ଧର୍ମପ୍ରାଣ ପୁରୁଷ ଭାସ୍କର ଦାସଙ୍କ ଏକାଦଶାହରେ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା
ମାହାଙ୍ଗା -୨0/୧0(ଆପ୍ର)କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗ୍ରାମର ଧର୍ମପ୍ରାଣ ପୁରୁଷ ଭାସ୍କର ଦାସଙ୍କ ଏକାଦଶାହ ତିଥିରେ ଏକ ଶ୍ରଦ୍ଧାଞ୍ଜଳି ସଭା ସାହିତ୍ୟିକ ଡକ୍ଟର ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମା’ ସୁନୁପେଇଙ୍କ ପରମ ସେବକ, ପରୋପକାରୀ, ଆଧ୍ୟାତ୍ମିକବାଦୀ ବ୍ୟକ୍ତିତ୍ୱର ଅଧିକାରୀ ଭାସ୍କର ଦାସଙ୍କ ଜୀବନାଦର୍ଶ ଉପରେ ବକ୍ତାମାନେ ଆଲୋକପାତ କରିଥିଲେ l ଏହି ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ସାହିତ୍ୟିକ ପ୍ରଶାନ୍ତ କୁମାର କର, ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ପୂର୍ବତନ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର […]
ସଂପୂର୍ଣ୍ଣ ପଢନ୍ତୁ