621ed1df 965c 4665 B588 29e84e46850e

ଗୋବିନ୍ଦପୁର କାଉଡ଼ିଆ ସେବା ସଂଘ ତରଫରୁ ଭକ୍ତ ସେବା

ରାଜ୍ୟ
Spread the love

ବୟାଳିଶମୌଜା,୩।୮/ଏନ୍ଏନ୍ଏସ୍ : ୪୨ ମୌଜା ଗୋବିନ୍ଦପୁର କାଉଡ଼ିଆ ସେବା ସଂଘ ତରଫରୁ ୪୨ ମୌଜା ମୁଖ୍ୟ ରାସ୍ତା ପାର୍ଶ୍ବରେ କାଉଡ଼ିଆ ଭକ୍ତ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଶ୍ରୀ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଜଳ ନେଇ ଯାଉଥିବା ଭକ୍ତ ମାନଙ୍କ ପାଇଁ ବିଶ୍ରାମସ୍ଥଳୀ, ସ୍ନାନ ବ୍ୟବସ୍ଥା ଓ ପ୍ରସାଦ ସେବନ ବ୍ୟବସ୍ଥା କରା ଯାଇଥିଲା।

ଏହି ଧାର୍ମିକ କାର୍ଯ୍ୟକ୍ରମରେ ସୁଶିଲ କୁମାର ସାହାଣୀ, ଭଗବାନ ପରିଡ଼ା, ଦେବୀ ପ୍ରସାଦ ରଥ, ଦିଲ୍ଲୀପ ବାରିକ, ପ୍ରଶାନ୍ତ ରାଉତ, ଖିତିଶି ସାମଲ, ଦୀପ୍ତି ମୁଦୁଲି, ପପୁ ବାରିକ, ଦିପୁନା ପତି, ରାଜୁ, ପ୍ରସନ୍ନ ପରିଡା, ବାପି ସାହାଣୀ ଓ ଛଚିଆ ରାଉତ ପ୍ରମୁଖ ଯୋଗ ଦେଇ ସେବା କାର୍ଯ୍ୟ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *