ଭାରତକୁ ବଡ ଝଟକା ଦେଲା ୟୁକ୍ରେନ
ନୂଆଦିଲ୍ଲୀ, ୧୬/୯ ଅମେରିକା ସହ ନାଟୋ ଦେଶମାନଙ୍କ ରୁଷିଆ ତେଲ ବାବଦରେ ଭାରତ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ଯୁକ୍ରେନ୍ ଭାରତରୁ ଡିଜେଲ୍ ଆମଦାନୀ ଉପରେ ରୋକ୍ ଲଗାଇଛି। ଯୁକ୍ରେନ୍ର ଏନର୍ଜି କନ୍ସଲ୍ଟେନ୍ସି ଏନ୍କୋର୍ (ଏନ୍କୋର୍) ସୋମବାର (୧୫ ସେପ୍ଟେମ୍ବର ୨୦୨୫) ଘୋଷଣା କରିଛି ଯେ ୧ ଅକ୍ଟୋବର ୨୦୨୫ରୁ ଭାରତରୁ ଡିଜେଲ୍ କିଣିବା ଉପରେ ପ୍ରତିବନ୍ଧକ। ରିପୋର୍ଟ ଅନୁଯାୟୀ, ଭାରତ ରୁଷିଆରୁ ବହୁଳ ଅଶୋଧିତ ତୈଳ କିଣୁଛି, ତେଣୁ ଯୁକ୍ରେନ୍ ଏହି ପଦକ୍ଷେପ ନେଉଛି। ରୁଷିଆ […]
ସଂପୂର୍ଣ୍ଣ ପଢନ୍ତୁ