ପୀତବାସ ପଣ୍ଡା ହତ୍ୟା ମାମଲା: ୭୫ ଦିନରେ ଦାଖଲ ହେଲା ପ୍ରାଥମିକ ଚାର୍ଜସିଟ୍
ବ୍ରହ୍ମପୁର, ୫/୧: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆଜି ପୁଲିସ କୋର୍ଟରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି। ତଦନ୍ତକାରୀ ଅଧିକାରୀ ତଥା ଟାଉନ୍ ଏସ୍ଡିପିଓ ପୀୟସ୍ ରଂଜନ ଛୋଟରାୟଙ୍କ ନେତୃତ୍ବରେ ଏକ ଟିମ୍ ଦୁଇଟି ଟ୍ରଙ୍କ ଭର୍ତ୍ତି ଚାର୍ଜସିଟ୍ ଦାଖଲ କରିଛନ୍ତି। ସେଥିରେ ମୂଳ ଚାର୍ଜସିଟ୍ ସହ ୧୮ଟି କପି ରହିଛି। ମୂଳ ଚାର୍ଜସିଟ୍ ପ୍ରାୟ ୧୬୬୬ ପୃଷ୍ଠାର ରହିଛି। ୭୫ଦିନ ମଧ୍ୟରେ ଏହା ଦାଖଲ କରାଯାଇଛି। ସମୁଦାୟ ୧୮ଟି ଚାର୍ଜସିଟ୍ କପି ପ୍ରାୟ ୩୦ହଜାର […]
ସଂପୂର୍ଣ୍ଣ ପଢନ୍ତୁ