ପୁରୀ ବଡ଼ଶଙ୍ଖଠାରେ ସପ୍ତାହବ୍ୟାପୀ ଭାଗବତ କଥାମୃତ ଓ ସଂକୀର୍ତ୍ତନ ମହୋତ୍ସବ ଆରମ୍ଭ
ପୁରୀ : ଶ୍ରୀକ୍ଷେତ୍ର ପୁରୀସ୍ଥିତ ବଡ଼ଶଙ୍ଖ ନିକଟ ତ୍ରିମୂର୍ତ୍ତି ହାଇଟ୍ସ ପରିସରରେ ସପ୍ତାହବ୍ୟାପୀ ଶ୍ରୀମଦ୍ଭାଗବତ ପୁରାଣ ପ୍ରବଚନ ଓ ଭାଗବତ ଗାଥା ସଂକୀର୍ତ୍ତନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ଏହି ଆଧ୍ୟାତ୍ମିକ ସମାରୋହରେ ଗୁଜରାଟର ତୀର୍ଥଧାମରୁ ଆସିଥିବା ବିଶିଷ୍ଟ କଥାବାଚକ ପଣ୍ଡିତ ବିଶାଲ କୃଷ୍ଣ ଶାସ୍ତ୍ରୀଜୀ ଭାଗବତ କଥାମୃତ ପରିବେଷଣ କରି ଉପସ୍ଥିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଭାବବିହ୍ୱଳ କରିଥିଲେ। କଳିଯୁଗରେ କେବଳ ‘ହରେ କୃଷ୍ଣ’ ମହାମନ୍ତ୍ର ହିଁ ମୁକ୍ତି ଲାଭର ସର୍ବଶ୍ରେଷ୍ଠ ମାଧ୍ୟମ ବୋଲି ଶାସ୍ତ୍ରୀଜୀ ନିଜ ପ୍ରବଚନରେ […]
ସଂପୂର୍ଣ୍ଣ ପଢନ୍ତୁ