59a085d0 Fbc7 4b8e 88ba 862384d1fd12

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସ୍ଵଛ ଭାରତ ଅଭିଯାନ 

ରାଜ୍ୟ
Spread the love

ବୟାଲିଶମୌଜା,୨୭।୮: କଟକ ସଦର ୪୨ ମୌଜା ପଟଣା ଗ୍ରାମ ଅନ୍ତର୍ଗତ ବେଣ୍ଟଜାର ନିକଟସ୍ଥ ଝାରକଟା ଗ୍ରାମ ପଞ୍ଚାୟତ ଅଧିନସ୍ଥ ପାଟଣା ଗ୍ରାମ ରେ ଉପଦେଷ୍ଟା ଡକ୍ଟର ଚିତ ରଞ୍ଜନ ଦାସ , ସାମ୍ବାଦିକ ସମାଜସେବୀ ସମୀର କୁମାର ପଣ୍ଡା , ସମିତି ସଭ୍ୟ ବିନୋଦ ବିହାରୀ ବେହେରା , ସଭାପତି ସରୋଜ ନଳିନୀ ପରିଜା ,ସାଧାରଣ ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ଶିକ୍ଷକ ସନ୍ତୋଷ କୁମାର ଭୋଇ , ସପନି ବେହେରା ,ଅଚ୍ୟୁତା ନନ୍ଦ ଦାସ , କ୍ଷୀରୋଦ ଚନ୍ଦ୍ର ଦାସ , ବିଜୟ କୁମାର ମହାନ୍ତି, ଚକ୍ରଧର ବେହେରା , ଶ୍ରମିକ ବୁଟୁ ଏବଂ ନଖିଆ , ଙ୍କ ସହଯୋଗ ରେ କଞ୍ଚା ମାଟି ରାସ୍ତା ଉପରେ ବାଲି ମାଟି ପକାଇ ସମତୁଲ କରିବା ସହିତ , ରାସ୍ତା ର ଉଭୟ ପାର୍ଶ୍ଵ ରେ ଥିବା ଅନାବନା ଗଛ କାଟି ସଫା କରିଥିଲେ । ଉପଦେଷ୍ଟା ମାନେ ପରାମର୍ଶ ଦେଇଥିଲେ ଯେ ମୋଦି ଏବଂ ମହାତ୍ମା ଗାନ୍ଧୀ ଯେଉଁ ସ୍ୱଚ୍ଛ ଭାରତ ଅଭିଯାନ କରାଇଛନ୍ତି।ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଚତୁପାର୍ଶ୍ଵ ସ୍ୱଚ୍ଛ ରଖିଲେ ତାଙ୍କର ସ୍ବପ୍ନ ସାକାର ହେବ ।

Leave a Reply

Your email address will not be published. Required fields are marked *