠକରେ ସମସ୍ତ ଜିଲ୍ଲାର ନୋଡାଲ ଅଫିସର, ଡେପୁଟି କଲେକ୍ଟର (ନିର୍ବାଚନ) ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ମାନେ ସାମିଲ ହୋଇଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡି ଲିଗାଲ ଫ୍ରଣ୍ଟ, ଲୋକଙ୍କ ସ୍ଵର ହେବାକୁ ନବୀନ ଦେଲେ ପରାମର୍ଶ

ଭୁବନେଶ୍ଵର: ବିଜେଡି ଲିଗାଲ ଫ୍ରଣ୍ଟର ସଭ୍ୟମାନେ ଆଜି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଶ୍ରୀ ପଟ୍ଟନାୟକ ବିଜେଡି ଲିଗାଲ ଫ୍ରଣ୍ଟକୁ ଆହୁରି ମଜବୁତ୍ କରିବା ପାଇଁ ପରାମର୍ଶ ହେଇଛନ୍ତି । ସେହିପରି ସାଧାରଣ ଲୋକ ଙ୍କୁ ନ୍ୟାୟ ଦେବାରେ ସରକାର ଅବହେଳା କରୁଥିବାରୁ ସାଧାରଣ ଲୋକଙ୍କ ପାଇଁ ସ୍ୱର ଉଠାଇବାକୁ ଶ୍ରୀ ପଟ୍ଟନାୟକ ଲିଗାଲ ଫ୍ରଣ୍ଟର ସଭ୍ୟ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହା ସହିତ […]

ସଂପୂର୍ଣ୍ଣ ପଢନ୍ତୁ