ଓଡ଼ିଶାରେ କଂଗ୍ରେସ ଇତିହାସ ହୋଇଗଲାଣି, ବିଜେଡିର ସ୍ଥିତି ଭଲ ନାହିଁ: ମହମ୍ମଦ ମୋକିମ

ସାଲେପୁର: କଂଗ୍ରେସ ଯେଉଁ ସବୁ ରାଜ୍ୟରେ ହାରିଛି ସେ ରାଜ୍ୟରେ ପୁନର୍ବାର କ୍ଷମତାକୁ ଫେରିନାହିଁ। ଓଡ଼ିଶାରେ ଛଅ ଛଅ ଥର ହାରିଗଲାଣି। ଓଡ଼ିଶାରେ କଂଗ୍ରେସର ଆଉ ସମ୍ଭାବନା ନାହିଁ। କଂଗ୍ରେସ ଇତିହାସ ହୋଇ ଗଲାଣି। ସେଥିପାଇଁ ଓଡ଼ିଶାରେ ଓଡିଶା ଜନତା କଂଗ୍ରେସ ପାର୍ଟି ଗଢି ନୂତନ ଓଡିଶା ଗଢିବାକୁ ସଙ୍କଳ୍ପ ନେଇ କାର୍ଯ୍ୟକରୁଛି। କଟକ ସଦର ନିର୍ବାଚନୀ ମଣ୍ଡଳର କନ୍ଦରପୁର ଠାରେ ଓଡିଶା ଜନତା କଂଗ୍ରେସ ପାର୍ଟିର ମିଶ୍ରଣ ପର୍ବ ସହ ସଦସ୍ୟତା ଅଭିଯାନରେ ଯୋଗ ଦେବା […]

ସଂପୂର୍ଣ୍ଣ ପଢନ୍ତୁ

ଅନୁଗୋଳ ସ୍କ୍ରବ୍ ଟାଇଫସ୍ ଆତଙ୍କ: ପ୍ରାଥମିକ ରିପୋର୍ଟ ପଜିଟିଭ୍ ଆସିଥିବା ୯ ନମୁନା ଏଲିସା ଟେଷ୍ଟରେ ନେଗେଟିଭ୍

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ବ୍ୟାପିବା ନେଇ ସୃଷ୍ଟି ହୋଇଥିବା ଚିନ୍ତାଜନକ ପରିସ୍ଥିତି ଉପରେ ଏବେ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଏହି ରୋଗକୁ ନେଇ ଆତଙ୍କିତ କିମ୍ବା ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ସୂଚନା ଅନୁଯାୟୀ, ପ୍ରାରମ୍ଭିକ ପର୍ଯ୍ୟାୟରେ ରାପିଡ୍ କିଟ୍ ମାଧ୍ୟମରେ କରାଯାଇଥିବା ପରୀକ୍ଷା ଆଧାରରେ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଥିବା ନେଇ ଖବର ଆସିଥିଲା। କିନ୍ତୁ ରାପିଡ୍ ଟେଷ୍ଟ […]

ସଂପୂର୍ଣ୍ଣ ପଢନ୍ତୁ

ରୋଟାରୀ କ୍ଲବ ଅଫ୍ କଟକ ମିଲେନିୟମ୍ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର

କଟକ  : ରୋଟାରୀ କ୍ଲବ ଅଫ୍ କଟକ ମିଲେନିୟମ୍ ଆନୁକୂଲ୍ୟରେ ଜାଭିୟର ହାଇସ୍କୁଲ, ଗତିରାଉତ ପାଟଣା, କଟକ ଠାରେ ଏକ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏସ୍.ସି.ବି. ଦନ୍ତ ବିଭାଗ, ଲିଙ୍କ୍ ଚକ୍ଷୁ ଚିକିତ୍ସାଳୟ ଏବଂ ଅଭିଞ୍କ ଭେଷଜ ବିଶେଷଞ୍କଙ୍କ ସହଯୋଗରେ ଅଢେଇ ଶହ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କ ଦନ୍ତ, ଚକ୍ଷୁ, ଏବଂ ଅନ୍ଯାନ୍ଯ ରୋଗ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା I ଶତାଧିକ ବ୍ଯକ୍ତିଙ୍କ ନିଶୁଳ୍କ ରକ୍ତ ଶର୍କରା […]

ସଂପୂର୍ଣ୍ଣ ପଢନ୍ତୁ

ଭଗବତୀ ବିଦ୍ୟାପୀଠ ଶୁକ୍ଳେଶ୍ୱରର ୧୯୮୨ ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

​ ମାହାଙ୍ଗା (ନଗର ଖବର) :  କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଶୁକ୍ଳେଶ୍ୱର ଠାରେ ଅବସ୍ଥିତ ଭଗବତୀ ବିଦ୍ୟାପୀଠର ୧୯୮୨ ମାଟ୍ରିକ ବ୍ୟାଚର ଏକ ବନ୍ଧୁ ମିଳନ ସ୍ଥାନୀୟ ଜଗନ୍ନାଥ ମଣ୍ଡପ, ଖନ୍ଦୋଳ ଠାରେ ଗତ ବୁଧବାର ଦିନ ଆନନ୍ଦ ଉଲ୍ଲାସର ସହ ଦିବସ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି।  ପ୍ରାରମ୍ଭରେ ଶ୍ରୀ ସୁରଥ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଦିବଂଗତ ବନ୍ଧୁ ମାନଙ୍କ ପାଇଁ ଏକ ଶୋକସଭା ଅନୁଷ୍ଠିତ ହୋଇ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ […]

ସଂପୂର୍ଣ୍ଣ ପଢନ୍ତୁ

ଆଦିକବି ସାରଳାଦାସ କଲେଜ ଶକ୍ତିଶ୍ରୀ ସେଲ ତରଫରୁ ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ

ଝଙ୍କଡ :  ତିର୍ତ୍ତୋଲ ସ୍ଥିତ ଆଦିକବି ସାରଳା ଦାସ କଲେଜ ରେ ଶକ୍ତି ଶ୍ରୀ ସେଲ ତରଫରୁ ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ର ଉଦ୍ଘାଟନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ପ୍ରଫେସର ଅନନ୍ତ ଚରଣ ଆଚାର୍ଯ୍ୟଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେଁ ବରିଷ୍ଠ ପ୍ରାଧ୍ୟାପିକା ଡ. ଦୀପ୍ତି ରେଣୁ ମହାନ୍ତି ଯୋଗ ଦେଇ ବର୍ତ୍ତମାନ ସମୟ ରେ ବାଳିକା ମାନେ ସମସ୍ତ ଆତ୍ମ ସୁରକ୍ଷା ପ୍ରତି ସଚେତନ ହୋଇ ନିର୍ଭିକ ଭାବେ […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀ ସତ୍ୟସାଇଙ୍କ ପ୍ରେମ ପ୍ରଵାହିନୀ ରଥକୁ ତିର୍ତ୍ତୋଲରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ଝଙ୍କଡ :  ଭଗବାନ ଶ୍ରୀ ସତ୍ୟ ସାଇ ବାବା ଙ୍କ ଜନ୍ମ ଶତ ବାର୍ଷିକୀ ଅବସରରେ ଶ୍ରୀ ସତ୍ୟ ସାଇ ବାବାଙ୍କ ପ୍ରେମ ପ୍ରବାହିନୀ ରଥ ଭାରତ ପରିକ୍ରମା ପ୍ରରିପେକ୍ଷି ରେ ରଥ ଯାତ୍ରା ଶ୍ରୀ ସତ୍ୟ ସାଇ ସେବା ସମିତିର ଜିଲା ସଭାପତି ଦାମୋଦର ସ୍ବାଇଁଙ୍କ ତତ୍ତ୍ଵାବଧାନରେ ଜିଲା ପରିକ୍ରମା କରୁଅଛି l ଆଜି ଏହି ରଥ ଯାତ୍ରା ତିର୍ତ୍ତୋଲ ରେ ପହଞ୍ଚି ଥିବାବେଳେ ଶ୍ରୀ ସତ୍ୟ ସାଇ ସେବା ସମିତି ତିର୍ତ୍ତୋଲ ପକ୍ଷ ରୁ […]

ସଂପୂର୍ଣ୍ଣ ପଢନ୍ତୁ
Supreme Court

ଚୟନ ପରେ ସରକାର ନିଯୁକ୍ତି ମନା କରିପାରିବେ ନାହିଁ: ସୁପ୍ରିମ୍‌କୋର୍ଟ ଛତିଶଗଡ଼ ହାଇକୋର୍ଟଙ୍କ ପୂର୍ବ ନିଷ୍ପତ୍ତି ରଦ୍ଦ

ନୂଆଦିଲ୍ଲୀ: ପବ୍ଲିକ ସର୍ଭିସ କମିସନ ଜଣେ ପ୍ରାର୍ଥୀଙ୍କୁ ଚୟନ କରିବା ପରେ ନିଯୁକ୍ତି କର୍ତ୍ତୃପକ୍ଷ କୌଣସି ଆଇନଗତ ଓ ସ୍ପଷ୍ଟ କାରଣ ବିନା ତାଙ୍କର ନିଯୁକ୍ତିକୁ ମନା କରିପାରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସ୍ପଷ୍ଟ କରିଛନ୍ତି। ଜଷ୍ଟିସ ସଞ୍ଜୟ କରୋଲ ଏବଂ ଜଷ୍ଟିସ ଏନ୍‌. କୋଟିଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଛତିଶଗଡ଼ର ଏକ ସରକାରୀ ବିଶ୍ୱବିଦ୍ୟାଳୟରେ ରେଜିଷ୍ଟ୍ରାର ପଦ ପାଇଁ ମନୋନୀତ ଓବିସି ପ୍ରାର୍ଥୀ ଶୈଳେନ୍ଦ୍ର କୁମାର ପଟେଲଙ୍କ ଆବେଦନ […]

ସଂପୂର୍ଣ୍ଣ ପଢନ୍ତୁ

ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ୬୩୦ ଛୁଇଁଲା, ନିଖୋଜଙ୍କ ସଂଖ୍ୟା ଆହୁରି ବୃଦ୍ଧି

କାଠମାଣ୍ଡୁ: ଚୀନ୍ ସୀମା ନିକଟରେ ହିମଶୈଳ ସ୍ଖଳନ ଯୋଗୁଁ ନେପାଳର ରସୁଆ ଏବଂ କେନ୍ଦ୍ରାଞ୍ଚଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟାରେ ମୃତ୍ୟୁସଂଖ୍ୟା ୬୩୦ରେ ପହଞ୍ଚିଛି। ବୁଧବାର ଘଟିଥିବା ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସମଗ୍ର ଅଞ୍ଚଳରେ ରାସ୍ତାଘାଟ, ସେତୁ, ଜନବସତି ଏବଂ ଜଳବିଦ୍ୟୁତ ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। ନେପାଳ ପୁଲିସର ସୂଚନା ଅନୁଯାୟୀ ବନ୍ୟା ଓଭୂସ୍ଖଳନ ଯୋଗୁଁ ଏବେ ମଧ୍ୟ ୨୪୦୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଭାରତ ବୈଦେଶିକ ବ୍ୟାପାର […]

ସଂପୂର୍ଣ୍ଣ ପଢନ୍ତୁ

ସୂଚନା ଓ ଲୋକସମ୍ପର୍କ ବିଭାଗରେ ନୂତନ ନିର୍ଦ୍ଦେଶକଙ୍କ ଯୋଗଦାନ

ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲୋକସମ୍ପର୍କ ଭବନ ସମ୍ମିଳନୀ କକ୍ଷଠାରେ ଶ୍ରୀ ବିଶ୍ୱାଳଙ୍କୁ ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ବେହୁରିଆ, ଯୁଗ୍ମ ଶାସନ ସଚିବ କଲାମୁଦ୍ଦିନ୍‌, ଅତିରିକ୍ତ ନିର୍ଦ୍ଦେଶକ ସ୍ମିତା କର, ଯୁଗ୍ମ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ପୂର୍ବତନ ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ତାଙ୍କର […]

ସଂପୂର୍ଣ୍ଣ ପଢନ୍ତୁ

ମହିଳା ବିରୋଧୀ ହିଂସା ତତ୍ତ୍ୱଙ୍କ ବିରୋଧରେ କଠୋର ନୀତି କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟ ପୁଲିସ ଭବନଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଡିଜିପି ଓ ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ଆଇନ ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା ଓ ‘ସ୍ମାର୍ଟ ପୁଲିସିଂ’ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ‘ସୁରକ୍ଷିତ ଓଡ଼ିଶା, ସଶକ୍ତ ଓଡ଼ିଶା ଓ ସମୃଦ୍ଧ ଓଡ଼ିଶା’ ଗଠନ ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେବା ସହ ପୁଲିସ ସଂସ୍କାର ଓ ଆଧୁନିକୀକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ମାର୍ଗଦର୍ଶନ ଓ […]

ସଂପୂର୍ଣ୍ଣ ପଢନ୍ତୁ