ସଂଗ୍ରାମୀ ଧୂର୍ବ ଚାରଣ ମହାନ୍ତି ଙ୍କ ପୁଣ୍ୟ ତିଥି ଏବଂ ସଂଗ୍ରାମୀ ସାରଙ୍ଗ ଧର ଦାସ ଙ୍କ ଜନ୍ମ ଜୟନ୍ତୀ ପାଳିତ

କଟକ ସଦର, ୧୭/୧୦: ୪୨ ମୌଜା ପାଟଣା ଗ୍ରାମ ର ଗର୍ବ ଓ ଗୌରବ ସ୍ବାଧିନତା ସଂଗ୍ରାମ ର ବିର ପୁରୁଷ ଧୁର୍ବ ଚାରଣ ମହାନ୍ତି ଙ୍କ ପୁଣ୍ୟ ତିଥି ଏବଂ ଢେଙ୍କାନାଳ ଜିଲ୍ଲା ର ହରେ କୃଷ୍ଣ ପୁର ଗ୍ରାମ ର ଗର୍ବ ଓ ଗୌରବ ସ୍ବାଧିନତା ସଂଗ୍ରାମ ର ବିର ପୁରୁଷ ସାରଙ୍ଗ ଧର ଦାସ ଙ୍କ ଜନ୍ମ ଜୟନ୍ତୀ ରେ କଟକ ସଦର 42 ମୌଜା ପାଟଣା ଗ୍ରାମ ର ସର୍ବ ପୁରାତନ […]

ସଂପୂର୍ଣ୍ଣ ପଢନ୍ତୁ

ନୂଆପଡା ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ୱର, ୧୭/୧୦: ନୂଆପଡା ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ପ୍ରଥମେ ରହିଛନ୍ତି ସଭାପତି ନବୀନ ପଟ୍ଟନାୟକ । ନୂଆପଡାରେ ପ୍ରାର୍ଥୀ ହୋଇଥିବା ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର କରିବେ ସଭାପତି ନବୀନ ପଟ୍ଟନାୟକ ।

ସଂପୂର୍ଣ୍ଣ ପଢନ୍ତୁ

୬୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ୩ ଗିରଫ

ଭୁବନେଶ୍ୱର,୧୭/୧୦: ଦାମୀ କାର୍‌ରେ ଚାଲାଣ ହେଉଥିଲା ବ୍ରାଉନସୁଗାର। ଖବର ପାଇ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ଖୋର୍ଦ୍ଧାରୁ ୫୫୬ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି। ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ।ଉକ୍ତ ଘଟଣାରେ ଖୋର୍ଦ୍ଧାର ଜଣେ ମହିଳା ଓ ନିମାପଡ଼ାର ୨ ଯୁବକ ଗିରଫ ହୋଇଛନ୍ତି। ଏମାନଙ୍କ ନିକଟରୁ ନଗଦ ୫ ଲକ୍ଷ ୧୦ ହଜାର ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ମଧ୍ୟ ଜବତ ହୋଇଛି।

ସଂପୂର୍ଣ୍ଣ ପଢନ୍ତୁ

ଏସ୍‍ଆଇ ଦୁର୍ନୀତି: କ୍ରାଇମବ୍ରାଞ୍ଚ ଡିଜିଙ୍କ ବଡ ଖୁଲାସା

କଟକ, ୧୭/୧୦: ପୁଲିସ ଏସ୍‍ଆଇ ପରୀକ୍ଷା ଦୁର୍ନୀତି ନେଇ କ୍ରାଇମବ୍ରାଞ୍ଚ ଡିଜି ସାମ୍ବାଦିକ ସମ୍ମିଳନୀରେ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ଏହି ଘଟଣାରେ ମୋଷ୍ଟ ୱାଣ୍ଟେଡ୍‍ ଦଲାଲ୍‍ ମୁନା ମହାନ୍ତି ଓ ଜଣେ ମହିଳା ସମେତ ୩ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ସୁକାନ୍ତ ମହାରଣା, ସୌମ୍ୟ ପ୍ରିୟଦର୍ଶିନୀ ଓ ଅଭିମନ୍ୟୁ ଦୋରା । ଏହି ତିନି ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ସୌମ୍ୟ ପ୍ରିୟଦର୍ଶିନୀ ପରୀକ୍ଷାର୍ଥୀ ଯୋଗାଡ କରୁଥିଲେ । ପୂର୍ବରୁ ୧୧୭ଜଣଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଆଉ ୮ଜଣଙ୍କୁ ଉଠାଇଲା ପୁଲିସ

ବ୍ରହ୍ମପୁର, ୧୭/୧୦: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୁଲିସ ଆଉ ୮ଜଣଙ୍କୁ ଉଠାଇଥିବା ଜଣାଯାଇଛି। ବିହାରରୁ ୪ଜଣଙ୍କୁ ଧରିଥିବା ସୂଚନା ରହିଛି।ଦିଲ୍ଲୀ ଓ ପଶ୍ଚିମବଙ୍ଗରୁ ୪ଜଣଙ୍କୁ କାବୁ କରିଛି ପୁଲିସ। ଏକ ୟୁପିଆଇ କାରବାରୁ ବିହାର ଲିଙ୍କ ମିଳିଛି। ଅପରାଧୀଙ୍କୁ ଜେରା ପରେ ସତ ବାହାରିବ ବୋଲି କୁହାଯାଉଛି। ଗତ ୬ ତାରିଖ ରାତିରେ ପୀତବାସଙ୍କୁ ହତ୍ୟା ପରେ ଅଭିଯୁକ୍ତମାନେ ସହର ଛାଡ଼ି ପଳାଇଥିଲେ। ସେମାନେ ବାହାର ରାଜ୍ୟରେ ଡେରା ପକାଇଥିଲେ। ବାରମ୍ବାର ସ୍ଥାନ ବଦଳାଉଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

ରାଜଧାନୀରେ ଗଳିକନ୍ଦିରେ ଚୋରା ବନ୍ଧୁକ

ଭୁବନେଶ୍ବର, ୧୬/୧୦: ରାଜଧାନୀର ଗଳିଗଳିରେ ବନ୍ଧୁକ ବୁଲିଲାଣି। ଅପରାଧୀମାନେ ଅଣ୍ଟାରେ ବନ୍ଧୁକ ଖୋସି ବେଧଡ଼କ ବୁଲୁଛନ୍ତି। କଥା କଥାକେ ବନ୍ଧୁକ ଗର୍ଜୁଛି। ନିଶାବେପାରୀ, ଖଣିମାଫିଆ, ଗୋ-ଚାଲାଣକାରୀ ଓ ଜମିମାଫିଆଙ୍କ ପାଖରେ ବନ୍ଧୁକ ଏକ ସାଧାରଣ ଅସ୍ତ୍ର ହୋଇଯାଇଛି। ଗତ ୧୦ମାସ ଭିତରେ ପୁଲିସ ଅପରାଧୀମାନଙ୍କଠାରୁ ୪୦ରୁ ଅଧିକ ବନ୍ଧୁକ ଜବତ କଲାଣି ଏବଂ ଏହି ଆଗ୍ନେୟାସ୍ତ୍ର ବ୍ୟବହାର କରୁଥିବା ୩୯ ଅପରାଧୀଙ୍କୁ ବାନ୍ଧି ଜେଲ୍‌ ପଠାଇଛି। ଏତେ ପରିମାଣର ପିସ୍ତଲ ଜବତ ହେବା କଥା କମିସନରେଟ୍‌ ପୁଲିସ […]

ସଂପୂର୍ଣ୍ଣ ପଢନ୍ତୁ

୪୨ ମୌଜା ରେ ସ୍ୱାଧ୍ୟାୟ ଭକ୍ତିଫେରୀ

କଟକ,୧୬/୧୦: ମହାରାଷ୍ଟ୍ରର ମହାନ ସନ୍ଥ ପାଣ୍ଡୁରଙ୍ଗ ଶାସ୍ତ୍ରୀ ଆଠୱଲେ ଙ୍କ ପ୍ରଣୋଦିତ୍ତ ସ୍ୱାଧ୍ୟାୟ ପରିବାର ପକ୍ଷରୁ ଭକ୍ତିଫେରୀରେ ଯୋଗ ଦେଇଛନ୍ତି ଅନେକ ସ୍ୱାଧ୍ୟାୟୀ ଦମ୍ପତ୍ତି।କଟକ, ଚୌଦ୍ଵାର , ଗୋପାଳପୁର ଓ ଭୁବନେଶ୍ୱରରୁ ଆସିଥିବା ଏହି ଦମ୍ପତିମାନେଗତ ୬-ଦିନ ଧରି ୪୨-ମୌଜାର ବ୍ରହ୍ମପୁର, ବେଣ୍ଟକାର, ଝାରକଟା ଆଦି ପଞ୍ଚାୟତର ବିଭିନ୍ନ ଗାଁରେ ରହି ବୈଦିକ ବିଚାର ବାଣ୍ଟୁଥିବା ଦେଖା ଯାଇଥିଲା। ତେବେ ମାନବ-ଈଶ୍ୱର ଓ ନିସର୍ଗ ର ସମ୍ବନ୍ଧ ବିଷୟରେ ଘରକୁ ଘର ବାର୍ତ୍ତା ଦେବା ଲକ୍ଷ୍ୟରେ ବୁଲୁଥିବା […]

ସଂପୂର୍ଣ୍ଣ ପଢନ୍ତୁ

ଏଥର ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ୍‌ ଓ ଓଲିଉଡ୍‌ କଳାକାର

କଟକ,୧୭/୧୦: ଆଉ ଦିନ କେଇଟା ପରେ କଟକରେ ଆରମ୍ଭ ହେବାକୁ ଯାଉଛି ବିଶ୍ଵପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା। ଚଳିତବର୍ଷ କଟକ-ଇନ୍-କଟକର ଥିମ୍ ରହିବ ଓଡିଆ ଭାଷା, ଓଡିଆ ସାହିତ୍ୟ। ବର୍ତ୍ତମାନ ସୁଦ୍ଧା ୪ ଜଣ ବଲିଉଡ୍ କଳାକାରଙ୍କ ସହ ଯୋଗାଯୋଗ ହୋଇସାରିଛି। ସେମାନେ ହେଉଛନ୍ତି ଶ୍ରେୟା ଘୋଷାଲ, ହର୍ଷଦୀପ୍ ସିଂ, ହମ୍ ସୁଫି ବ୍ୟାଣ୍ଡ୍ , ରିଷି। ଓଲିଉଡ୍‌ର ୧୪ ଜଣ କଳାକାରଙ୍କ ସହ ଚୁକ୍ତିନାମା ସରିଛି। ଏଥର ବାଲିଯାତ୍ରାରେ ୪ଟି ପ୍ରବେଶ ପଥ ଥିବାବେଳେ ପ୍ରସ୍ଥାନ ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ

ଏସଆଇ ନିଯୁକ୍ତି ଦୁର୍ନୀତିର ମୋଷ୍ଟ ଓ୍ବାଣ୍ଟେଡ ମୁନା ମହାନ୍ତି ଗିରଫ

ବ୍ରହ୍ମପୁର, ୧୭/୧୦: ଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ୟତମ ମୋଷ୍ଟ ଓ୍ବାଣ୍ଟେଡ ଅଭିଯୁକ୍ତ ମୁନା ମହାନ୍ତି ଧରାପଡ଼ିଛି। ନୟାଗଡ଼ ଜିଲା ଦଶପଲ୍ଲା ଅଞ୍ଚଳରୁ କ୍ରାଇମବ୍ରାଞ୍ଚ ମୁନାକୁ ଗୁରୁବାର ଗିରଫ କରିଛି। ଶହ ତାର ୨ସହଯୋଗି କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗୁରୁବାର ପ୍ରଥମେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ସ୍ଥାନରେ ଚଢ଼ାଉ କରାଯାଇଥିଲା। କିନ୍ତୁ ଚଢ଼ାଉ ପୂର୍ବରୁ ମୁନା ଫେରାର ହୋଇଯାଇଥିଲା। ପରେ କ୍ରାଇମବ୍ରାଞ୍ଚ ତାକୁ ଧରିବାରେ ସଫଳ ହୋଇଛି।ଏହି ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବେ […]

ସଂପୂର୍ଣ୍ଣ ପଢନ୍ତୁ

ନୂଆପଡ଼ା ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ଵର, ୧୬/୧୦:ନୂଆପଡା ଉପନିର୍ବାଚନ ଜିତିବା ପାଇଁ ବିଜେପି ଜୋରଦାର ଉଦ୍ୟମ କରିଛି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟ ପାଇଁ ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି ଦଳ । ଜୟଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଲିକାର ପ୍ରଥମେ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦ୍ୱିତୀୟରେ ସଭାପତି ମନ ମୋହନ ସାମଲ । ତିନି ଜଣ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱନୀ ବୈଷ୍ଣବ ଏବଂ ଜୁଏଲ […]

ସଂପୂର୍ଣ୍ଣ ପଢନ୍ତୁ