ପାଇକା ନଦୀରେ ବୁଡ଼ି ୨ବାଳକ ମୃତ ଜଣେ ନିଖୋଜ

ଝଙ୍କଡ଼, ୨୩/୧୦: ସାଙ୍ଗ ମାନଙ୍କ ସହିତ ନଦୀରେ ଗାଧେଇବା , କାଳହେଲା,ପାଇକl ନଦୀପାଣି ର ପ୍ରଖର ସୁଅରେ ନିଖୋଜ ହୋଇଗଲେ ତିନି ସାଙ୍ଗ ! ସେମାନଙ୍କ ମଧ୍ୟରୁ ଦୁଇଜଣ ମୃତ ଅବସ୍ଥାରେ ଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳୁନି ।ଏହି ଅଭାବନୀୟ ଘଟଣା ଘଟିଛି ତିର୍ତ୍ତୋଲ ବ୍ଲକ, କ୍ରୀଷ୍ଣାନନ୍ଦପୁର ପଞ୍ଚାୟତ ଅଧିନ ପାଇକାକୁଳ ବସ୍ତିର, ସାଇଫେନ ନିକଟବର୍ତ୍ତୀ, ବାଲିଉଠାଘାଟ ନିକଟରେ। ନଈ କୁ ତିନିସାଙ୍ଗ ଗାଧେଇବାକୁ ଯାଇଥିଲା ବେଳେ, ଜଣ ଜଣ କରି ତିନି ଜଣ […]

ସଂପୂର୍ଣ୍ଣ ପଢନ୍ତୁ

ଏସ୍‌ଆଇ ନିଯୁକ୍ତି ସ୍କାମ୍‌: CBI ତଦନ୍ତ ପାଇଁ ସୁପାରିସ

ଭୁବନେଶ୍ୱର,୨୩/୧୦: ଏସ୍‌ଆଇ ନିଯୁକ୍ତି ସ୍କାମ୍‌ର CBI ତଦନ୍ତ ପାଇଁ ସୁପାରିସ । ତଦନ୍ତ ପାଇଁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁର୍ନୀତିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ସନ୍ଦେହ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଦୁର୍ନୀତିର ଚେର ଆନ୍ଧ୍ର ଓ ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟକୁ ବ୍ୟାପି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏସବୁକୁ ଦୃଷ୍ଟିରେ ରଖି ଦୁର୍ନୀତିର ସମ୍ପୂର୍ଣ୍ଣ ପର୍ଦ୍ଦାଫାଶ ପାଇଁ ଶେଷରେ CBI ତଦନ୍ତ ସୁପାରିସ ହୋଇଛି। ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ […]

ସଂପୂର୍ଣ୍ଣ ପଢନ୍ତୁ

ଶବରୀମାଳା ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଶବରୀମାଳା, ୨୩/୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କେରଳର ପବିତ୍ର ଶବରୀମାଳା ଶ୍ରୀ ଆୟାପ୍ପା ମନ୍ଦିରରେ ପ୍ରବେଶ କରି ଇତିହାସ ରଚିଛନ୍ତି। ୬୭ ବର୍ଷୀୟ ରାଷ୍ଟ୍ରପତି ମୁର୍ମୁ ଏହା ଦ୍ୱାରା ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଏହି ପବିତ୍ର ତୀର୍ଥସ୍ଥଳରେ ପ୍ରାର୍ଥନା କରିଛନ୍ତି। କେରଳକୁ ୪ ଦିନିଆ ଗସ୍ତରେ ଥିବା ରାଷ୍ଟ୍ରପତି ମୁର୍ମୁ ଆଜି ପାରମ୍ପରିକ ଭାବେ ଭଗବାନ ଆୟାପ୍ପାଙ୍କୁ ପୂଜା କରିଥିଲେ। ପଶ୍ଚିମଘାଟରେ ଅବସ୍ଥିତ ଶବରୀମାଳା ଭଗବାନ ଆୟାପ୍ପାଙ୍କ ପ୍ରମୁଖ ତୀର୍ଥସ୍ଥଳ। ଏହି ମନ୍ଦିରରେ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରାର୍ଥତ୍ପତ୍ର ଯାଞ୍ଚ ଶେଷ: ୧୪ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ବଳବତ୍ତର, ୫ ନାକଚ

ନୂଆପଡ଼ା,୨୩/୧୦: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଉପଜିଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ହୋଇଛି। ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ପ୍ରାର୍ଥିତ୍ୱ ନାକଚ ହୋଇଥିବା ପ୍ରାର୍ଥୀମାନେ ହେଲେ ବହୁଜନ ସମାଜ ପାର୍ଟିର ରାଜାରାମ ସାହୁ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳରୁ ସୀତାରାମ ବେହେରା ଏବଂ ୩ ଜଣ ସ୍ବାଧୀନ ପ୍ରାର୍ଥୀ ପୁରୁଷୋତ୍ତମ ବେହେରା, କମଲ କୁମାର ଛତ୍ରିଆ ଏବଂ ଭୁଜବଳ ଆଡ଼ବଙ୍ଗ। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ […]

ସଂପୂର୍ଣ୍ଣ ପଢନ୍ତୁ

ବିଲକୁ ଯାଉଥିବା ବେଳେ ଉପରେ ପଡ଼ିଲା ଶୁଖିଲା ଗଛର ଗଣ୍ଡି, ଚାଲିଗଲା ଜୀବନ…

ମୋହାନା, ୨୩/୧୦: ମନୁଷ୍ୟ ଜୀବନ ପାଣି ଫୋଟକା ଭଳି, ମୃତ୍ୟୁ କେମିତି ଆସିବ କେହି ଆକଳନ କରିପାରିବେ ନାହିଁ l ସେଭଳି ଏକ ଦୁଃଖଦ ଘଟଣା କ୍ରମରେ ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ହେଲେ ଗଜପତି ଜିଲା ରା. ଉଦୟଗିରି ବ୍ଲକ ସ୍ଥିତ ରାମଗିରି ଗ୍ରାମ ପାତ୍ରସାହିର ସୁମନ ପାଇକ( ୧୯)।ସୂଚନା ମୁତାବକ, ବୁଧବାର ସକାଳ ୧୧ଟା ସମୟ ରେ ୫ ଜଣ ସାଙ୍ଗ ବାଟମାଙ୍ଗଳା ନିକଟରେ ଥିବା ବିଲକୁ ଯାଉଥିଲେ। ଏହି ସମୟରେ ମନ୍ଦିର […]

ସଂପୂର୍ଣ୍ଣ ପଢନ୍ତୁ

ଭାରତ ସାମୁଦ୍ରିକ ସପ୍ତାହରେ ୧.୫ ଲକ୍ଷ କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷର କରିବ ପାରାଦୀପ ବନ୍ଦର

ନୂଆଦିଲ୍ଲୀ, ୨୨/୧୦: ମୁମ୍ବାଇରେ ହେବାକୁ ଥିବା ଭାରତ ସାମୁଦ୍ରିକ ସପ୍ତାହରେ ପାରାଦୀପ ବନ୍ଦର ୧.୫ ଲକ୍ଷ କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷର କରିବ। ଜାହାଜ ନିର୍ମାଣ ଓ ମରାମତି, ବନ୍ଦର ଆଧୁନିକୀକରଣ, ସ୍ମାର୍ଟ ବନ୍ଦର ପଦକ୍ଷେପ, ବ୍ୟବସାୟ ବିକାଶ ଏବଂ ସବୁଜ ହାଇଡ୍ରୋଜେନ୍ ପ୍ରକଳ୍ପ ଭଳି ବିବିଧ କ୍ଷେତ୍ର ପାଇଁ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହେବ ବୋଲି ଜଣାପଡିଛି । ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଚଳିତ ମାସ ୨୭ରୁ ୩୧ […]

ସଂପୂର୍ଣ୍ଣ ପଢନ୍ତୁ

ପଞ୍ଜାବି ସିଙ୍ଗର ତେଜୀ କହଲୋଙ୍କୁ ଗୁଳିମାଡ

ନୂଆଦିଲ୍ଲୀ,୨୩/୧୦: କାନାଡାରେ ପଞ୍ଜାବୀ ସିଙ୍ଗର ତେଜୀ କହଲୋଙ୍କୁ ଗୁଳିମାଡ ହୋଇଛି। ଗ୍ୟାଙ୍ଗଷ୍ଟାର୍ ରୋହିତ ଗୋଦାରା ଗ୍ୟାଙ୍ଗ ତାଙ୍କୁ ଗୁଳି ମାରିଥିବା ଜଣାପଡିଛି। ଅନେକ ସମୟ ଧରି ଚାଲିଆସୁଥିବା ଗ୍ୟାଙ୍ଗ୍ ୱାର ଯୋଗୁଁ ଏହି ଗୁଳିମାଡ ହୋଇଛି। ରୋହିତ ଗୋଦାରାଙ୍କ ଗ୍ୟାଙ୍ଗ୍ ସହ ଜଡିତ ମହେନ୍ଦ୍ର ସରଣ ଦିଲାନା, ରାହୁଲ ରିନାଓ ଓ ବିକି ପହଲବାନ କହିଛନ୍ତି ଯେ ବିରୋଧୀ ଗ୍ୟାଙ୍ଗକୁ ଅସ୍ତ୍ରଶସ୍ତ୍ର ଦେଉଥିବାରୁ ତାଙ୍କୁ ଗୁଳିମାଡ ହୋଇଛି। ଗ୍ୟାଙ୍ଗ ତରଫରୁ ବୟାନରେ କୁହାଯାଇଛି କାନାଡାରେ ତାଙ୍କ ଉପରକୁ […]

ସଂପୂର୍ଣ୍ଣ ପଢନ୍ତୁ

ପାରାଦ୍ୱୀପ ରେ ଭାଗବତ ପ୍ରଚାର ସମିତିର ୧୯ତମ ସମାରୋହ ଉଦଯାପିତ

ଝଙ୍କଡ, ୨୨/୧୦: ବନ୍ଦରନଗରୀ ପାରାଦ୍ୱୀପ ର ମଧୁବନ, ଗୋପାଳଜୀଉ କଲୋନୀରେ ବାବା ବୈକୁଣ୍ଠ ନାଥ ଭାଗବତ ପ୍ରଚାର ସମିତି ର ୧୯ ତମ ସମାରୋହ ଗତ ୧୫/୧୦ ରୁ ଶୁଭାରମ୍ଭ ହୋଇ ୨୧/୧୦ରିଖ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି !ଏହି ଉପଲକ୍ଷେ ଅଯୋଜିତ କାର୍ଯ୍ୟକ୍ରମ ଶ୍ରୀଜଗନ୍ନାଥ ରାଷ୍ଟ୍ରୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ମାର୍ଗଦର୍ଶକ ଓ ଧାରାବାହିକ ପ୍ରବଚକ ଭାବରେ ଯୋଗଦେଇ ଶ୍ରୀମଦ ଭାଗବତ ର ତତ୍ତ୍ଵ ଦର୍ଶନ, […]

ସଂପୂର୍ଣ୍ଣ ପଢନ୍ତୁ

ସରଳା କେନାଲ ରେ ଅଚିହ୍ନା ମହିଳାଙ୍କ ଶବ କୁ ନେଇ ଚର୍ଚ୍ଚା

ଝଙ୍କଡ଼, ୨୨/୧୦: ତାଳଦଣ୍ଡା ମୁଖ୍ୟ କେନାଲ ରୁ ନୂଆପଡ଼ା ପାଖରୁ ବାହାରିଥିବା ୧୨ ନମ୍ବର ସାରଳା କେନାଲ ରେ ଗତ ମଙ୍ଗଳବାର ଦିନ ମଧ୍ୟାହ୍ନରେ ଜଣେ ଅଚିହ୍ନା ମହିଳାଙ୍କ ଶବ ଭାସି ଭାସି ଆସୁଥିବାର ଦେଖିବାକୁ ମିଳିଥିଲା। ସାରଳା ହାଟ ପୋଲ ନିକଟରେ ଏହି ଅଘଟଣ ଦେଖିବା ପରେ ସେଠାରେ ଶହ ଶହ ଲୋକ ଜମା ହୋଇ ଯାଇଥିଲେ । କିଛି ସମୟ ମଧ୍ୟରେ ଖବର ପାଇ ତିର୍ତ୍ତୋଲ ପୋଲିସ ଓ ପରେ ପରେ ଅଗ୍ନିଶମ ବାହିନୀର […]

ସଂପୂର୍ଣ୍ଣ ପଢନ୍ତୁ