ମା ସାରଳା ଙ୍କ ନିତ୍ୟସେବକ ଧ୍ରୁବଚରଣ ରାଉଳଙ୍କ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା

ଝଙ୍କଡ଼ :  ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ନିତ୍ୟସେବାକାରୀ ତଥା ସମ୍ବାଦର ନିୟମିତ ପାଠକ ସ୍ବର୍ଗତ ଧ୍ରୁବଚରଣ ରାଉଳ ଙ୍କ ଏକାଦଶାହ ଉପଲକ୍ଷେ, ତାଙ୍କ କନକପୁର ଦେଉଳି ସ୍ଥିତ ବାସଭବନ ସମ୍ମୁଖରେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭାରେ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଏଥିରେ ବିରଞ୍ଚିପ୍ରସାଦ […]

ସଂପୂର୍ଣ୍ଣ ପଢନ୍ତୁ

ବିଜୁ ଜନତା ଦଳରେ ମିଶିଲେ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର: ଶେଷରେ ସବୁ ଚର୍ଚ୍ଚାର ଅବସାନ ହୋଇଛି | ଆଜି ବିଜେଡି ସୁପ୍ରିମୋ ନବୀନଙ୍କ ଉପସ୍ଥିତିରେ ପୂର୍ବତନ ପ୍ରଶାସିକା ସୁଜାତା କାର୍ତ୍ତିକେୟନ ବିଜେଡିରେ ସାମିଲ ହୋଇଛନ୍ତି | ବାସ୍ତବରେ ବହୁତ ଦିନ ଧରି ସୁଜାତା ବିଜେଡିରେ ମିଶିବେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା | ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବା ପରେ ବଡ଼ ବୟାନ ରଖିଲେ ନବୀନ ପଟ୍ଟନାୟକ। କହିଲେ, ସୁଜାତା ଜଣେ ସାଧାରଣ କର୍ମୀ ଭାବେ ଦଳରେ ମିଶିଲେ। ଆସନ୍ତା ନିର୍ବାଚନରେ ମୁଁ […]

ସଂପୂର୍ଣ୍ଣ ପଢନ୍ତୁ
Lpg 300x166

ବାଣିଜ୍ୟିକ ଏଲ୍‌ପିଜି ଯୋଗାଣ କଟକଣା ହଟିଲା

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଦେଶରେ ବାଣିଜ୍ୟିକ ଏଲ୍‌ପିଜି ଯୋଗାଣ ଉପରେ ଲଗାଯାଇଥିବା କଟକଣାକୁ ଆଜି ପେଟ୍ରୋଲିୟମ ମନ୍ତ୍ରାଳୟ ହଟାଇ ଦେଇଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଏ ସଂପର୍କରେ ଅବଗତ କରାଯାଇଛି। ବିଭିନ୍ନ କ୍ଷେତ୍ର ପାଇଁ ଅଣଘରୋଇ ପ୍ୟାକ୍‌ଡ ଏଲ୍‌ପିଜି ଯୋଗାଣ ଉପରେ ଲଗାଯାଇଥିବା କଟକଣାକୁ ପ୍ରତ୍ୟାହାର କରାଯାଇ ଯୁଦ୍ଧ-ପୂର୍ବ ସ୍ଥିତିକୁ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି। ଏଥିସହିତ ଯୁଦ୍ଧ ପୂର୍ବରୁ ବଲ୍‌କ ଏଲ୍‌ପିଜି ଯୋଗାଣ ସ୍ତର ଯାହା ଥିଲା […]

ସଂପୂର୍ଣ୍ଣ ପଢନ୍ତୁ

ସାହାପୁର ସ୍ଵପ୍ନେଶ୍ୱର ମନ୍ଦିର ପରିସରରେ ହନୁମାନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

ମାହାଙ୍ଗା :  ମାହାଙ୍ଗା ବ୍ଲକ ଅନ୍ତର୍ଗତ ସାହାପୁର ଗ୍ରାମର ସ୍ଵପ୍ନେଶ୍ୱର ମହାଦେବ ମନ୍ଦିର ପରିସରରେ ବୁଧବାର ଦିନ ହନୁମାନ ମନ୍ଦିର ଓ ସେଥିରେ ହନୁମାନଙ୍କ ବିଗ୍ରହ ଯଥାବିଧି ପ୍ରତିଷ୍ଠା କରାଯାଇଛି। ମଙ୍ଗଳବାର ଦିନ ଅଙ୍କୁର ରୋପଣ କରାଯିବା ସହ ବିରୂପା ନଦୀରୁ ମହିଳା ଓ ପୁରୁଷ ମାନେ କଳସ ଶୋଭାଯାତ୍ରାରେ ଆଣି ମନ୍ଦିରରେ ସ୍ଥାପନ କରିଥିଲେ। ବୁଧବାର ଦିବସ ବ୍ୟାପୀ ପୂଜାର୍ଚ୍ଚନା ଓ ଯଜ୍ଞ ସମାପନ ପରେ ବିଗ୍ରହ ପ୍ରାଣ ପ୍ରତିଷ୍ଠା ପାଇଥିଲେ। ରବିନାରାୟଣ ମହାନ୍ତି ଓ […]

ସଂପୂର୍ଣ୍ଣ ପଢନ୍ତୁ

ପରୋପକାରୀ ନିତ୍ୟାନନ୍ଦ ମୁଦୁଲିଙ୍କ ପରଲୋକ

ଝଙ୍କଡ଼ :  ତିର୍ତ୍ତୋଲ ବ୍ଲକ ସଅଁରା ପଞ୍ଚାୟତ ଅନ୍ତର୍ଗତ ବରୁଣପଡା ଗ୍ରାମର, ଧର୍ମପ୍ରାଣ, ଆଧ୍ୟାତ୍ମିକବାଦୀ ଓ ପରୋପକାରୀ ଦରଦୀବନ୍ଧୁ ନିତ୍ୟାନନ୍ଦ ମୁଦୁଲି ଙ୍କର ଛଅସ୍ତରୀ ବର୍ଷ ବୟସ ରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଇହଲୀଳା ସମ୍ବରଣ କରିଛନ୍ତି l ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ ଓ ପୁତ୍ର ସୁଧାଂଶୁ, ହିମାଂଶୁ ଓ ଉପସ୍ଥିତ ଥିଲେ l ଏହି ଦୁଖଦଃ ଖବର ପ୍ରଚାରିତ ହେବାପରେ, ଗୋପାଳପୁର ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ମୃଣ୍ମୟ ସ୍ୱାଇଁ, […]

ସଂପୂର୍ଣ୍ଣ ପଢନ୍ତୁ

ଧର୍ମପ୍ରାଣା ନିଶାମଣୀ ସାହୁଙ୍କ ଏକାଦଶାହରେ ସ୍ମୃତିଶ୍ରଦ୍ଧାଞ୍ଜଳି

ଝଙ୍କଡ଼  : ତିର୍ତ୍ତୋଲବ୍ଲକ, ମୁଳିସିଂହ ପଞ୍ଚାୟତ ଅଧୀନ ଓଲେଇପଡା ଗ୍ରାମର ଧର୍ମପ୍ରାଣା ମହିୟସୀ ମହିଳା ନିଶାମଣି ସାହୁ ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା ଗତ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି | କଟକ ବୋର୍ଡ ହାଇସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ଦୈତାରୀ ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହିସଭାରେ ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା ମୁଖ୍ୟଅତିଥି ଓ ମୂଳିସିଂହ ସରପଞ୍ଚ ସଫି ଆଜାମ ସମ୍ମାନିତ ଅତିଥି ଭାବେ ଯୋଗଦେଥିବାବେଳେ, ବୋର୍ଡସ୍କୁଲ ର ଜୟନ୍ତୀ ମାଝି, […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ, ଉଚ୍ଚଶିକ୍ଷାରେ ସଂରକ୍ଷଣ ବୃଦ୍ଧିରେ କଲେ ସନ୍ତୋଷ ବ୍ୟକ୍ତ

ଭୁବନେଶ୍ବର: ଆଜି (ବୁଧବାର) ଦିନିକିଆ ଗସ୍ତରେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ରାମଦାସ ଆଠୱାଲେ ଓଡ଼ିଶା ଆସି ବିଭିନ୍ନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟ ସରକାର ନିକଟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏସ୍‌ସି, ଏସ୍‌ଟି ଓ ଏସ୍‌ଇବିସିଙ୍କ ସଂରକ୍ଷଣ କୋଟା ବୃଦ୍ଧି କରିଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସମୀକ୍ଷା ବୈଠକରେ ଅନୁସୂଚିତ ଜାତି, […]

ସଂପୂର୍ଣ୍ଣ ପଢନ୍ତୁ

ସଂରକ୍ଷଣ ବ୍ୟବସ୍ଥାକୁ ଲୋପ କରିବ ବିଜେପି, ତେଣୁ ଚାହୁଛି ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା: କଂଗ୍ରେସର ଦାବି

ନୂଆଦିଲ୍ଲୀ: ଲୋକସଭାରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିବା ପାଇଁ ବିଜେପିର ଚେଷ୍ଟା ପଛରେ ଥିବା ପ୍ରକୃତ ଉଦ୍ଦେଶ୍ୟ ହେଉଛି ଦେଶର ସଂରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରିବା ବୋଲି କଂଗ୍ରେସ ଅଭିଯୋଗ କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ, ସଂବିଧାନରେ ପରିବର୍ତ୍ତନ ଆଣିବା ପାଇଁ ଦୁଇ-ତୃତୀୟାଂଶ ସମର୍ଥନ ଆବଶ୍ୟକ ହୋଇଥାଏ ଏବଂ ବିଜେପି ସେହି ଲକ୍ଷ୍ୟକୁ ଚାହିଁ ରଣନୀତି ପ୍ରସ୍ତୁତ କରୁଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, କେନ୍ଦ୍ର ସରକାର ଓ ବିଜେପି ନେତୃତ୍ୱ ଲୋକସଭାରେ […]

ସଂପୂର୍ଣ୍ଣ ପଢନ୍ତୁ
Ratha

2026 ପୁରୀ ରଥଯାତ୍ରା ପାଇଁ ୧୩ ଓଏଏସ୍‌ ଅଧିକାରୀ ନିଯୁକ୍ତ

ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରାର ସୁରୁଖୁରୁ ସମ୍ପାଦନା ନିମନ୍ତେ ରାଜ୍ୟ ସରକାର ୧୩ଜଣ ଅତିରିକ୍ତ ଓଡ଼ିଶା ପ୍ରାଶାସନିକ ସେବା (ଓଏଏସ୍‌)ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଆଜି (ବୁଧବାର)ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ କାର୍ଯ୍ୟାଳୟ ନିର୍ଦ୍ଦେଶ ଅନୁସାରେ, ୧୩ ଜଣ ଓଏଏସ୍‌ ଅଧିକାରୀଙ୍କୁ ଅଫିସର ଅନ୍‌ ସ୍ପେସାଲ୍‌ ଡ୍ୟୁଟି (ଓଏସ୍‌ଡି) ଭାବେ ନିଯୁକ୍ତି ଦିଆଯାଇଛି। ସେମାନେ ଜୁନ୍‌ ୨୫ ତାରିଖରୁ ୨୭ ଜୁଲାଇ ଯାଏଁ ପୁରୀରେ ରହିବେ। ସ୍ନାନଯାତ୍ରା ଠାରୁ ରଥଯାତ୍ରର […]

ସଂପୂର୍ଣ୍ଣ ପଢନ୍ତୁ

ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରର ଯାଞ୍ଚ ହେବ ଅଗ୍ନି ନିରାପତ୍ତା ବ୍ୟବସ୍ଥା

ଭୁବନେଶ୍ୱର: ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡ ଘଟଣା ପରେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଆଦିରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତ ଚେତିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସ୍‌ଡିଏମ୍‌ଏ) ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ବାଧ୍ୟତାମୂଳକ ଯାଞ୍ଚ କରିବ। ଯାଞ୍ଚ ଓ ପଦକ୍ଷେପ ସମ୍ପର୍କରେ ଆସନ୍ତା ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ