ଅଲୌକିକ ଶକ୍ତିର ପୀଠ ବାବା ବାଲୁଙ୍କେଶ୍ୱର: ୪୨ ମୌଜା ଦେଉଳି ଗ୍ରାମରେ ବିଶ୍ୱଶାନ୍ତି ନିମନ୍ତେ ପୂଜାର୍ଚ୍ଚନା

କଟକ, ୧୪/୦୧  : କଟକ ଜିଲ୍ଲା ନିକଟବର୍ତ୍ତୀ ୪୨ ମୌଜା ଅନ୍ତର୍ଗତ ଦେଉଳି ଗ୍ରାମରେ ବିରାଜମାନ କରିଛନ୍ତି ପ୍ରଭୁ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମହାଦେବ। ଏହି ପୁରାତନ ପୀଠର ମହିମା ଅପାର। ପ୍ରଭୁ ଏଠାରେ ‘ପାତାଳଫୁଟା’ ଲିଙ୍ଗ ରୂପେ ଆବିର୍ଭାବ ହୋଇ ଭକ୍ତଙ୍କ ମନୋବାଞ୍ଛା ପୂର୍ଣ୍ଣ କରୁଛନ୍ତି। ସେ ମଙ୍ଗଳମୟ, ସର୍ବଶକ୍ତିମାନ ଏବଂ ସର୍ବବ୍ୟାପୀ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ସମସ୍ତଙ୍କର ଅତି ପ୍ରିୟ। ତାଙ୍କ ନାମ ସ୍ମରଣ ମାତ୍ରେ ସମସ୍ତ ରୋଗରୁ ମୁକ୍ତି ମିଳେ ବୋଲି […]

ସଂପୂର୍ଣ୍ଣ ପଢନ୍ତୁ

କାବଲପୁର ପୀଠରେ ସନ୍ଥ ବିଧାର ଗୋସେଇଁଙ୍କ ଜନ୍ମୋତ୍ସବ ଓ ସାରସ୍ୱତ ଆଲୋଚନା ଚକ୍ର ଅନୁଷ୍ଠିତ

ଝଙ୍କଡ଼, ୧୪/୦୧/୨୦୨୬ : ଗଜପତି କପିଳେନ୍ଦ୍ର ଦେବଙ୍କ ସମସାମୟିକ ମହାନ ଆଧ୍ୟାତ୍ମିକ ମାର୍ଗଦର୍ଶକ ସନ୍ଥ ବାବା ବିଧାର ଗୋସେଇଁଙ୍କ ଜନ୍ମଉତ୍ସବ ଅବସରରେ ଏକ ଭବ୍ୟ ଆଧ୍ୟାତ୍ମିକ ସାରସ୍ୱତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ, ମୂଳିସିଂହ ପଞ୍ଚାୟତ ଅନ୍ତର୍ଗତ କାବଲପୁର ବାଘୁଆବାରି ସ୍ଥିତ ବାବାଙ୍କ ପୀଠସ୍ଥଳୀଠାରେ ପବିତ୍ର ମକର ସଂକ୍ରାନ୍ତି ତିଥିରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ପ୍ରଜ୍ଞା ଶିରୋମଣି ପ୍ରତିଷ୍ଠାନର ପ୍ରତିଷ୍ଠାତା ସଭାପତି ତଥା ବିଶିଷ୍ଟ ସାରସ୍ୱତ ସାଧକ ଓ ଦାର୍ଶନିକ ଡଃ […]

ସଂପୂର୍ଣ୍ଣ ପଢନ୍ତୁ

ତିର୍ତ୍ତୋଲ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବାଣୀପର୍ବ ପାଳନ ଓ ମକର ମିଳନ ଉତ୍ସବ

ଝଙ୍କଡ଼ (14/1/2026) :  ତିର୍ତ୍ତୋଲ ସମ୍ବାଦ ଘର ଆନୁକୂଲ୍ୟରେ ପବିତ୍ର ମକରସଂକ୍ରାନ୍ତି ଦିନ ପୂର୍ବାହ୍ନ ରେ ସାରଳାରୋଡ଼ ଦୋସଡିକ ଛକ ସ୍ଥିତ ସାରଳା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରେ, ବାଣୀପର୍ବ ପାଳନ, କବିତା ପଠନ ଓ ମକରମିଳନ ଉତ୍ସବ ବିପୁଳଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଝଙ୍କଡ଼ ରତ୍ନ ଗୋଲକ ବିହାରୀ ପଲାଇ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସାରସ୍ୱତ କାର୍ଯ୍ୟକ୍ରମ ରେ ସାହିତ୍ୟଘର ର ସମ୍ପାଦକ ପଣ୍ଡିତ ବାସବ ନନ୍ଦ ସ୍ୱାଗତ ଭାଷଣ ଓ […]

ସଂପୂର୍ଣ୍ଣ ପଢନ୍ତୁ

ମାନବିକତାର ପରିଭାଷା: ଆଦିବାସୀ ବୃଦ୍ଧଙ୍କ ଶେଷ ଯାତ୍ରାରେ ସାଥି ସାଜିଲେ ସମାଜସେବୀ ଅଖିଳେଶ

 ମାହାଙ୍ଗା (୧୩/୦୧): ସମାଜରେ ସେବା, ତ୍ୟାଗ ଓ ସମର୍ପଣର ମନୋଭାବ ହିଁ ଜଣେ ବ୍ୟକ୍ତିକୁ ପ୍ରକୃତ ମଣିଷ ଭାବେ ଗଢ଼ିତୋଳେ। ଏଭଳି ଏକ ବିରଳ ଉଦାହରଣ ଦେଖିବାକୁ ମିଳିଛି ମାହାଙ୍ଗା ଅଞ୍ଚଳରେ, ଯେଉଁଠି ଜଣେ ନିସ୍ୱାର୍ଥପର ସମାଜସେବୀ ଜଣେ ଅସହାୟ ଆଦିବାସୀ ବୃଦ୍ଧଙ୍କ ଶବକୁ କାନ୍ଧ ଦେଇ ସାମାଜିକ ପ୍ରତିବଦ୍ଧତାର ପରିଚୟ ଦେଇଛନ୍ତି। ମାହାଙ୍ଗା ଥାନା ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଆଦିବାସୀ ବସ୍ତିର ବାସିନ୍ଦା ରବି ମୁଣ୍ଡା। ସେ ଜଣେ ଅତ୍ୟନ୍ତ ଗରିବ, ଭୂମିହୀନ ଦିନମଜୁରିଆ ହୋଇଥିଲେ […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ

କଟକ ସଦର : ବୟାଳିଶ ମୌଜା ଅନ୍ତର୍ଗତ ଶ୍ରୀରାମ-ଦଧିବାମନପୁର ସ୍ଥିତ ଶ୍ରୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ପାରମ୍ଭରେ ବିଦ୍ୟାଳୟର ସମ୍ପାଦକ ରବୀନ୍ଦ୍ର କୁମାର ଦେବତା, ସହ ସମ୍ପାଦିକା ସୁମିତା ଦେବତା, ପ୍ରଧାନ ଆଚାର୍ଯ୍ୟ ବିଶ୍ୱରଂଜନ ତ୍ରିପାଠୀ ପ୍ରମୁଖ ସ୍ୱାମୀ ବିବେକାନନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଓ ସମାଜ ସଂସ୍କାର ନିମନ୍ତେ ଯୁବ ସମାଜ ପ୍ରତି ତାଙ୍କର […]

ସଂପୂର୍ଣ୍ଣ ପଢନ୍ତୁ

୨୦୧୨ ବ୍ୟାଚ ଛାତ୍ରଛାତ୍ରୀ ଙ୍କ ବନ୍ଧୁ ମିଳନ

କଟକ  : ୪୨ ମୌଜା ସ୍ଥିତ ବଳିବାମନ ପୀଠ ରେ ବାଲୁଙ୍କେଶ୍ୱର ବିଦ୍ୟାପୀଠ ଦେଉଳି ର ୨୦୧୨ ବ୍ୟାଚ ଛାତ୍ର ଙ୍କ ଦ୍ଵାରା ଏକ ବନ୍ଧୁ ମିଳନ ର ସମାରୋହ ଅତି ଆଡ଼ମ୍ବରପୂର୍ଣ୍ଣ ରେ ଆୟୋଜନ କରାଯାଇ ଥିଲା। ସବୁ ଛାତ୍ର ଛାତ୍ରୀ ମାନେ ନିଜ ନିଜର ବହୁ ମୂଲ୍ୟ ସମୟ ଦେଇ, ବହୁତ୍ ଆନନ୍ଦ ର ସହ ଆୟୋଜନ କୁ ଆଗେଇ ନେଇ ଥିଲେ । ସମସ୍ତଙ୍କ ଖୁସି ପାଇଁ ମ୍ୟୁଜିକ ଚେୟାର ଗୋଲି ଚାମଚ୍ […]

ସଂପୂର୍ଣ୍ଣ ପଢନ୍ତୁ

ଯୁବମାନସର ପ୍ରତୀକ ସ୍ୱାମୀ ବିବେକାନନ୍ଦ: ସେଣ୍ଟ ଜାଭିୟର୍ସ ସ୍କୁଲରେ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ପାଳିତ

ଝଙ୍କଡ଼, ୧୨/୦୧: ଜଗତସିଂହପୁର ସାରସ୍ୱତ ପରିଷଦ ଆନୁକୂଲ୍ୟରେ ମୂଳିସିଂହ, ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ବିଶ୍ୱପ୍ରସିଦ୍ଧ ଦାର୍ଶନିକ ତଥା ସମାଜ ସଂସ୍କାରକ ସ୍ୱାମୀ ବିବେକାନନ୍ଦଙ୍କ ୧୬୩ତମ ଜୟନ୍ତୀ ଏବଂ ଜାତୀୟ ଯୁବ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ପରିଷଦର ସଭାପତି ତଥା ପ୍ରାକ୍ତନ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ। ସେ ନିଜ ଅଭିଭାଷଣରେ କହିଥିଲେ ଯେ, ସ୍ୱାମୀଜୀ ଥିଲେ ଯୁବମାନସର ପ୍ରତୀକ। ଏହି ଯୋଗଜନ୍ମା ମହାପୁରୁଷଙ୍କ ଜନ୍ମଦିବସକୁ […]

ସଂପୂର୍ଣ୍ଣ ପଢନ୍ତୁ

ମା’ ସାରଳାଙ୍କ ପୀଠରେ ନାଟ୍ୟମଣ୍ଡପ ନିର୍ମାଣ ପାଇଁ ଦାବି: କ୍ଷୋଭ ପ୍ରକାଶ କଲେ ବରିଷ୍ଠ ଯାତ୍ରା କଳାକାର ଦୈତାରୀ ପଣ୍ଡା

ଝଙ୍କଡ଼, ୧୨/୦୧: କଳାର ଅଧିଷ୍ଠାତ୍ରୀ ଦେବୀ ମା’ ସାରଳାଙ୍କ ପୀଠରେ ଦୀର୍ଘ ବର୍ଷ ଧରି ନାଟ୍ୟମଣ୍ଡପ ନଥିବାରୁ କଳାକାରମାନେ ନିରାଶ ହେଉଛନ୍ତି। ଏନେଇ ଯାତ୍ରା ଜଗତର ଖ୍ୟାତନାମା ଖଳନାୟକ ତଥା ଉତ୍କଳ ଯାତ୍ରାଶିଳ୍ପୀ ସଙ୍ଘର ପ୍ରାକ୍ତନ ସଭାପତି ଦୈତାରୀ ପଣ୍ଡା ଗଭୀର କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ମଣ୍ଡପ ନିର୍ମାଣ ପାଇଁ ଦୃଢ଼ ଦାବି କରିଛନ୍ତି। ସୋମବାର ସନ୍ଧ୍ୟାରେ ମା’ଙ୍କ ଦର୍ଶନ ପାଇଁ ଆସିଥିବା ଅବସରରେ ଶ୍ରୀ ପଣ୍ଡା ଗଣମାଧ୍ୟମ ଆଗରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

ସଅଁରା ସରକାରୀ ଉଚ୍ଚ ବିଦ୍ୟାଳୟରେ ୫୧ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଓ ବିବେକାନନ୍ଦ ଜୟନ୍ତୀ ପାଳିତ

ଝଙ୍କଡ଼, ୧୨/୦୧: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ୫୧ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ସୋମବାର ଦିନ ବିଦ୍ୟାଳୟ ଖେଳପଡିଆରେ ଆୟୋଜିତ ଏହି ଉତ୍ସବରେ କ୍ରୀଡ଼ା ପତାକା ଉତ୍ତୋଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମହାମାୟା ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନରୋତ୍ତମ ଭୂୟାଁ, ସ୍ଥାନୀୟ ସରପଞ୍ଚ ବିକ୍ରମ କିଶୋର ସ୍ୱାଇଁ, ପରିଚାଳନା […]

ସଂପୂର୍ଣ୍ଣ ପଢନ୍ତୁ

ଆଦିକବି ସାରଳା ଦାସଙ୍କ ବଂଶଧର ତଥା ଧର୍ମପ୍ରାଣା ମହିଳା ଅନୁସୂୟା ପରିଜାଙ୍କ ପରଲୋକ

ଝଙ୍କଡ଼, ୧୧/୦୧: ଓଡ଼ିଆ ସାହିତ୍ୟର ଆଦିକବି ଶୁଦ୍ରମୁନି ସାରଳା ଦାସଙ୍କ ବଂଶଧର ତଥା ଅଞ୍ଚଳର ଜଣେ ବିଶିଷ୍ଟ ଧର୍ମପ୍ରାଣା ମହିଳା ଅନୁସୂୟା ପରିଜାଙ୍କର ରବିବାର ପୂର୍ବାହ୍ନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ, ଆଦିକବିଙ୍କ ଜନ୍ମମାଟି ବଡ଼ସରୋଳ ସ୍ଥିତ କାଳୀନାଗ ଗାଦିଘର ସମ୍ମୁଖରେ ଥିବା ନିଜ ବାସଭବନରେ ହୃଦଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିଲା। ସ୍ୱର୍ଗତା ଅନୁସୂୟା ଜଣେ ପତିବ୍ରତା, ଆଦର୍ଶ ଗୃହିଣୀ ଏବଂ ପରୋପକାରୀ ମହିଳା ଭାବେ […]

ସଂପୂର୍ଣ୍ଣ ପଢନ୍ତୁ