ନର୍ସିଂ କଲେଜର ଗୁଣବତ୍ତା ବଜାୟ ରଖ, ନଚେତ୍‌ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ରାଜ୍ୟରେ ଥିବା ସମସ୍ତ ଘରୋଇ ଓ ସରକାରୀ ନର୍ସିଂ କଲେଜ ଓ ପ୍ରଶିକ୍ଷଣ ଅନୁଷ୍ଠାନ ଗୁଡ଼ିକରେ ସର୍ବୋଚ୍ଚ ଗୁଣବତ୍ତା ବଜାୟ ରଖିବାକୁ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସମ୍ମିଳନୀ କକ୍ଷରେ ନର୍ସିଂ କଲେଜ୍ ଏବଂ ଜନସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି (ବୁଧବାର) ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ସ୍ୱାସ୍ଥ୍ୟ ଓ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟରେ ଦୁର୍ଘଟଣା ହ୍ରାସ ପାଇଁ ପ୍ରସ୍ତୁତ ହେବ ରୋଡ୍ ମ୍ୟାପ୍

ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ଏବଂ ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦୁର୍ଘଟଣାର ସ୍ଥିତି, ଦୁର୍ଘଟଣାର କାରଣ ଏବଂ ଏହାକୁ କମ୍‌ କରିବା ଦିଗରେ କ’ଣ ସବୁ ପଦକ୍ଷେପ ନିଆଯାଇପାରିବ ସେଥିନେଇ ଆଲୋଚନା ହୋଇଥିଲା ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଦୁର୍ଘଟଣାପ୍ରବଣ ଅଞ୍ଚଳ ଚିହ୍ନଟ ସହ […]

ସଂପୂର୍ଣ୍ଣ ପଢନ୍ତୁ

ବହିରେ ‘ନିମ୍ବୁଡା’ଗୀତ, ସଫେଇ ଦେଲେ ଗଣଶିକ୍ଷାମନ୍ତ୍ରୀ

ନବରଙ୍ଗପୁର : ଓଡ଼ିଶାର ସରକାରୀ ପାଠ୍ୟପୁସ୍ତକରେ ତ୍ରୁଟିବିଚ୍ୟୁତିକୁ ନେଇ ବିବାଦ ଚରମସୀମାରେ ରହିଛି। ଏହା ମଧ୍ୟରେ ୮ମ ଶ୍ରେଣୀ ପାଠ୍ୟପୁସ୍ତକରେ ରାଜସ୍ଥାନୀ ଲୋକଗୀତ ‘ନିମ୍ବୁଡା’ ସର୍ବାଧିକ ଚର୍ଚ୍ଚାାରେ ରହିଛି। ଏହି ଗୀତକୁ ନେଇ ଆଜି ଗଣଶିକ୍ଷାମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତି। ଆଜି ଗଣଶିକ୍ଷାମନ୍ତ୍ରୀ ନବରଙ୍ଗପୁର ଗସ୍ତରେ ଅଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ନବରଙ୍‌ଗପୁର ଗସ୍ତରେ ଯାଇଛନ୍ତି। ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ ଦେଇ ରାଜ୍ୟଗଣଶିକ୍ଷାମନ୍ତ୍ରୀ ବିରୋଧୀଙ୍କ ସମାଲୋଚନାର କଡ଼ା […]

ସଂପୂର୍ଣ୍ଣ ପଢନ୍ତୁ

ଇରାନ-ଆମେରିକା ମଧ୍ୟରେ ପୁଣି ସଂଘର୍ଷ ଆରମ୍ଭ

ଦୁବାଇ: ଇରାନ-ଆମେରିକା ମଧ୍ୟରେ ଆଜି ପୁଣି ସଂଘର୍ଷ ଆରମ୍ଭ ହେବା ସହ ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଉଭୟ ରାଷ୍ଟ୍ର ମଧ୍ୟରେ ମାସେ ଧରି ଚାଲିଥିବା ଶାନ୍ତି ବୁଝାମଣା ସମ୍ପୂର୍ଣ୍ଣ ଶେଷ ହୋଇଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ଆତଙ୍କ ସୃଷ୍ଟି କରିଛି। ପରସ୍ପର ଉପରେ ଅତି ଭୟାବହ ସାମରିକ ଆକ୍ରମଣ ହେଉଥିବାରୁ ଗଲ୍ଫ ସହଯୋଗ ପରିଷଦ (ଜିସିସି)ର ସଦସ୍ୟ ଦେଶଗୁଡ଼ିକରେ ଏହି ଘଟଣା ସଂଘାତିକ ସ୍ଥିତି ସୃଷ୍ଟି କରିଛି ଏବଂ […]

ସଂପୂର୍ଣ୍ଣ ପଢନ୍ତୁ

ପତିତପାବନ ବିଦ୍ୟାଳୟ ସମୂହ ତରଫରୁ ୭୭ ତମ ବନ ମହୋତ୍ସବ ପାଳିତ

ଝଙ୍କଡ଼ :  ପତିତପାବନ ବିଦ୍ୟାଳୟ ସମୂହ, ଆମ୍ବେରୀ ତରଫରୁ ୭୭ ତମ ବନ ମହୋତ୍ସବ ପାଳିତ ହୋଇ ଯାଇଅଛି | ଉଚ୍ଚବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶଶାଙ୍କ ଶେଖର ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସବୁଜ ଶପଥ ଗ୍ରହଣ କରାଯାଇଥିଲା | ଏହି ଅବସରରେ ପରିବେଶପ୍ରେମୀ ବିକ୍ରମ ମହାନ୍ତିଙ୍କ କବିତା ‘ଗଛର ଲୁହ’ ବେସ୍ ଗମ୍ଭୀରତା ସୃଷ୍ଟି କରିଥିଲା, ଏହି ଭାବ ବିହ୍ଵଳ କବିତା ମାଧ୍ୟମରେ ବୃକ୍ଷ କୁ ଭଲ ପାଇବା ଶିଖାଯାଇଥିଲା | ଆମ ଅଞ୍ଚଳରେ ବହୁଳ […]

ସଂପୂର୍ଣ୍ଣ ପଢନ୍ତୁ

ତିର୍ତ୍ତୋଲ କୋର୍ଟ ପକ୍ଷରୁ ବନମହୋତ୍ସବ ପାଳିତ

ଝଙ୍କଡ଼ : ତିର୍ତ୍ତୋଲ କୋର୍ଟ ପକ୍ଷରୁ ୭୭ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।ଏହି ବନ ମହୋତ୍ସବ ପାଳନ ଅବସରର ତିର୍ତ୍ତୋଲ କୋର୍ଟ ପରିସରରେ ଶତାଧିକ ଫଳ,ଔଷଧୀୟ ବୃକ୍ଷ ରୋବଣ କରାଯାଇଥିଲା।ଆଜିର ପରିସ୍ଥିତିରେ ବୃକ୍ଷର ଆବଶ୍ୟକତା, ଉପକାରୀତା ସମ୍ପର୍କରେ ଆଲୋଚନା କରାଯାଇଥିଲା।ବୃକ୍ଷ ରୋବଣ ସହିତ ଏହାର ଯତ୍ନ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ତାଲୁକ ଆଇନିସେବା ସମିତି ଅଧ୍ୟକ୍ଷ ତଥା ତିର୍ତ୍ତୋଲ କୋର୍ଟର ବିଚାର ପତି ସିଓନା ସିଦ୍ଧାର୍ଥ ମହାରଣା ଙ୍କ ପ୍ରତକ୍ଷ ତତ୍ୱବଧାନରେ ଅନୁଷ୍ଠିତ ଏହି […]

ସଂପୂର୍ଣ୍ଣ ପଢନ୍ତୁ

ଏଫ୍‌-ପି-ଆର୍‌ ନଥିଲେ ଜବତ ହେବ ଗାଡ଼ି

କଟକ : ସଡ଼କ ଦୁର୍ଘଟଣା ହ୍ରାସ ତଥା ସମସ୍ତ ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଗାଡ଼ିର ଫିଟ୍‌ନେସ୍‌ (ଏଫ୍‌), ପରମିଟ୍‌ (ପି), ରେଜିଷ୍ଟ୍ରେସନ୍‌ (ପଞ୍ଜୀକରଣ) ଆର୍‌ ନଥିଲେ ଗାଡ଼ି ଜବତ କରାଯିବ। ଅଭ୍ୟାସଗତ ନିୟମ ଉଲ୍ଲଂଘନକାରୀ ଓ ସଡ଼କ ସୁରକ୍ଷା ନିୟମ ପାଳନକୁ ନେଇ ଗୁରୁତର ‎ତ୍ରୁଟି କରୁଥିବା ଗାଡ଼ିଗୁଡ଼ିକ ଉପରେ ଏବେ କେବଳ ଜରିମାନାରେ ସୀମିତ ରଖାଯିବନି, ଗାଡ଼ିଗୁଡ଼ିକୁ […]

ସଂପୂର୍ଣ୍ଣ ପଢନ୍ତୁ

ହାଇକୋର୍ଟଙ୍କ ରାୟ; ଦୁର୍ଘଟଣା କ୍ଷତିପୂରଣ ରାଶି ପ୍ରଦାନରେ ବିଳମ୍ବ ହେଲେ ସୁଧ ଗଣିବେ

କଟକ : ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଦୁର୍ଘଟଣା ତାରିଖ ଠାରୁ ଧାର୍ଯ୍ୟ କ୍ଷତିପୂରଣ ରାଶି ଉପରେ ସୁଧ ପ୍ରଦାନ କରାଯିବ। ଦୁର୍ଘଟଣା ତାରିଖରୁ କ୍ଷତିପୂରଣ ରାଶି ପ୍ରଦାନ ପର୍ଯ୍ୟନ୍ତ ଅବଧି ପାଇଁ ରେଲୱେ କ୍ଲେମ୍‌ସ ଟ୍ରିବ୍ୟୁନାଲ୍‌ଙ୍କ ଦ୍ବାରା ଧାର୍ଯ୍ୟ ବାର୍ଷିକ ସୁଧ ହାରରେ ପୀଡ଼ିତ ପରିବାର ଅର୍ଥ ପାଇବା ପାଇଁ ହକଦାର ବୋଲି ହାଇକୋର୍ଟ କହିଛନ୍ତି। ଭୁବନେଶ୍ବରସ୍ଥିତ ରେଲୱେ କ୍ଲେମ୍‌ସ ଟ୍ରିବ୍ୟୁନାଲ୍‌ଙ୍କ ୨୦୨୫, ସେପ୍ଟେମ୍ବର ୧୯ର ରାୟରେ ହାଇକୋର୍ଟ ପରିବର୍ତ୍ତନ କରି କ୍ଷତିପୂରଣ […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ବାସରୁଦ୍ଧ ହେବାରୁ ଚାଉଳିଆଗଞ୍ଜ ଥାନା ଆଇଆଇସି ବିଉଟି ମହାନ୍ତିଙ୍କ ମୃତ୍ୟୁ!

କଟକ-ମହନଦୀବିହାର: ଚାଉଳିଆଗଞ୍ଜ ଥାନା ଆଇଆଇସି ବିଉଟି ମହାନ୍ତିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଏଥିରୁ ଜଣାଯାଇଛି ଯେ ଶ୍ବାସରୁଦ୍ଧ ହେବା କାରଣରୁ ବିଉଟି ମହାନ୍ତିଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ କଟକ କମିସନରେଟ୍‌ ପୁଲିସ ବିଉଟିଙ୍କ ମୋବାଇଲ୍‌ରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ଭୁବନେଶ୍ବର କମିସନରେଟ୍‌ ପୁଲିସ ଅଧୀନ ଏକ ଥାନାର ଏଏସ୍‌ଆଇଙ୍କୁ କଟକ କମିସନରେଟ୍‌ ପୁଲିସର ଅଧିକାରୀମାନେ ମାରାଥନ୍‌ ଜେରା କରିଛନ୍ତି। ବିଉଟିଙ୍କ ମୋବାଇଲ୍‌ କଲ୍‌ ରେକର୍ଡରୁ ସଂପୃକ୍ତ ଏଏସ୍‌ଆଇଙ୍କ ଭୂମିକା ସନ୍ଦେହଘେରକୁ ଆସିଛି। […]

ସଂପୂର୍ଣ୍ଣ ପଢନ୍ତୁ

ବୈତରଣୀରେ ବନ୍ୟା: ଦଶରଥପୁରରେ ବିପଦସଙ୍କେତ ଉପରେ ବଢ଼ିପାଣି

ଦଶରଥପୁର: ବୈତରଣୀରେ ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଛି, କିନ୍ତୁ ଯାଜପୁରଜିଲ୍ଲା ଦଶରଥପୁର ବ୍ଲକ୍‌ରେ ଏବେବି ବିପଦ ସଂକେତ ଉପରେ ବଢ଼ିପାଣି ପ୍ରବାହିତ ହେଉଛି। ଦଶରଥପୁର ରେ ୦୯. ୫୨ ମିଟର ବିପଦ ସଂକେତ ଥିବା ବେଳେ ଏବେ ୯. ୭୪ ମିଟର ରେ ବନ୍ୟାଜଳ ପ୍ରବାହିତ ହେଉଛି। ମିଳିଥିବା ସୂଚନାରେ, ବଲ୍ଲଭୀଘାଟରେ ବିପଦ ସଂକେତ ତଳେ ବନ୍ୟା ଜଳ ପ୍ରବାହିତ ହେଉଛି l ବିପଦ ସଙ୍କେତ ୧୩.୩୪ମିଟର ଥିବା ବେଳେ ଏବେ ଏହା ୧୧.୦୦ ମିରେ […]

ସଂପୂର୍ଣ୍ଣ ପଢନ୍ତୁ