ଆୟୁଷ୍ମାନ ସାରଥୀ ହ୍ୱାଟ୍ସଆପ୍ ଚାଟ୍ବଟ୍ ଲଞ୍ଚ: ଏବେ ଘରେ ବସି ପାଆନ୍ତୁ ଆୟୁଷ୍ମାନ ଭାରତ ସେବା
ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ସେବାଗୁଡ଼ିକୁ ଅଧିକ ସହଜ ଏବଂ ସ୍ୱଚ୍ଛ କରିବା ପାଇଁ କେନ୍ଦ୍ର ସରକାର ଏକ ସରକାରୀ ହ୍ୱାଟ୍ସଆପ୍ ଚାଟ୍ବଟ୍ ‘ଆୟୁଷ୍ମାନ ସାରଥୀ’ ଲଞ୍ଚ କରିଛନ୍ତି। ଏହାଦ୍ୱାରା ହିତାଧିକାରୀମାନଙ୍କୁ ଆଉ ସରକାରୀ ଅଫିସ୍ କିମ୍ବା କଲ୍ ସେଣ୍ଟର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ୧. ମିଳୁଥିବା ସେବା ଓ ସୁବିଧା: ଏହି ସୁରକ୍ଷିତ ଏପିଆଇ ଆଧାରିତ ଚାଟ୍ବଟ୍ ମାଧ୍ୟମରେ ହିତାଧିକାରୀମାନେ ୨୪ ଘଣ୍ଟା ଅନେକ ଜରୁରୀ ସେବାର ଲାଭ ଉଠାଇପାରିବେ, […]
ସଂପୂର୍ଣ୍ଣ ପଢନ୍ତୁ