ଗୁରୁବାର ଓଡ଼ିଶା ବନ୍ଦ : ଚାଲୁ ରହିବ ବସ୍ ସେବା, ଖୋଲା ରହିବ ମାଲଗୋଦାମ
ଭୁବନେଶ୍ବର ୭।୧୦: ଅକ୍ଟୋବର ୮ ତାରିଖ ଅର୍ଥାତ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦେଇଛି ଇଣ୍ଡିଆ ବ୍ଲକ୍ । ଇଣ୍ଡିଆ ବ୍ଲକ୍ ପକ୍ଷରୁ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଛି । ତେବେ ବନ୍ଦ ଡାକରା ସତ୍ତ୍ୱେ ବସ୍ ସେବା ଜାରି ରହିବ । ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଭାପତି ଲୋକନାଥ ପାଣି ସୂଚନା ଦେଇଛନ୍ତି । […]
ସଂପୂର୍ଣ୍ଣ ପଢନ୍ତୁ