ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରୁ ମିଳିଲା ନଗଦ ୭୨ ଲକ୍ଷ
ବାରଙ୍ଗ, ୩୧/୧୨: ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି କଟକ ଜିଲ୍ଲା ବାରଙ୍ଗର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା। ଶ୍ରୀ ପଣ୍ଡାଙ୍କର ସଂପତ୍ତି ଭିଜିଲାନ୍ସକୁ ଚକିତ କରିଛି। ବର୍ତ୍ତମାନ ସୁଦ୍ଧା ଠାବ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଆହୁରି ତିନୋଟି ବ୍ୟାଙ୍କ ଲକର୍ ଏଯାଏଁ ଖୋଲାଯାଇ ନାହିଁ। ଭିଜିଲାନ୍ସ ଟିମ୍ କଟକ, ଭୁୁବନେଶ୍ବର, ଖୋର୍ଦ୍ଧାରେ ଚଢ଼ଉ ଜାରି ରଖିଛି। ଶ୍ରୀ ପଣ୍ଡାଙ୍କୁ ଧରିବାକୁ ଭିଜିଲାନ୍ସର ୪ଟି ଟିମ୍ ଗଠନ ହୋଇଥିଲା। […]
ସଂପୂର୍ଣ୍ଣ ପଢନ୍ତୁ