ଜାମିଆ ଅଲ୍ ହବିବ ମଦ୍ରସା ରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ
ଜଗତସିଂହପୁର/ଝଙ୍କଡ଼ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ, ବିରି ତୋଳ ପଞ୍ଚାୟତ ଅନ୍ତର୍ଗତ ରସୁଲପୁର ସ୍ଥିତ ଜାମିଆ ଅଲ୍ ହବିବି, ମଦ୍ରସା ରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର କର୍ମକର୍ତ୍ତା ଶେଖ୍ ଅକିକ୍ ଉଦ୍ଦିନ , ଜାତୀୟ ପତାକା ଉତ୍ତୋଳନ କରିବା ପରେ ବିଦ୍ୟାର୍ଥିମାନେ, ଜାତୀୟସଙ୍ଗୀତ ଓ ସାରେ ଜହାଁ ସେ ଆଛା, ହିନ୍ଦୁସ୍ଥାନ ହମାରା ଆଦି ଦେଶାତ୍ମବୋଧ ସଙ୍ଗୀତ ଗାନ କରିଥଲେ। ଗଣତନ୍ତ୍ର ଦିବସର ଗୁରୁତ୍ୱ, ଦେଶରେ ଶାନ୍ତି ମୈତ୍ରୀ […]
ସଂପୂର୍ଣ୍ଣ ପଢନ୍ତୁ