ପାହାଡ଼ପୁର ହେବ ଦେଶର ପ୍ରଥମ ସୌରଗ୍ରାମ, ଆରମ୍ଭ ହେଲା ସର୍ଭେ
ରାଇରଙ୍ଗପୁର/ବାଦାମପାହାଡ: ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୮ ତମ ଜନ୍ମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୟୁରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗ୍ରାମକୁ ପହଞ୍ଚି ଜନ୍ମ ଦିନର ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ଗ୍ରାମର ଗ୍ରାମବାସୀଙ୍କ ପାଇଁ ବଡ଼ ଭେଟି ଦେଇଥିଲେ। କୋଣାର୍କ ଯେମିତି ସୂର୍ଯ୍ୟ ମନ୍ଦିର ନାମରେ ପରିଚିତ ସେମିତି ପାହାଡପୁର ଗ୍ରାମର ସୂର୍ଯ୍ୟ ଗ୍ରାମ ଭାବେ ପରିଚିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହା ପରେ ଆଜି ଗା:ରେ ସର୍ଭେ ଆରମ୍ଭ […]
ସଂପୂର୍ଣ୍ଣ ପଢନ୍ତୁ