ଅଟୋମୋବାଇଲ୍ ସେକ୍ଟରରେ ଏଲନ ମସ୍କଙ୍କ ଚମତ୍କାର, ଉଡ଼ନ୍ତା କାର୍ର ଡେମୋ ଦେଖାଇଲା ଟେସ୍ଲା
ନୂଆଦିଲ୍ଲୀ: ବିଶ୍ୱର ୧ ନମ୍ବର ଧନୀ ବ୍ୟବସାୟୀ ଏଲନ୍ ମସ୍କଙ୍କ କାର୍ କମ୍ପାନି ‘ଟେସଲା’ ପୁଣି ଥରେ ଅଟୋମୋବାଇଲ୍ ଜଗତରେ ହଇଚଇ ସୃଷ୍ଟି କରିଛି । କାରଣ ଟେସଲା ଏହାର ‘ରୋଡଷ୍ଟର’ (Roadster) ସେକେଣ୍ଡ ଜେନେରେସନ୍ ଇଲେକ୍ଟ୍ରିକ୍ କାରର ଏକ ସ୍ୱତନ୍ତ୍ର ଡେମୋ ପ୍ରଦର୍ଶନ କରିଛି । ଏହାର ବିଶେଷତ୍ବ ହେଉଛି, ଏହା ଏକ ଉଡ଼ନ୍ତା କାର୍ । କମ୍ପାନି ଦେଖାଇଥିବା ଡେମୋରେ ଗାଡ଼ିଟି ଆକାଶରେ ଉଡ଼ିବା ସହ ଚମତ୍କାର ଷ୍ଟଣ୍ଟ ଦେଖାଇ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ […]
ସଂପୂର୍ଣ୍ଣ ପଢନ୍ତୁ