ପୁଣି ଆରମ୍ଭ ହେଲା ଭାରତ-ଆମେରିକା ବାଣିଜ୍ୟ ଆଲୋଚନା

ନୂଆଦିଲ୍ଲୀ,୧୭।୯: ଡୋନାଲ୍ଡ ଟ୍ରମ୍ପଙ୍କ ୫୦% ଟାରିଫ୍ ଲାଗୁ ପରେ ପ୍ରଥମ ବାଣିଜ୍ୟ ଚୁକ୍ତି ଆଲୋଚନାକୁ ଭାରତ ଓ ଆମେରିକା ଦୁହେଁ ପକ୍ଷ “ସକାରାତ୍ମକ” କହିଛନ୍ତି। ୧୬ ସେପ୍ଟେମ୍ବରରେ ଦିଲ୍ଲୀରେ ଆମେରିକାର ସହାୟକ ଟ୍ରେଡ୍ ରିପ୍ରେଜେନ୍ଟେଟିଭ୍ ବ୍ରେଣ୍ଡନ୍ ଲିଞ୍ଚ ଓ ବାଣିଜ୍ୟ ମନ୍ତ୍ରଣାଳୟର ସ୍ପେସିଆଲ୍ ସେକ୍ରେଟାରୀ ରାଜେଶ ଅଗ୍ରଓଲଙ୍କ ମଧ୍ୟରେ ଆଲୋଚନା ହୋଇଛି। ଆମେରିକା ଦୂତାବାସ ପ୍ରତିନିଧି କହିଛନ୍ତି, ଆଲୋଚନା ସକାରାତ୍ମକ ଓ ଭବିଷ୍ୟତ୍ ପାଇଁ ଶୁଭ ସଂକେତ ରହିଛି। ବାଣିଜ୍ୟ ମନ୍ତ୍ରଣାଳୟର ବିବୃତିରେ କୁହାଯାଇଛି, ଦୁଇ ଦେଶ ପରସ୍ପର […]

ସଂପୂର୍ଣ୍ଣ ପଢନ୍ତୁ

ମୋଦିଙ୍କୁ ଫୋନ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ

ନୂଆଦିଲ୍ଲୀ,୧୭/୯: ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ବହୁତ ଭଲ ଫୋନ କଥାବାର୍ତ୍ତା ହୋଇଛି ଏବଂ ଏହି ସମୟରେ ସେ ତାଙ୍କ ବନ୍ଧୁଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ, ସେ ଭାରତୀୟ ନେତାଙ୍କୁ ରୁଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାରେ ତାଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଫୋନ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ

ସ୍ଥାନୀୟ ଯୁବକ ଯୁବତୀଙ୍କୁ ନାଲକୋ ନିଯୁକ୍ତିରେ ସଂରକ୍ଷଣ ନେଇ ବନ୍ଦ୍ ଡାକରା

ଦାମନଯୋଡି, ୧୬/୯: କୋରାପୁଟ ଜିଲ୍ଲା ଶିଳ୍ପାଞ୍ଚଳ ନାଲକୋ ପ୍ରକଳ୍ପରେ ସ୍ଥାନୀୟ ଯୋଗ୍ୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାରେ ସଂରକ୍ଷଣ ଦାବି କରି ବିସ୍ଥାପିତ, ଜମିହରା, ପାରିପାର୍ଶ୍ବିକ ଅଞ୍ଚଳର ଯୁବକ ଯୁବତୀ ମାନେ ମିଳିତ ଭାବେ ଆଜି ସକାଳୁ ବନ୍ଦ୍ ଡାକରା ଦେଇଛନ୍ତି । ସକାଳ ୬ ଘଣ୍ଟିକା ଠାରୁ ନାଲକୋ ପରିଶୋଧନ ପ୍ରକଳ୍ପ ର ଉଭୟ ମୁଖ୍ୟ ଫାଟକ ଓ ଜରୁରୀକାଳୀନ ଫାଟକ ସମେତ ଖଣି ଅଞ୍ଚଳ ରାସ୍ତା ଅବରୋଧ କରି କର୍ମଚାରୀ ତଥା ଶ୍ରମିକ ମାନଙ୍କୁ କର୍ମକ୍ଷେତ୍ର […]

ସଂପୂର୍ଣ୍ଣ ପଢନ୍ତୁ

କଟକ ନାଟ୍ୟୋତ୍ସବ ୨୦୨୫

କଟକ,୧୭/୯: ଲୁକ୍‌କାୟିତ ଯୁବ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ଏବଂ ଆଗାମୀ ପିଢୀ ପାଇଁ କଳାକାର, କାହାଣୀ ଲେଖକ, ସଂଳାପ ଲେଖକ, ନିର୍ଦ୍ଦେଶକ, ଗୀତିକାର ଆଦି ସୃଷ୍ଟି କରିବା ସହ ନାଟକ ଆନ୍ଦୋଳନକୁ ଗତିଶୀଳ କରିବା ଉଦ୍ଦେଶ୍ୟରେ ରୌପ୍ୟନଗରୀ କଟକରେ ଆରମ୍ଭ ହେବାକୁ ଯାଉଛି କଟକ ନାଟ୍ୟୋତ୍ସବ-୨୦୨୫, ଯୁବ ଉଦ୍ଦୀପନା, ଯୁବ ସୃଜନ । ଏକଦା ନାଟ୍ୟ ସଂସ୍କୃତିର ଏନ୍ତୁଡିଶାଳ ଥିବା କଟକରେ ନାଟକ ସଂସ୍କୃତିକୁ ପୁଣି ଥରେ ଉଜ୍ଜିବୀତ କରିବା ପାଇଁ ଏହି ଉଦ୍ୟମ କରାଯାଉଥିବା ଜିଲ୍ଲାପାଳ […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳା ପୀଠ ରେ ଶାରଦୀୟ ପାର୍ବଣ ପୂଜା ର ମହତ୍ତ୍ଵ ଓ ବିଶେଶ୍ୱତ

ଝଙ୍କଡ଼, ୧୬/୯: ଓଡ଼ିଶାର ପ୍ରସିଦ୍ଧ ପ୍ରାଚୀନ ଶକ୍ତିପୀଠ , ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରେ ଗତ ସେପ୍ଟେମ୍ବର ୧୪ ତାରିଖ ରବିବାର ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜା ଆସନ୍ତା ସେପ୍ଟେମ୍ବର ୨୯ ତାରିଖ ସୋମବାର ମହାଷ୍ଟମୀ ପର୍ଯ୍ୟନ୍ତ ଦୀର୍ଘ ୧୬ ଦିନ ପର୍ଯ୍ୟନ୍ତ ବୈଦିକ ବିଧିବିଧାନ ରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ପ୍ରତିଦିନ ପ୍ରାତଃ ସମୟରେ ମଙ୍ଗଳ ଆଳତି, ମଧୁସ୍ନାନ, ଦଶଦିଗପାଳ ପୂଜା, ପାର୍ଶ୍ଵ ଦେବଦେବୀ ପୂଜା, […]

ସଂପୂର୍ଣ୍ଣ ପଢନ୍ତୁ

୪୨ ମୌଜାର ବିଭିନ୍ନ ସମସ୍ୟାକୁ ନେଇ ବୈଠକ

କଟକ, ୧୬/୯: ଏନ୍ଏନ୍ଏସ୍: ୪୨ ମୌଜା ବ୍ରହ୍ମପୁର ପଞ୍ଚାୟତ ସ୍ଥିତ ଶ୍ରୀରାମ ବଜାର ନିକଟରେ ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୨ ମୌଜା ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ବିଦ୍ୟୁତ, ସକାଳ ଓ ସଂଧ୍ୟା ସମୟରେ ମୁଖ୍ୟ ରାସ୍ତା ଉପରେ ଗୋରୁ ପଲ ମାଳ ମାଳ ହୋଇ ବୁଲୁ ଥିବାରୁ ବାରମ୍ବାର ଘଟୁଥିବା ଦୁର୍ଘଟଣା ଦୂର କରିବା ପାଇଁ ରାସ୍ତାରୁ ଗୋରୁ ଗାଈମାନଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ୱତନ୍ତ୍ର ଅଭିଯାନର ୧୫ଦିନ: ୧. ୪୦ କୋଟି ମୂଲ୍ୟର ବେଆଇନ ସାମଗ୍ରୀ ଜବତ; ୧୧୭ ଗିରଫ

ଭୁବନେଶ୍ୱର, ୧୬/୯: ଅବକାରୀ ବିଭାଗର Enforcement Special Drive ଅଧୀନରେ ୧୫ ଦିନରେ ମଧ୍ୟ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରାଯାଇଛି I ଯେଉଁଥିରେ ୧. ୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବେଆଇନ ସାମଗ୍ରୀ ଜବତ କରାଯାଇଛି। ରାଜ୍ୟବ୍ୟାପୀ ଚାଲିଥିବା ଅଭିଯାନରେ ୨୧୬ ଟି ମାମଲା ରୁଜୁ ସହ ବେଆଇନ ମଦ ଏବଂ ନାରକୋଟିକ୍ ବ୍ୟବସାୟ ସହିତ ଜଡିତ ୧୧୭ ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ୧୧, ୪୫୧ ଲିଟର ID ଲିକର୍, ୩୬୭ ଲିଟର duty-paid […]

ସଂପୂର୍ଣ୍ଣ ପଢନ୍ତୁ

“ଆସ ବୁଲିଯିବା ଅଙ୍ଗନବାଡି” ଅଭିଯାନ ଜନଆନ୍ଦୋଳନରେ ପରିଣିତ

ଭୁବନେଶ୍ୱର,୧୬/୯: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ୭୪ ହଜାର ୨୨୪ ଅଙ୍ଗନବାଡି ଅଭିଯାନ ମୋଡ୍ ରେ ସକ୍ଷମ ଅଙ୍ଗନବାଡିରେ ରୂପାନ୍ତରିତ ହେବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆଭାଷୀ ମାଧ୍ୟମରେ ୯୧୩ ଅଙ୍ଗନବାଡି କେନ୍ଦ୍ର ଉଦଘାଟନ ଅବସରରେ ମତବ୍ୟକ୍ତ କରିଛନ୍ତି । ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ସହଭାଗିତାରେ ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ […]

ସଂପୂର୍ଣ୍ଣ ପଢନ୍ତୁ

ଗୋସେଇଁ ଗୁଲୁମୁଣ୍ଡାରେ କୃଷିଭିତ୍ତିକ ବାଲିଯାତ୍ରା ପାଳିତ 

ରାମନାଗୁଡା,୧୬/୯: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୋସାଇଁ ଗଲୁମୁଣ୍ଡାଠାରେ କୃଷିଭିତ୍ତିକ ପର୍ବ ତଥା ମାଁ ମଝିଘରିଆଣୀଙ୍କ ପ୍ରସିଦ୍ଧ ବାଲିଯାତ୍ରା ଉଦଯାପିତ ହୋଇଯାଇଛି। ପାରମ୍ପରିକ ଶୁଳ୍କ ଭୋଗ ସହିତ କୁକୁଡା ,ଛେଳି ବଳି ଦେଇ ପୂଜାର୍ଚ୍ଚନା କରାଯାଇଛି। ପୂଜକ ନିଆରେ ଚାଲିବା ସହ କଣ୍ଟା ଦୋଳିରେ ଝୁଲିଛନ୍ତି । ଏହାକୁ ଦେଖିବାକୁ ଶତାଧିକ ଲୋକଙ୍କ ଗହଳି ହୋଇଥିଲା । ମାଁ ମଝିଘରିଆଣୀଙ୍କ ଖଣ୍ଡା ଧରି ପୂଜକ ଗ୍ରାମ ପରିକ୍ରମା କରିଥିଲେ। କଣ୍ଟା ଦୋଳିରେ ଝୁଲିବା ପରେ ନିଆଁରେ ଚାଲିଥିଲେ।ମା’ଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ୱର୍ଗଦ୍ୱାରରେ ଜୁଇ ଜଳିବା ପୂର୍ବରୁ ଆଖି ଖୋଲିଲେ ବୃଦ୍ଧା

ପୁରୀ, ୧୬/୯: ସ୍ବର୍ଗଦ୍ବାରକୁ ପୋଡ଼ା ହେବାକୁ ଆସିଥିବା ମହିଳା ଜୀବିତ ଜୀବିତ ମହିଳା ପୁରୀ ମେଡିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି-ଗଞ୍ଜାମ କେ. ନୂଆଗାଁ ଅଞ୍ଚଳରୁ ଜଣେ ବୃଦ୍ଧାଙ୍କୁ ପୋଡ଼ିବାକୁ ଅଣା ଯାଇଥିଲା ସ୍ୱର୍ଗଦ୍ୱାର ନିୟମ ଅନୁସାରେ ଡେଥ୍‌ ସାର୍ଟିଫିକେଟ୍‌ ମଗାଯିବାରୁ ବିଳମ୍ବ ହେଲା ଏହି ସମୟରେ ବୃଦ୍ଧା ଆଖି ଖୋଲିଲେ, ଜୀବିତ ଥିବାରୁ ମେଡିକାଲ୍‌ରେ ଭର୍ତ୍ତି ପରିବାର ଲୋକେ ମୁରବିଙ୍କ କଥା ଅନୁସାରେ ମୃତ ଭାବି ପୋଡ଼ିବାକୁ ଆଣିଥିଲେ ଡାକ୍ତର ଦେଖାଇ ନ ଥିଲେ କି’ ଡେଥ୍‌ […]

ସଂପୂର୍ଣ୍ଣ ପଢନ୍ତୁ