ଡେମ୍ବେଲେ, ବୋନମାତିଙ୍କୁ ବର୍ଷର ଶ୍ରେଷ୍ଠ ଫୁଟ୍ବଲର ପୁରସ୍କାର
ନୂଆଦିଲ୍ଲୀ, ୧୯/୧୨: ଫ୍ରାନ୍ସ ତଥା ପ୍ୟାରିସ ସେଣ୍ଟ ଜର୍ମାନ ଫରୱାର୍ଡ ଓସୁମେନେ ଡେମ୍ବେଲେ ପୁରୁଷ ଓ ସ୍ପେନ ତଥା ବାର୍ସିଲୋନାର ମିଡଫିଲଡର ଆଇଟାନେ ବୋନମାତି ମହିଳାରେ ଫିଫା ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। ମଙ୍ଗଳବାର ରାତିରେ ଦୋହାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଫିଫା ପକ୍ଷରୁ ଡେମ୍ବେଲେ ଓ ବୋନମାତିଙ୍କୁ ଏହି ପୁରସ୍କାର ମିଳିଛି। ୨୮ ବର୍ଷୀୟ ଡେମ୍ବେଲେ ଚମତ୍କାର ପ୍ରଦର୍ଶନ ବଳରେ ପିଏସ୍ଜି ପ୍ରଥମ ଥର ପାଇଁ ୨୦୨୫ରେ ଚମ୍ପିଆନ୍ସ ଲିଗ୍ ଚମ୍ପିଅା ନ ହୋଇଥିଲା। […]
ସଂପୂର୍ଣ୍ଣ ପଢନ୍ତୁ