୫ ବନ୍ଧୁକ ଜବତ ସହ ଦୁଇ ବେପାରୀ ଗିରଫ

ଭୁବନେଶ୍ଵର ୧୫/୧୧: ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ। ବଡ ଲୁଟ୍ ପାଇଁ ଯୋଜନାବେଳେ କାବୁ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍। ବନ୍ଧୁକ କିଣିବାକୁ ଯାଇ ବନ୍ଧୁକ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୁଲିସ୍ ।ଅଭିଯୁକ୍ତଙ୍କଠାରୁ ଗୋଟିଏ କାରବାଇନ୍ ଓ ୫ ବନ୍ଧୁକ ଜବତ ହୋଇଛି। ୯ ଜୀବନ୍ତ ଗୁଳି ସମେତ ୨ ମୋବାଇଲ ଫୋନ୍ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ ମାନେ ବିହାରର ଦିବ୍ୟାଂଶୁ କୁମାର ଏବଂ ଦୀପକ କୁମାର ବୋଲି ଜଣାପଡିଛି। […]

ସଂପୂର୍ଣ୍ଣ ପଢନ୍ତୁ

ଗାର୍ଲଫ୍ରେଣ୍ଡକୁ ଜନ୍ମଦିନରେ ଆଇଫୋନ ଗିଫ୍ଟ ଦେବାକୁ ଗଞ୍ଜେଇ ବେପାର !

କାଲିମେଳା, ୧୫/୧୧ : ଗଞ୍ଜେଇ ଚାଲାଣ ବେଳେ ଧରାପଡିଲେ ଦୁଇ ଯୁବକ। ମାଲକାନଗିରି ପୁଲିସକୁ ବଡ ସଫଳତା ମିଳିଛି। ଲାଚିପେଟା ଛକରେ ପାଟ୍ରୋଲିଂ ବେଳେ ସନ୍ଦେହ ହେବାରୁ ପୁଲିସ୍‌ ସ୍କୁଟିକୁ ଅଟକାଇ ତଦନ୍ତ କରିଥିଲା । ସେଥିରୁ ମୋଟ ୨୨ କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ବୋଲି ଜଣାପଡିଛି । ଅଭିଯୁକ୍ତମାନେ ଗଞ୍ଜେଇକୁ ବିକ୍ରି କରିବାକୁ ତେଲଙ୍ଗାନାକୁ ନେଉଥିଲେ। ଗଞ୍ଜେଇ ବିକ୍ରି ଟଙ୍କାରେ […]

ସଂପୂର୍ଣ୍ଣ ପଢନ୍ତୁ

ସବୁ କାଶ୍ମୀରବାସୀ ଆତଙ୍କବାଦୀ ନୁହଁନ୍ତି: ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ, ୧୩/୧୧: ଜାମ୍ମ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣକୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ଲୋକେ ସବୁବେଳେ ଶାନ୍ତି ଓ ଭାଇଚାରା ସିଦ୍ଧାନ୍ତରେ ବିଶ୍ବାସ ରଖନ୍ତି। ଅବଦୁଲ୍ଲା ଏହି ଆକ୍ରମଣକୁ ନିନ୍ଦା କରି କହିଛନ୍ତି ଯେ କିଛି ଲୋକ ଏହି ଅଞ୍ଚଳର ଶାନ୍ତି ନଷ୍ଟ କରିଛନ୍ତି, କିନ୍ତୁ ସବୁ କାଶ୍ମୀରଙ୍କୁ ଆତଙ୍କବାଦ ସହ ଯୋଡି ଦେଖିବା ଅନୁଚିତ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ […]

ସଂପୂର୍ଣ୍ଣ ପଢନ୍ତୁ

ଫରିଦାବାଦର ଅଲ-ଫତାହ ବିଶ୍ବବିଦ୍ୟାଳୟ ସଦସ୍ୟତା ରଦ୍ଦ

ନୂଆଦିଲ୍ଲୀ, ୧୩/୧୧: ଦିଲ୍ଲୀରେ ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଘଟଣାରେ ଏ ପର୍ଯ୍ୟନ୍ତ ୧୩ ଜଣ ପ୍ରାଣ ହରାଇସାରିଲେଣି। ଏହି ମାମଲାରେ ଫରିଦାବାଦର ଅଲ-ଫତାହ ବିଶ୍ବବିଦ୍ୟାଳୟ ନାଁ ସାମ୍ନାକୁ ଆସିଛି। ଏହି ଖବର ପରେ ବିଶ୍ବବିଦ୍ୟାଳୟର ସଦସ୍ୟତା ରଦ୍ଦ କରାଯାଇଛି। ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ୍ ଅଲ୍-ଫତାହ ବିଶ୍ବବିଦ୍ୟାଳୟର ସଦସ୍ୟତା ତୁରନ୍ତ ରଦ୍ଦ କରାଯାଇଛି। ଏଆଇୟୁ ବୟାନ ଜାରି କରି କହିଛି ଯେ ଫରିଦାବାଦର ଅଲ-ଫତାହ ବିଶ୍ବବିଦ୍ୟାଳୟର ସ୍ଥିତି ଠିକ୍ ନାହିଁ। ଏଭଳି କ୍ଷେତ୍ରରେ ଅଲ-ଫତାହ […]

ସଂପୂର୍ଣ୍ଣ ପଢନ୍ତୁ

ଜୟପୁର ଫାଣ୍ଡି ଅଧିକାରୀ ନିଲମ୍ବିତ

କୁଆଁପାଳ, ୧୩/୧୧ : ମାହାଙ୍ଗା ଥାନା ଜୟପୁର ଫାଣ୍ଡି ଅଧିକାରୀ ନିଲମ୍ବିତ। ଜୟପୁର ଫାଣ୍ଡି ଅଧିକାରୀ ମନୋଜ ବେହେରାଙ୍କୁ କଟକ ଗ୍ରାମାଞ୍ଚଳ ଏସ୍‌ପି ନିଲମ୍ବନ କରିଛନ୍ତି। ମାହାଙ୍ଗା ଥାନା ସମସରପୁର ଗାଁର ଯୁବକ ଦେବବ୍ରତଙ୍କୁ ଘରୁ ଡାକି ନିସ୍ତୁକ ମାଡ଼ ମାରିଥିଲେ ଫାଣ୍ଡି ଅଧିକାରୀ ମନୋଜ ବେହେରା। ପୂର୍ବରୁ ତାଙ୍କ ନାଁରେ ମହିଳା ମାନକୁ ଫାଣ୍ଡିରେ ଅସଦାଚାରଣ କରିବା ସହ ମାଡ଼ ମାରିବା ନେଇ ଅଭିଯୋଗ ରହିଥିଲା।

ସଂପୂର୍ଣ୍ଣ ପଢନ୍ତୁ

୮ ଲକ୍ଷ ଆତ୍ମସାତ: ପୂର୍ବତନ ପାକ୍ସ ସମ୍ପାଦକ ଗିରଫ

ବଲାଙ୍ଗୀର, ୧୩/୧୧: ସରକାରୀ ଅର୍ଥ ଆତ୍ମସାତ ଘଟଣାରେ ଭିଜିଲାନ୍ସ ବଲାଙ୍ଗୀର ଜିଲା ପଣ୍ଡାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ର ପୂର୍ବତନ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ଗୁରୁବାର ଗିରଫ କରିଛି। ସେ ହେଲେ କୁଶଧ୍ବଜ ସାହୁ। ସମବାୟ ସମିତିର ପ୍ରାୟ ୮ଲକ୍ଷ ୩୪ ହଜାର ୪୮୯ ଟଙ୍କାକୁ କୁଶଧ୍ବଜ ହେରଫେର କରିଥିବା ନେଇ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ପକ୍ଷରୁ ଏହାର ତଦନ୍ତ କରାଯାଇ ତାଙ୍କୁ ଗିରଫ କରାଯାଇଛି।ଏ ନେଇ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ […]

ସଂପୂର୍ଣ୍ଣ ପଢନ୍ତୁ

ଭିଜିଲାନ୍ସ ଜାଲରେ କିରାଣୀ ବାବୁ

ଭବାନୀପାଟଣା, ୧୨/୧୧: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳଯୋଗାଣ ବିଭାଗର ବରିଷ୍ଠ କିରାଣୀ। ନିଜ ବିଭାଗରଜଣେ ଅବସରପ୍ରାପ୍ତ କର୍ମଚାରୀ ଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବରିଷ୍ଠ କିରାଣୀ ଭେଙ୍କଟଗିରି ରାଓ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ନିଜ ବିଭାଗର ଅବସରପ୍ରାପ୍ତ ଫିଟର ତ୍ରିଲୋଚନ ଶବର ଙ୍କ ଠାରୁ ପେନ୍ସନ୍ ଏବଂ ଗ୍ରାଚୁଇଟି କରାଇଦେବା ପାଇଁ ଶ୍ରୀ ରାଓ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ଶ୍ରୀ ରାଓ […]

ସଂପୂର୍ଣ୍ଣ ପଢନ୍ତୁ

ଦିଲ୍ଲୀ ବିସ୍ଫୋରଣ: ଡାକ୍ତରଖାନାରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ନଆଦିଲ୍ଲୀ, ୧୨/୧୦: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆହତ ହୋଇ ସ୍ଥାନୀୟ ଏଲଏନଜେପି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଲୋକମାନଙ୍କୁ ବୁଧବାର ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆହତମାନଙ୍କୁ ସେମାନଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହିତ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ଡାକ୍ତରଙ୍କୁ ପରାମର୍ଶ ଦେଇଥିଲେ। ଆହତ ଏବଂ ତାଙ୍କ ପରିବାରବର୍ଗଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ସହିତ ସେମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିଥିଲେ। ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ପୀଡ଼ିତମାନଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ଶଙ୍କର ପୃଷ୍ଟି କେୟାର ଟେକର ଗିରଫ

ଭୁବନେଶ୍ବର, ୧୨/୧୧: ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ଅଭିଯୁକ୍ତ ଶଙ୍କର ପୃଷ୍ଟିର କେୟାର ଟେକର ଗିରଫ ହୋଇଛି। ଅଭିଯୁକ୍ତ ସାଗର କୁମାର ଗୌଡକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଦୀଘା ମଡ୍ୟୁଲର ଦାୟିତ୍ଵରେ ସାଗର ଥିବା ସୂଚନା ମିଳିଛି। ସାଗର ଜରିଆ ରେ ଏଜେଣ୍ଟ ଙ୍କ ସହ ଲିଙ୍କ ରେ ଆସୁଥିଲା ଶଙ୍କର । ସେପଟେ ଓଡ଼ିଶା ପୁଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା କରାଯିବ। ଏଥିପାଇଁ କେନ୍ଦ୍ର ସରକାର […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରାକ୍ଟର ଚଢ଼ାଇ ୨ ଜଣଙ୍କୁ ମାରିଦେଲେ ଟ୍ରାକ୍ଟର ଚୋର

ଧର୍ମଗଡ଼, ୧୨/୧୧: ନିଜ ଚୋରି ଟ୍ରାକ୍ଟର ଟ୍ରଲିକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଦୁଇଜଣ ଗାଡ଼ି ମାଲିକଙ୍କୁ ଚୋରମାନେ ଟ୍ରାକ୍ଟର ଚଢ଼ାଇ ମାରିଦେବା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ଧର୍ମଗଡ଼ ଥାନା ମେରଘରା ଗାଁର ହରିଶଙ୍କର ଭଏସାଲ (୪୩) ଓ ସତ୍ୟମ ଭଏସାଲ (୨୩। କଳାହାଣ୍ଡିଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ମେରଘରା ଗାଁର ଲାଲୁ ଭଏସାଲ ତାଙ୍କ ଟ୍ରାକ୍ଟର ଟ୍ରଲି (ଓଡି୦୮କ୍ୟୁ-୯୭୫୩)କୁ ନିଜ ଘରେ ରଖିଥିଲେ। ସୋମବାର ରାତିରେ କିଛି ଚୋର ଏକ ଟ୍ରାକ୍ଟର […]

ସଂପୂର୍ଣ୍ଣ ପଢନ୍ତୁ