ଏସସିବିରେ ରୋଗଗ୍ରସ୍ତ ଡୁବୁଲା ବିରୁଆ, ପରିବାରକୁ ସହାୟତାର ହାତ ବଢ଼ାଇଲେ ସାମାଜିକକର୍ମୀ
ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ବ୍ଲକର କୁହୁଣ୍ଡା ପଞ୍ଚାୟତ | ଏହି ପଞ୍ଚାୟତରେ ରହିଛି ୩ ଗୋଟି ଆଦିବାସୀ ବସ୍ତି | ହଂସଦିଆ ବାବାମଣିଙ୍କ ପୀଠ ନିକଟରେ ଥିବା ଆଦିବାସୀ ବସ୍ତିରେ ଶତାଧିକ ଆଦିମ ଜନଜାତିର ଲୋକମାନେ ବସବାସ କରୁଥିବା ବେଳେ, ସେମାନେ ସମସ୍ତେ ଭୂମିହୀନ | କୁମୁଡା ହାଟ କେଳା ସାହି ଓ କଲ୍ୟାଣପୁର ମୁଣ୍ଡାସାହିରେ ମଧ୍ୟରେ ଅନେକ ଆଦିବାସୀ ପରିବାର ସରକାରୀ ଜମି ଉପରେ ଦୀର୍ଘ ବର୍ଷ ବର୍ଷ ହେବ ଅସ୍ଥାୟୀ ଭାବେ […]
ସଂପୂର୍ଣ୍ଣ ପଢନ୍ତୁ