ଝଙ୍କଡ଼ ସାରଳା ପୀଠରେ ଭାଗବତ ପରାୟଣ ପ୍ରବଚନ ସମାରୋହ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଝଙ୍କଡ଼ :   ଆସନ୍ତା ଏପ୍ରିଲ 24 ତାରିଖ ଠାରୁ ମେ 1 ତାରିଖ ପର୍ଯ୍ୟନ୍ତ, ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠରେ ହେବାକୁ ଯାଉଥିବା ଶ୍ରୀମଦ ଭାଗବତ ପରାୟଣ ପ୍ରବଚନ ସମାରୋହ ଉପଲକ୍ଷେ ଏକ ପ୍ରସ୍ତୁତିବୈଠକ, ଶ୍ରୀଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ମାର୍ଗଦର୍ଶନ ରେ, ବାବାଜୀ ନୀଳାଚଳ ଦାସମହାରାଜ ଙ୍କ ଅଧ୍ୟକ୍ଷତା ରେ ଓ ପରିଚାଳନା ନିର୍ଦ୍ଦେଶକ ପଣ୍ଡିତ ପଣ୍ଡିତ ବିଶ୍ୱନାଥ ଶତପଥୀ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଅନୁଷ୍ଠିତ […]

ସଂପୂର୍ଣ୍ଣ ପଢନ୍ତୁ

ଅଖିଳ ଭାରତୀୟ ଗ୍ରାହକକଲ୍ୟାଣ ପରିଷଦର ଉପସଭାପତି ଙ୍କୁ ସମ୍ବର୍ଦ୍ଧନା

ଝଙ୍କଡ଼ :  ଅଖିଳ ଭାରତୀୟ ଗ୍ରାହକକଲ୍ୟାଣ ପରିଷଦ, ଓଡିଶା ଶାଖାର ଉପସଭାପତି ପଣ୍ଡିତ ଶରତ କୁମାର ଦାଶ ଙ୍କୁ ରାହାମା ଅନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ମହୋତ୍ସବର ମୁଖ୍ୟସଂଯୋଜକ ତଥା ସମ୍ପାଦକ ଡଃ ସୁନାକର ବେହେରା ଓ କମିଟିର କର୍ମକର୍ତ୍ତା ମାନଙ୍କ ପକ୍ଷରୁ ନୀଳଚକ୍ର ପ୍ରତିଭା ସମ୍ମାନ ଅର୍ପଣ କରାଯାଇଛି | ଶ୍ରୀ ଦାଶ ଜଣେ ନିସ୍ଵାର୍ଥପର ସମାଜସେବୀ, ଉଚ୍ଚକୋଟିର ଜ୍ୟୋତିର୍ବିତ ଓ ନିରପେକ୍ଷ ସାମ୍ବାଦିକ ଭାବରେ ସୁନାମ ଅର୍ଜ୍ଜନ କରିଥିବା ବେଳେ ବୈଦିକ କର୍ମକାଣ୍ଡ କ୍ଷେତ୍ରରେ ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ତିହୁଡା ମା ଜାଗୁଳାଇଙ୍କ ପୀଠରେ ତେଷଠିତମ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ

ଝଙ୍କଡ :  ବାଣୀକ୍ଷେତ୍ର ଜଗତସିଂହପୁରଜିଲ୍ଲା, ନାଉଗାଁ ବ୍ଲକ ଅଧିନ ତିହୁଡାଗ୍ରାମ ସ୍ଥିତ, ମା ଜାଗୁଳାଇ ଙ୍କ ପୀଠରେ ତେଷଠିତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ ଗତ ମାର୍ଚ୍ଚ ଚବିଶତାରିଖ ଠାରୁ ଶ୍ରୀମଦ ଭାଗବତ ପରାୟଣ ପ୍ରବଚନ, ପଞ୍ଚୁଦୋଳ ମେଳଣ, ଓ ମହାମନ୍ତ୍ର ନାମଯଜ୍ଞ ଆଦି ବୈଦିକ ବିଧିବିଧାନ ରେ ଅନୁଷ୍ଠିତ ହୋଇଯାଇଛି l ମା ଜାଗୁଳାଇ ମନ୍ଦିର ପରିଚାଳନା ସମିତି ର ସଭାପତି ତଥା ଶ୍ରୀ ଜଗନ୍ନାଥ ସଂସ୍କୃତିର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ହରହରି ମହାବୀରଙ୍କ ଦ୍ୱାଦଶବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ

ଝଙ୍କଡ଼  :  ତିର୍ତ୍ତୋଲବ୍ଲକ, ଗରାମ ପଞ୍ଚାୟତ ଅଧିନ, ପୁଣ୍ୟତୋୟା ହଂସୁଆନଦୀ ର ତଟଦେଶରେ, ବଡ଼ିଜଙ୍ଗା ଗ୍ରାମରେ ବିରାଜିତ ଶ୍ରୀ ଶ୍ରୀ ହରହରି ମହାବୀର ଙ୍କ ପୀଠସ୍ଥଳିରେ ଦ୍ୱାଦଶବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଗତ ଶନିବାରଦିନ ବିଳମ୍ବିତ ରାତ୍ରୀରେ, ବିପୁଳଜନସମାଗମ ମଧ୍ୟରେ ଉଦଯାପିତ ହୋଇଯାଇଛି | ଗତ ମାର୍ଚ୍ଚ 25 ତାରିଖରୁ ଆରମ୍ଭ ହୋଇଥିବା ଏହି ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ନିତ୍ୟପୂଜକ ବେଣୁଧର ଶତପଥୀ, ଯଜ୍ଞର ପ୍ରଧାନ ଆଚାର୍ଯ୍ୟ ପଣ୍ଡିତ ସୌମ୍ୟ ପ୍ରସାଦ ତ୍ରିପାଠୀ ଓ ସହଯୋଗୀ ଆଚାର୍ଯ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

“ପଢିବା ଗଢିବା ଓଡିଶା” ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

କଟକ : ୪୨ ମୌଜା ଦେଉଳି ସ୍ଥିତ ପି.ଏମ ଶ୍ରୀ ନୋଡାଲ ବିଦ୍ୟାପୀଠରେ “ପଢିବା ଗଢିବା ଓଡିଶା” ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଗୀତାଞ୍ଜଳୀ ମିଶ୍ର ଅଧ୍ୟକ୍ଷତା କରିଥିଲେ ଓ ସହ ଶିକ୍ଷୟତ୍ରୀ ଶ୍ରୀମତୀ ପୁଷ୍ପ ଲତା ସାହୁ ମଞ୍ଚ ପରିଚାଳନା କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା “ପଢିବା ଗଢିବା ଓଡିଶା” କାର୍ଯ୍ୟକ୍ରମ ପ୍ରଦର୍ଶନୀ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସାହିତ୍ୟ ସମାଜର […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀରାମ ଓ ପତିତପାବନ ଜୀଉଙ୍କ ମନ୍ଦିର ଓ ଶ୍ରୀବିଗ୍ରହ ପ୍ରତିଷ୍ଠା

ଝଙ୍କଡ଼  :   ତିର୍ତ୍ତୋଲବ୍ଲକ ଗୋବିନ୍ଦପୁର ସ୍ଥିତ ପ୍ରଭୁ ଶ୍ରୀରାମ ଓ ପତିତପାବନଜୀଉ ଙ୍କ ନବନିର୍ମିତ ଭବ୍ୟମନ୍ଦିର ଓ ଶ୍ରୀଜୀୟୁ ମାନଙ୍କ ପ୍ରତିଷ୍ଠା ସହିତ, ଗତ ବାଇଶିତାରିଖରୁ ଆରମ୍ଭ ହୋଇଥିବା ବିଶ୍ଵଶାନ୍ତି ଯଜ୍ଞ ର ପୂର୍ଣ୍ଣାହୁତି ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି | ବୈଦିକ ରୀତିନୀତି ରେ ଆଚାର୍ଯ୍ୟମାନଙ୍କ ଦ୍ୱାରା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଶ୍ରୀରାମସେବାସଙ୍ଗଠନ ର ସଭାପତି ଭାସ୍କର ଚନ୍ଦ୍ର ନାୟକ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରତିଦିନ ସଂଧ୍ୟାରେ ପୁରୀ […]

ସଂପୂର୍ଣ୍ଣ ପଢନ୍ତୁ

ରାହାମା ରେ ଆନ୍ତର୍ଜ୍l ତୀୟ ଶ୍ରୀ ଜଗନ୍ନାଥ ମହୋତ୍ସବ ଉଦଯାପିତ

ଝଙ୍କଡ଼  : ବାଣୀକ୍ଷେତ୍ର ଜଗତସିଂହପୁରଜିଲ୍ଲାର ବାଣିଜ୍ୟକେନ୍ଦ୍ର, ରାହାମା ସାରଳା କଲେଜ ପଡିଆରେ, ଗତ ମାର୍ଚ୍ଚ 11 ତାରିଖରୁ ଆରମ୍ଭ ହୋଇଥିବା ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ମହୋତ୍ସବ, ବିପୁଳଆନନ୍ଦଉଲ୍ଲାସ ମଧ୍ୟରେ ମାର୍ଚ୍ଚ 18 ତାରିଖ ବୁଧବାର ଦିନ ବିଳମ୍ବିତ ରାତ୍ରୀ ରେ ଉଦଯାପିତ ହୋଇଯାଇଛି l ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବା ଭାଗବତ ପ୍ରଚାରସମିତି ଆନୁକୂଲ୍ୟରେ ଆୟୋଜିତ ଏହି ମହାନ ଆଧ୍ୟାତ୍ମିକ, ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଶାରଦାପୀଠ ଶ୍ରୀଙ୍ଗେରୀ କର୍ଣ୍ଣାଟକ ର ଶ୍ରୀମଦ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ […]

ସଂପୂର୍ଣ୍ଣ ପଢନ୍ତୁ

ଫସଲ ଅମଳ ଖଳାସ୍ଥାନ ପରିବର୍ତ୍ତନ ନେଇ ବିଡ଼ିଓ ଙ୍କୁ ଗୁହାରି କଲେ ଗ୍ରାମବାସୀ

ଝଙ୍କଡ :  ଜନସାଧାରଣ ଙ୍କ ହିତ ସାଧନ ନିମନ୍ତେ ସରକାର ଙ୍କ ତରଫରୁ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପଞ୍ଚାୟତ ସ୍ଥରରେ ଗ୍ରାମସଭା ଆୟୋଜନ କରାଯାଇ ପଞ୍ଚାୟତବାସୀ ଙ୍କ ମତ ଅନୁସାରେ ସ୍ଥିର କରାଯାଇଥାଏ | ହେଲେ ଅନେକ ସମୟରେ କିଛି କୁଚକ୍ରୀ ଙ୍କ ଦ୍ୱାରା ସରକାରୀ ଅଧିକାରୀ ବା କର୍ମଚାରୀ ମାନଙ୍କୁ କରାୟତ କରି ଜନହିତକାରୀ ପ୍ରକଳ୍ପ ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ସାଧାରଣ ଜନତାଙ୍କୁ ହତାଶ କରାଯାଇଥାଏ | ଅଧିକାଂଶ ସମୟରେ ସରକାରୀ କଳ […]

ସଂପୂର୍ଣ୍ଣ ପଢନ୍ତୁ

ନବମଶ୍ରେଣୀ ଛାତ୍ର ସ୍ମୃତିଶୁଭମ ସେଠୀ ନିଖୋଜ, ପରିବାର ପକ୍ଷରୁ କନକପୁର ପୋଲିସ ଫାଣ୍ଡିରେ ଏତେଲା

ଝଙ୍କଡ଼  :  ତିର୍ତ୍ତୋଲ ବ୍ଲକ କନକପୁର ପଞ୍ଚାୟତ ଅଧିନ ତରାପୁର ଗ୍ରାମର ଚନ୍ଦନ ସେଠୀ ଙ୍କର ବଡପୁଅ ସ୍ମୃତିଶୁଭମ ସେଠୀ, କନକପୁର ସାରଦା ଏକାଡେମୀ ରେ ନବମଶ୍ରେଣୀ ରେ ପାଠ ପଢେ । ଗତ ସୋମବାର ପୂର୍ବାହ୍ନ ରେ ଏକ ଘରୋଇ କୋଚିଙ୍ଗ ସେଣ୍ଟର କୁ ପାଠ ପଢିବାକୁ ଯାଉଛି କହି ଘରୁ ବାହାରିଯାଇଥିଲେ ମଧ୍ୟ ଟିଉସନ କୁ ନଯାଇ ଅନ୍ୟଆଡେ ବୁଲୁ ଥିବାର ଦେଖି ତାର ବାପା ଟିକେ କଡାଭାଷା ରେ ପିଲାକୁ ଆକଟ କରିଥିଲେ […]

ସଂପୂର୍ଣ୍ଣ ପଢନ୍ତୁ

ଏମ ଏସ କୋଟିଙ୍ଗ କ୍ରିକେଟ କ୍ଲବର ନାଇଟମ୍ୟାଚ ଉଦଘାଟିତ

ଝଙ୍କଡ଼  : ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁରସ୍ଥିତ ବସନ୍ତବଗିଚା ଖେଳପଡିଆରେ ଗତ ରବିବାର ସନ୍ଧ୍ୟାରେ, ସାରଳାକ୍ଲବ ଆନୁକୂଲ୍ୟରେ, ଏମ ଏସ କୋଟିଙ୍ଗ କ୍ରିକେଟ କ୍ଲବ ର ତୃତୀୟବାର୍ଷିକ ନାଇଟ ମ୍ୟାଚ ବିପୁଳଆନନ୍ଦଉଲ୍ଲାସ ମଧ୍ୟରେ ଉଦଘାଟିତ ହୋଇଯାଇଛି  | ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ, ରାଜ୍ୟ ଜଳସମ୍ପଦ ବିଭାଗ ର ସର୍ବୋଚ୍ଚଯନ୍ତ୍ରୀ ଇଂ ଭକ୍ତରଞ୍ଜନ ମହାନ୍ତି ଯୋଗଦେଇ, କ୍ରିକେଟଖେଳ ମାଧ୍ୟମରେ ଉତ୍ତମସ୍ୱାସ୍ଥ୍ୟଲାଭ ସହିତ ଟିମୱାର୍କ, ଉତ୍ସାହ, ଉଦ୍ଦୀପନା ପାଇଁ ପ୍ରେରଣା ଯୋଗାଇ ଆସିଛି ବୋଲି […]

ସଂପୂର୍ଣ୍ଣ ପଢନ୍ତୁ