ବେଧଡକ ଚାଲିଛି ଲଘୁ ଖଣିଜ ପଦାର୍ଥ ଲୁଟ

ରଣପୁରଗଡ, ୧୯/୧୨: ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅଞ୍ଚଳରେ ବେଧଡ଼କ ଭାବେ ଚାଳିଛି ଲଘୁ ଖଣିଜ ପଦାର୍ଥ ଲୁଟ୍‌। ଲଘୁଜାତ ଖଣିଜ ପଦାର୍ଥ ରାଜସ୍ୱ ବିଭାଗ ହାତରୁ ଖଣି ବିଭାଗକୁ ଯିବା ପରେ ଚୋରା ଖଣି ବଢିବା ସାଙ୍ଗକୁ ନିଲାମ ଖଣିରୁ ଅନୁମତିଠାରୁ ଅଧିକ ଖନନ ହେଉଛି। ସେଗୁଡ଼ିକୁ ଖେ।ର୍ଦ୍ଧା ଜିଲ୍ଲା ତାପଙ୍ଗ ଅଞ୍ଚଳକୁ ପ୍ରତି ଦିନ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି। ସରକାର ଲଘୁଜାତ ଖଣିଜ ପଦାର୍ଥ ଚୋରା ଚାଲାଣ […]

ସଂପୂର୍ଣ୍ଣ ପଢନ୍ତୁ

କୋରାପୁଟ ଜିଲ୍ଲାର ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ” ପରବ-୨୦୨୫” ର ଶୁଭାରମ୍ଭ

କୋରାପୁଟ,୧୯/୧୨: କୋରାପୁଟ ଜିଲ୍ଲାର ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ପରବ -୨୦୨୫ ଶୁଭାରମ୍ଭ ହୋଇଯାଇଛି। କୋରାପୁଟ ଜିଲ୍ଲା ସଂସ୍କୃତି ପରିଷଦ ଦ୍ବାରା ୧୯୯୬ ମସିହା ଠାରୁ ପ୍ରତିବର୍ଷ ପାଳିତ ହୋଇଆସୁଛି ପରବ।୧୯୯୬ ଠାରୁ ସଫଳତାର ପାହାଚ ଅତିକ୍ରମ କରି ପରବ ଏବେ ୨୮ ବର୍ଷରେ ପଦାର୍ପଣ କରିଛି।”ପରବ”କୈାଣସି ଗୋଷ୍ଠୀ ,ଜାତି, ଧର୍ମର ଏକ ପର୍ବ ନୁହେଁ।ଏହା ହେଉଛି ଅବିଭକ୍ତ କୋରାପୁଟ ଜିଲ୍ଲାର ମୁଖ୍ୟ ଲୋକ ମହୋତ୍ସବ ସହ ବର୍ତ୍ତମାନ ଜାତୀୟ ସ୍ତରୀୟ ‘ପରବ ‘ ଭାବେ ପରିଚିତ।ଜାତୀୟ […]

ସଂପୂର୍ଣ୍ଣ ପଢନ୍ତୁ

ଜୟପୁରରେ ସିରିଜ ଦୁର୍ଘଟଣା

ଜୟପୁର-ଜୟପୁର ଜାତୀୟରାଜପଥ-୨୬ ଜୟପୁର ର ସୁନାବେଡାଠାରେ ସିରିଜ ଦୁର୍ଘଟଣା ଘଟିଛି । ବ୍ରେକଫେଲ ହେବାରୁ କାରଣରୁ ଭାରସ୍ୟାମ ହରାଇ ଗୋଟିଏ ଟ୍ରକ ଦୁଇଟି କାର ଓ ସାତଟି ବାଇକକୁ ଧକ୍କା ଦେଇଛି । ଏହି ଦୁର୍ଘଟଣା ଅପରାହ୍ଣ ୧ ଟେ ସମୟରେ ଘଟିଛି। ଟ୍ରକ ଟି କିଛିବାଟ ଗଲାପରେ ଜାତୀୟରାଜପଥ କଡ଼ରେ ଥିବା ବିଦୁତ୍ ଖୁଣ୍ଟରେ ଧକ୍କାଦେଇ ଅଟକିଥିଲା । ଦୁର୍ଘଟଣାରେ ସାତଟି ବାଇକ୍ ଚୁରମାର ହେବାସହ ବିଦୁତ୍ ଖୁଣ୍ଟଟି ସଂପୁର୍ଣ୍ଣ ଭାଙ୍ଗିଯାଇଛି। ଯାହାଫଳରେ କିଛି ସମୟଧରି […]

ସଂପୂର୍ଣ୍ଣ ପଢନ୍ତୁ

ଲାଞ୍ଚ ମାମଲା: ପୂର୍ବତନ ସିଡିପିଓଙ୍କୁ ୪ ବର୍ଷ ଜେଲ

ଭବାନୀପାଟଣା, ୧୯/୧୨: ଏକ ସ୍ବୟଂ ସହାୟିକା ଗୋଷ୍ଠୀଠାରୁ ୮୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଲାଞ୍ଜିଗଡ଼ର ପୂର୍ବତନ ସିଡିପିଓ ମୀନା ପାତ୍ରଙ୍କୁ ଭିଜିଲାନ୍ସ କୋର୍ଟ ୪ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଜିଲା କାରାଗାରକୁ ପଠାଇ ଦିଆଯାଇଛି।ସୂଚନା ଅନୁଯାୟୀ, ଲାଞ୍ଜିଗଡର ତତ୍କାଳୀନ ସିଡ଼ିପିଓ ମୀନା ପାତ୍ର ଗତ ୨୦୨୧ ଅକ୍ଟୋବର ୧ରେ ଯୋଗମାୟା ଏସଏଚଜି ସଭାପତି ସରୋଜିନୀ ପ୍ରଧାନଙ୍କଠାରୁ ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ […]

ସଂପୂର୍ଣ୍ଣ ପଢନ୍ତୁ

କର୍ମଯୋଗୀ, ସ୍ୱାଧୀନତା ସଂଗ୍ରାମୀ ଇ° ଗୁଣନିଧି ମହାନ୍ତିଙ୍କ ଶ୍ରାଦ୍ଧ ଦିବସ ପାଳିତ

କଟକ ସଦର,୧୮/୧୨: କଟକ ସଦର ବୟାଳିଶମୌଜା ସ୍ଥିତ ଦେଉଳି ନିବାସୀ କର୍ମଯୋଗୀ, ସ୍ୱାଧୀନତା ସଂଗ୍ରାମୀ ଇ° ଗୁଣନିଧି ମହାନ୍ତିଙ୍କ ୬୪ତ୍ତମ ଶ୍ରାଦ୍ଧ ବାର୍ଷିକୀ ଗତ କାଲି ନିଜ ଜନ୍ମ ମାଟିରେ ସ୍ୱାଧୀନତା ସଂଗ୍ରାମୀ ଗୁଣନିଧି ସ୍ମୃତି କମିଟି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ପାରମ୍ଭରେ ତାଙ୍କ ସମ୍ମାନାର୍ଥେ ତାଙ୍କ ତୈଳ ଚିତ୍ର ଫଟୋରେ ପୁଷ୍ପମାଲ୍ୟ ଦିଆଯାଇ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା। ବୈଠକରେ ସମ୍ମାନୀୟ ଅତିଥି ମାନେ ସ୍ବର୍ଗତ ମହାନ୍ତିଙ୍କ ଗୁଣାବଳୀ, ଜୀବନ ଦର୍ଶନ ଓ ତାଙ୍କ ସେବା କାର୍ଯ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାରେ: କ୍ରାଇମ୍ ସିନ୍ ରିକ୍ରିଏସନ୍‌ କଲା ପୁଲିସ୍‌

ଭୁବନେଶ୍ଵର, ୧୯/୧୨: ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି । ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାତୀକୁ ନେଇ ପୁଲିସ୍‌ ଆଜି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି। ଗତକାଲି ସ୍ପେଶାଲ ସ୍କ୍ୱାର୍ଡ ଓ ଧଉଳି ଥାନା ପୁଲିସ ଜୋକର ହାପି ହାତୀକୁ ଗଞ୍ଜାମରୁ ଗିରଫ କରିଥିଲା। ପୂର୍ବରୁ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ ।ଧଉଳି ଗଣଦୁଷ୍କର୍ମ ମାମଲାକୁ ରେଡଫ୍ଲାର୍ଗ ଅନ୍ତର୍ଭୁକ୍ତ କରାଯାଇଛି । […]

ସଂପୂର୍ଣ୍ଣ ପଢନ୍ତୁ

ପୁଲିସ ଏସ୍‌ଆଇ ନିଯୁକ୍ତିରେ ଜାଲିଆତି ଘଟଣା: ଆଜିଠୁ ୪ଦିନିଆ ରିମାଣ୍ଡରେ ଶଙ୍କର, ସୁରେଶ ଓ ସାଗର

ଭୁବନେଶ୍ବର, ୧୯/୧୨: ପୁଲିସ ସବ୍‌ ଇନ୍ସପେକ୍ଟର (ଏସ୍ଆଇ) ପରୀକ୍ଷା ଜାଲିଆତି ଘଟଣାର ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ସିବିଆଇ। ଏହି ଘଟଣାର ମୁଖ୍ୟ କାର୍ପଟଦାର ଶଙ୍କର ପୃଷ୍ଟି, ସିଲିକନ ଟେକ୍‌ଲାବ୍‌ ନିର୍ଦେଶକ ସୁରେଶ ନାୟକ ଓ ସାଗର ଗୌଡ଼କୁ ଶୁକ୍ରବ‌ାରଠାରୁ ୪ଦିନିଆ ରିମାଣ୍ଡରେ ନେବାକୁ ସ୍ବତନ୍ତ୍ର ସିବିଆଇ ଅଦାଲତ ଅନୁମତି ଦେଇଛନ୍ତି। ଝାରପଡ଼ା କାରାଗାରରୁ ୩ଜଣଙ୍କୁ ନେଇ ପଚରାଉଚରା କରିବ ତଦନ୍ତକାରୀ ସଂସ୍ଥା‌। ଏହି ୩ ଅଭିଯୁକ୍ତ ଏସ୍‌ଆଇ ଅନିୟମିତତାର ମୁଖ୍ୟ ଖଳନାୟକ। ବିଶେଷକରି ଶଙ୍କରଠାରୁ […]

ସଂପୂର୍ଣ୍ଣ ପଢନ୍ତୁ

ମେଡିସିନ୍‌ ଫୋପାଡିବା ଘଟଣା: ଦୁଇ ଏଏନଏମ ନିଲମ୍ବିତ

ବାଲେଶ୍ୱର, ୧୯/୧୨: ବାଲେଶ୍ୱର ଜିଲା ସୋରରେ ରାସ୍ତାକଡରେ ମେଡିସିନ୍‌ ଫୋପାଡିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣା ପାଇଁ ଦୁଇ ଜଣ ଏଏନଏମ୍‌ କର୍ମୀଙ୍କୁ ନିଲମ୍ବିତ କରିଛନ୍ତି ବାଲେଶ୍ୱର ସିଡିଏମଓ । କୁଲିଗାଁ ଏଏନଏମ ତନୁସ୍ମିତା ନାୟକ ଓ ଇଞ୍ଚୁଡି ସବସେଣ୍ଟର ଏଏନଏମ କବିତା ବେହେରା ନିଲମ୍ବିତ ହୋଇଛନ୍ତି । ରେମୁଣା ମେଡିକାଲ ଇନଚାର୍ଜ ଡା.ରାମଚନ୍ଦ୍ର କିସ୍କୁ ଏନେଇ ସୂଚନା ଦେଇଛନ୍ତି । ଗତ ୧୧ ତାରିଖରେ ରେମୁଣା ନିମିକି ଛକ ରାସ୍ତାରେ ପଡିଥିଲା […]

ସଂପୂର୍ଣ୍ଣ ପଢନ୍ତୁ

କଟକ ପୋତାପୋଖରୀ ନୂଆବଜାର ରେ ନବମବାର୍ଷିକ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର

ଝଙ୍କଡ଼, ୧୮/୧୨: ଜଗନ୍ନାଥ ଭକ୍ତସମାଜ ଆନୁକୂଲ୍ୟରେ, କଟକ ପୋତାପୋଖରୀ, ନୂଆବଜ଼ାର ସ୍ଥିତ ନେତାଜୀ ଖେଳପଡିଆ ରେ ଗତ 15 ତାରିଖ ସୋମବାର ଠାରୁ ଆରମ୍ଭ ହୋଇଥିବା, ନବମବାର୍ଷିକ ଜଗନ୍ନାଥ ପାଞ୍ଚରାତ୍ର ମହୋତ୍ସବ ଓ ମହାପ୍ରଭୁ ଜଗନ୍ନାଥଙ୍କ ଚବିଶବେଶ ପ୍ରଦର୍ଶନ, ଓ ପ୍ରତ୍ୟେହ ପ୍ରାତଃ ସମୟରେ ପ୍ରଶିକ୍ଷଣ ଶିବିର ଆଦି ଆଧ୍ୟାତ୍ମିକ, ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହେଉଅଛି l ଏହି ଅବସରରେ ଆୟୋଜିତ ତୃତୀୟ ସନ୍ଧ୍ୟାରେ ଅନୁଷ୍ଠାନର ମାର୍ଗଦର୍ଶକ ତଥା ଧାରାବାହିକ […]

ସଂପୂର୍ଣ୍ଣ ପଢନ୍ତୁ

ଏରକଣାରେ ସଂସ୍କାରକ ବୈରାଗୀ ମିଶ୍ରଙ୍କ ଜୟନ୍ତୀ ସମାରୋହ

ମାହାଙ୍ଗା, ୧୮/୧୨: ମାହାଙ୍ଗା ସାରସ୍ୱତ ସେବାମଞ୍ଚ ପକ୍ଷରୁ ସଂସ୍କାରକ ବୈରାଗୀ ମିଶ୍ରଙ୍କ ୧୪୧ ତମ ଜନ୍ମ ଜୟନ୍ତୀ ଏରକଣା ଠାରେ ଶିକ୍ଷାବିତ ଡକ୍ଟର ଭାବଗ୍ରାହୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l କୁସଂସ୍କର ଓ ଅନ୍ଧ ବିଶ୍ୱାସ ବିରୁଦ୍ଧରେ ଜନମତ ସୃଷ୍ଟି କରିବାରେ ସଂସ୍କାରକ ବୈରାଗୀ ମିଶ୍ର ଜଣେ ନିର୍ଭିକ ଓ କ୍ରାନ୍ତିଦ୍ରଷ୍ଟା ପୁରୁଷ ଥିଲେ ବୋଲି ଜୟନ୍ତୀ ସଭାରେ ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ମତ ପୋଷଣ କରିଥିଲେ l ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି […]

ସଂପୂର୍ଣ୍ଣ ପଢନ୍ତୁ