କୁଣ୍ଡି ସମବାୟ ସମିତି ଧାନକିଣା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ !
ମାହାଙ୍ଗା, ୧୦/୧: କୁଣ୍ଡି ପ୍ରାଥମିକ କୃଷି ସମବାୟ ସମିତି ଅଧିନରେ ଥିବା ସମସ୍ତ ଚାଷୀ ମାନେ କିପରି ମଣ୍ଡିରେ ଧାନ ବିକ୍ରି କରିପାରିବେ ସେଥିପାଇଁ ସମିତି ଦ୍ୱାରା ଗଠିତ ଧନକ୍ରୟ କମିଟିର ସଦସ୍ୟ ମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ସମିତିର ସଭାପତି ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କୁଣ୍ଡି, କୁହୁଣ୍ଡା, ସାହାପୁର, ମଧୁପୁର ଏବଂ ମୂଳବସନ୍ତ ଗ୍ରାମ ପଞ୍ଚାୟତର ଚାଷୀ ପ୍ରତିନିଧି, ସମିତିର ନିର୍ଦ୍ଦେଶକ, ଧାନକ୍ରୟ କମିଟିର […]
ସଂପୂର୍ଣ୍ଣ ପଢନ୍ତୁ