ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ଖେଳ ଦେଶବିଦେଶ
Spread the love

ମୁମ୍ୱାଇ, ୧୭/୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ ଓପନିଂ ମ୍ୟାଚ ଖେଳାଯାଉଛି କି ନା ତାହା ଉପରେ ଅନେକ ଲକ୍ଷ୍ୟ ରଖିଛନ୍ତି। ନିୟମାନୁସାରେ ଆଇପିଏଲ୍‌ ୨୦୨୫ ଟାଇଟଲ ବିଜେତା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ହୋମ୍‌ ଗ୍ରାଉଣ୍ଡ ଏମ୍‌. ଚିନ୍ନାସ୍ୱାମୀ ଷ୍ଟଠାଡିୟମରେ ଓପନିଂ ମ୍ୟାଚ ଖେଳାଯିବ। ହେଲେ ତାହା ସ୍ଥର ହୋଇ ନାହିଁ। । ଯଦିଓ ଏହି ଭେନ୍ୟୁ କର୍ନାଟକ ରାଜ୍ୟ ସରକାରଙ୍କଠାରୁ ସତ୍ତର୍ର୍ମୂଳକ କ୍ଲିଅରାନ୍ସ ହାସଲ କରିଛି, ଚଳିତ ବର୍ଷ ଜୁନ୍‌ ମାସରେ ଆରସିବିର ବିଜୟ ଉତ୍ସବ ପାଳନ ବେଳେ ଦଳାଚକଟା ଘଟଣାରେ ୧୧ଜଣ ଖେଳପ୍ରେମୀଙ୍କ ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *