ସାରଳା ମନ୍ଦିର ସମ୍ମୁଖସ୍ଥ ହାଇମାକ୍ସ ଲାଇଟ ଅଚଳ : ମରାମତି ପାଇଁ ଦାବୀ

ଝଙ୍କଡ଼ : ପ୍ରସିଦ୍ଧ ଝଙ୍କଡ଼ ସାରଳା ମନ୍ଦିର ସମ୍ମୁଖରେ, ପାରାଦ୍ୱୀପ ତୈଳବିଶୋଧନଗାର ତରଫରୁ କିଛିବର୍ଷ ପୂର୍ବରୁ ଏକ ହାଇମାକ୍ସ ଲାଇଟ ବସାଯାଇଥିଲା l ଏଥିରେ ଲାଗିଥିବା ଲାଇଟ ମଧ୍ୟରୁ ବେଳେବେଳେ କିଛି ଅଚଳହେବା ପରେ, ଅଏଲ ରିଫାଇନାରୀ ର ଅଭିଜ୍ଞ ଟେକିନିକାଲ ମାନେ ଆସି ତାହା ସଜାଡ଼ି ଦେଇଯାଆନ୍ତି l ମାତ୍ର ଦୀର୍ଘମାସମାସ ଧରି ସେଥିମଧ୍ୟରୁ ଚାରିଟି ଲାଇଟ ଅଚଳ ହୋଇଯାଇଛି l ଯାହାଫଳରେ, ସାରଳାଙ୍କ ସିଂହଦ୍ୱାର ସମ୍ମୁଖରେ ଉଜ୍ୱଳଆଲୋକ ସେବା ଠପ ହୋଇଯାଇଛି l ଆଉ […]

ସଂପୂର୍ଣ୍ଣ ପଢନ୍ତୁ

ଗୋବରା କେନାଲ ବନ୍ଧ ରାସ୍ତା ଶୋଚନୀୟ: ଦୁଇ ପଞ୍ଚାୟତର ଅଧିବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା

ଝଙ୍କଡ଼, ୧୩/୧୦/୨୦୨୬: ନୂଆପଡ଼ାଠାରୁ ବାହାରିଥିବା ୧୨ ନମ୍ବର ସାରଳା କେନାଲର ମହନପୁର ପୋଲ ନିକଟରେ ଥିବା ଗୋବରା ଗ୍ରାମରେ ଉଭୟ କନକପୁର ଓ ଗୋବିନ୍ଦପୁର ପଞ୍ଚାୟତର ଲୋକେ ବସବାସ କରନ୍ତି। ଏହି କେନାଲ ପୋଲ ଅତିକ୍ରମ କରିବା ପରେ ନବ କୁଅଁରଙ୍କ ଘର ପାଖରୁ ଅଚ୍ୟୁତାନନ୍ଦ ବେହେରାଙ୍କ ଘର ଏବଂ ସେଠାରୁ ଅରଡ଼ଙ୍ଗ ସାଇଫନ ପୋଲ ପର୍ଯ୍ୟନ୍ତ କେନାଲ ବନ୍ଧ ରାସ୍ତାଟି ବହୁ ବର୍ଷ ପୂର୍ବେ କିଛି ବାଟ ପର୍ଯ୍ୟନ୍ତ କଂକ୍ରିଟ୍ କରାଯାଇଥିଲା। ମାତ୍ର ଦୀର୍ଘ ବର୍ଷ […]

ସଂପୂର୍ଣ୍ଣ ପଢନ୍ତୁ

ନାମାଙ୍କନ ନାକଚକୁ ନେଇ ପୁଷ୍ପଗିରି କଲେଜରେ ଉତ୍ତେଜନା; ଅଧ୍ୟକ୍ଷ ଓ ରାଜନେତାଙ୍କ ବିରୋଧରେ ରୁଦ୍ରଙ୍କ ଅନଶନ

ମାହାଙ୍ଗା, ୧୩/୧୦ (ଆପ୍ର): ମାହାଙ୍ଗାସ୍ଥିତ ପୁଷ୍ପଗିରି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ମେଧାବୀ ଛାତ୍ର ରୁଦ୍ରନାରାୟଣ କରଙ୍କ ନାମାଙ୍କନପତ୍ର ନାକଚ ହେବା ପରେ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇବା ସହ ତୀବ୍ର ପ୍ରତିବାଦ ଦେଖାଦେଇଛି। ଏହାକୁ ନେଇ ରୁଦ୍ରଙ୍କ ସମର୍ଥକମାନେ ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି। ଏଥିସହ ନାମାଙ୍କନପତ୍ର ନାକଚ ଘଟଣାର ତୁରନ୍ତ ପୁନର୍ବିଚାର କରି ତାଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି ମେସିନ୍ ! ୧୬ ବର୍ଷୀୟା ଝିଅଙ୍କୁ ଅସଦାଚରଣ କଲା ରୋବଟ୍‌, ସିଜ୍‌ କଲା ପୁଲିସ

ନୂଆଦିଲ୍ଲୀ: ଧୀରେ ଧୀରେ ମଣିଷର ନିୟନ୍ତ୍ରଣରୁ ବାହାରକୁ ଚାଲିଯାଉଛି କି ମେସିନ୍‌ ? ଏମିତି ଏକ ଘଟଣା ବିଦେଶରେ ଘଟିଛି । ଯେଉଁଠି ଗୋଟିଏ ରୋବଟ୍‌ ଜଣେ ନାବାଳିକାଙ୍କୁ ଅସଦାଚରଣ କରିଛି । ସ୍ଥିତି ଏଭଳି ହେଲା ଯେ, ପୁଳିସ ଆସି ରୋବଟିକୁ ସିଜ୍‌ କରିଛି ଏବଂ ଏହାକୁ କମାଣ୍ଡ ଦେଉଥିବା ଦୁଇ ଜଣ ଯୁବକଙ୍କ ଫୋନ୍‌ ଜବତ କରିଛି । ଏହି ଅଜବ ଏବଂ ଚାଞ୍ଚଲ୍ୟକର ଘଟଣା ଜର୍ମାନୀରେ ଘଟିଛି । ଜଣେ ୧୬ ବର୍ଷର […]

ସଂପୂର୍ଣ୍ଣ ପଢନ୍ତୁ

ବ୍ୟବସାୟୀଙ୍କୁ ସାମାନ୍ୟ ଆଶ୍ଵସ୍ତି, ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା UPI ଉପରେ ମର୍ଚାଣ୍ଟ ଫି

ନୂଆଦିଲ୍ଲୀ: ପାର୍ବଣ ଋତୁରେ ବ୍ୟବସାୟୀଙ୍କୁ ମିଳିଛି ସାମାନ୍ୟ ଆଶ୍ଵସ୍ତି। UPI ପେମେଣ୍ଟ ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍(MDR) ଚାର୍ଜ ଲାଗୁ କରାଯିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚାଇଛି ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ(NPCI)। ହେଲେ NPCI ଏହା କହିଛି ଯେ, ବଛା ବଛା ଦୋକାନୀଙ୍କ ପାଇଁ UPI ପେମେଣ୍ଟ ଉପରେ ଏହି ଚାର୍ଜ ଦୀପାବଳି ସରିବା ମାତ୍ରେ ଲାଗୁ ହେବ। UPI ପେମେଣ୍ଟ ଉପରେ ଚାର୍ଜେସ୍ ଅକ୍ଟୋବର ୧୫ରୁ ଲାଗୁ ହେବାର ଥିଲା। UPI ଉପରେ […]

ସଂପୂର୍ଣ୍ଣ ପଢନ୍ତୁ

କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଏଲ୍ ମୁରୁଗନଙ୍କ ଇସ୍ତଫା, ପିଏମ୍ ମୋଦୀଙ୍କୁ ଚିଠି ଲେଖି ଛାଡ଼ିଲେ ମନ୍ତ୍ରାଳୟ ଏବଂ ରାଜ୍ୟସଭା ପଦ

ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁରୁଗନ ମନ୍ତ୍ରୀ ପଦ ଏବଂ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଏକାସଙ୍ଗରେ ସେ ଦୁଇଟି ଯାକ ପଦରୁ ଇସ୍ତଫା ଦେଇଛନ୍ତି । ଏଲ୍ ମୁରୁଗନ୍ ଦୀର୍ଘ ବର୍ଷ ଧରି କେନ୍ଦ୍ର ସରକାରରେ ରାଷ୍ଟ୍ର ମନ୍ତ୍ରୀ ଭାବେ କାମ କରୁଥିଲେ । ଏଲ୍ ମୁରୁଗନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ନିଜ ଇସ୍ତଫାରେ କହିଛନ୍ତି ଯେ ସେ ତାମିଲନାଡ଼ୁରେ ବିଜେପିକୁ ମଜଭୁତ କରିବାରେ ପୂରା […]

ସଂପୂର୍ଣ୍ଣ ପଢନ୍ତୁ

କନ୍ଧମାଳ ମହିଳା ଜନ୍ମ ଦେଲେ ଦୁଇଟି ମୁଣ୍ଡ ଥିବା ଶିଶୁ, SNCUରେ ଚାଲିଛି ଚିକିତ୍ସା

ବ୍ରହ୍ମପୁର ୧୩।୧୦: ବ୍ରହ୍ମପୁର ଏମକେସିଜି ମେଡିକାଲରେ ବିରଳ ଶିଶୁ ଜନ୍ମ । ଶିଶୁର ଗୋଟିଏ ଶରୀର, ରହିଛି ଦୁଇଟି ମୁଣ୍ଡ l କିନ୍ତୁ ଗୋଟିଏ ଶରୀର ଓ ଗୋଟିଏ ହିଁ ହୃଦୟ ରହିଛି । ଛାତିକୁ ଛାତି ଲାଗି ଯାଇଛି l ଦୁଇଟି ମେରୁଦଣ୍ଡ ରହିଛି । ଏଭଳି ଏକ ବିରଳ ଶିଶୁ ଜନ୍ମ ହେବା ପରେ ପରିବାରବର୍ଗ ଚିନ୍ତିତ ହୋଇ ପଡିଛନ୍ତି l ଶିଶୁର ଯତ୍ନ ଓ ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତର ମଧ୍ୟ ଚିନ୍ତିତ ହୋଇପଡିଛନ୍ତି […]

ସଂପୂର୍ଣ୍ଣ ପଢନ୍ତୁ

ଦଶହରାରେ ଅଧିକାଂଶ ସ୍ଥାନରେ ଶୁଖିଲା ପାଗ, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଚଳିତବର୍ଷ ଦଶହରା ସମୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି । କିନ୍ତୁ ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଅନ୍ୟପକ୍ଷରେ, ରାଜ୍ୟର ପାହାଡ଼ିଆ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ରାତିର ତାପମାତ୍ରା ଧୀରେ ଧୀରେ ହ୍ରାସ ପାଇବା ସହ ଥଣ୍ଡା ବଢ଼ିବାର ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଅକ୍ଟୋବର ୧୨ରୁ ୨୦ ତାରିଖ ପର୍ଯ୍ୟନ୍ତ ପାଗର […]

ସଂପୂର୍ଣ୍ଣ ପଢନ୍ତୁ

ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦର ବାର୍ଷିକ ସାରସ୍ୱତ ସମାରୋହ

କଟକ  : ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦ, ଗତିରାଉତ ପାଟଣା, କଟକ ର ଚତୁର୍ଥ ବାର୍ଷିକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ବାଣୀପୀଠ ଉତ୍କଳ ସାହିତ୍ୟ ସମାଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ଚୈତନ୍ୟ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଉଦଘାଟକ ଭାବରେ ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ରାଜୀବ କୁମାର ଷଡ଼ଙ୍ଗୀ,ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ଆୟକର ଆୟୁକ୍ତ ଶୋଭନ କର, ସମ୍ମାନୀତ […]

ସଂପୂର୍ଣ୍ଣ ପଢନ୍ତୁ

ନକଲି ହଳଦୀ ଓ ମରିଚ ଗୁଣ୍ଡ କାରଖାନା ଠାବ, ଲକ୍ଷାଧିକ ଟଙ୍କାର କଞ୍ଚାମାଲ ଓ ସାମଗ୍ରୀ ଜବତ

ବ୍ରହ୍ମପୁର ୧୨।୧୦ : ବ୍ରହ୍ମପୁରରେ ଥମୁନି ଭେଜାଲ୍ ସାମଗ୍ରୀ କାରବାର । ନକଲି ଟମାଟୋ ସସ୍, ବେଆଇନ ତେଲ ପରେ ଏବେ ନକଲି ଖାଦ୍ୟ ମସଲା ତିଆରି ଫ୍ୟାକ୍ଟ୍ରି ଠାବ ହୋଇଛି । ବଡ଼ବଜାର ଥାନା ପୁଲିସ ରବିବାର ସନ୍ଧ୍ୟା ୭ଟାରେ ନକଲି ମସଲା ଫ୍ୟାକ୍ଟ୍ରିରେ ଚଢ଼ଉ କରି ୩୦ ଟନ୍ରୁ ଅଧିକ ଭେଜାଲ୍ ସାମଗ୍ରୀ, ୪ ମିଲିଂ ମେସିନ୍ ଜବତ କରିଛି । ଲକ୍ଷ୍ମୀନୃସିଂହ ସାହି ସପ୍ତମ ଗଳିର ଏକ କୋଠା ମଧ୍ୟରେ ବଡ଼ବଡ଼ ମିଲିଂ […]

ସଂପୂର୍ଣ୍ଣ ପଢନ୍ତୁ