ଫିଲ୍ମ “ଥାମ୍ମା” ରିଲିଜ୍ ପୂର୍ବରୁ ୨୦ କୋଟି ଇନକମ୍

ମୁମ୍ବାଇ, ୧୯/୧୦: ଆଗାମୀ ଫିଲ୍ମ “ଥାମ୍ମା” ରିଲିଜ୍ ପୂର୍ବରୁ ହିଁ ଆଡଭାନ୍ସ ବୁକିଂରେ ବଡ଼ ସଫଳତା ହାସଲ କରିଛି। ଏହି ଫିଲ୍ମ ଭାରତୀୟ ବକ୍ସ ଅଫିସରେ ଆଳୋଡ଼ନ ସୃଷ୍ଟି କରିବାକୁ ଯାଉଛି। ବାଣିଜ୍ୟ ବିଶ୍ଳେଷକଙ୍କ ଅନୁଯାୟୀ, ଫିଲ୍ମଟି ରିଲିଜ୍ ପୂର୍ବରୁ ୫ କୋଟି ରୋଜଗାର କରିସାରିଛି। ଯାହା ଏହାର ଜବରଦସ୍ତ ପ୍ରଚାରକୁ ପ୍ରତିଫଳିତ କରିଛି। ଥିଏଟରରେ ପ୍ରବଳ ଭିଡ଼ ଆଶା କରାଯାଉଛି। ଏହି ଫିଲ୍ମର କ୍ରେଜ୍ ଦେଖି, ବକ୍ସ ଅଫିସ ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ, ଏହା […]

ସଂପୂର୍ଣ୍ଣ ପଢନ୍ତୁ

ଆମେରିକାରେ ଆଜି ଟ୍ରମ୍ପଙ୍କ ବିରୁଧରେ ବଡ ପ୍ରତିବାଦ ଏହାରି ମଧ୍ୟରେ ମୁକୁଟ ପିନ୍ଧା AI ଭିଡିଓ ସେୟାର କଲେ ଟ୍ରମ୍ପ

ନୂଆଦିଲ୍ଲୀ: “NO KING” ପ୍ରତିବାଦର ଜବାବ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେୟାର କଲେ ମୁଣ୍ଡରେ ମୁକୁଟ ପିନ୍ଧିଥିବାରୁ ଏଆଇ ଭିଡିଓ। ଆମେରିକାରୁ ୟୁରୋପ ଏବଂ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ, ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ “ନୋ କିଙ୍ଗ୍” ପ୍ରତିବାଦ ଏକ ବିଶାଳ ଜନ ଆନ୍ଦୋଳନରେ ପରିଣତ ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ଏବଂ ସତ୍ତାବାଦୀ ମନୋଭାବର ପ୍ରତିବାଦ କରିବା ପାଇଁ ହଜାର ହଜାର ନାଗରିକ ରାସ୍ତାକୁ ଓହ୍ଲାଇଛନ୍ତି। ଲଣ୍ଡନ ଏବଂ ମାଡ୍ରିଡ୍‌ଠାରୁ ଆରମ୍ଭ କରି ୱାଶିଂଟନ, […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରେନରୁ ଖସି ୨ ଯାତ୍ରୀ ମୃତ

ମୁମ୍ବାଇ, ୧୯/୧୦: ମୁମ୍ବାଇର ଲୋକମାନ୍ୟ ତିଳକ ଷ୍ଟେସନରୁ ବିହାର ଯାଉଥିବା କର୍ମଭୂମି ଏକ୍ସପ୍ରେସରେ ବଡ଼ ଦୁର୍ଘଟଣା ଘଟିଛି। ନାସିକ ରୋଡ ରେଳ ଷ୍ଟେସନରୁ କିଛି ଦୂରରେ ୩ ଜଣ ଯାତ୍ରୀ ଟ୍ରେନରୁ ଖସିପଡ଼ିଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରବଳ ଭିଡ଼ ଯୋଗୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ଦୀପାବଳି ପର୍ବ ପାଇଁ ବିହାର ଟ୍ରେନରେ ଏତେ ଭିଡ଼ ରହିଥିଲା କି ନିର୍ବାଚନ ପାଇଁ ବହୁ ସଂଖ୍ୟାରେ ଲୋକେ ଘରକୁ ଫେରୁଥିବାରୁ ଭିଡ଼ ହୋଇଥିଲା […]

ସଂପୂର୍ଣ୍ଣ ପଢନ୍ତୁ

ଶାସନ ନୁହେଁ, ସେବା ହିଁ ଆମ ସରକାରଙ୍କର ମୂଳମନ୍ତ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯/୧୦: ଗ୍ରାମଞ୍ଚଳରେ ସୁଶାସନକୁ ଆହୁରି ଦକ୍ଷ ଓ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଆଭାସୀ ମାଧ୍ୟମରେ ରାଜ୍ୟରେ ୪୭୧ ଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଥମ କିସ୍ତି ବଣ୍ଟନ କରିଛନ୍ତି ।ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ବ୍ୟତୀତ ରାଜ୍ୟର ୨୮ଟି ଜିଲ୍ଲାରେ ୪୭୧ଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହିତ ୪୮,୬୯୩ ଜଣ ହିତାଧିକାରୀଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ହେଜେକ୍ସ ଫଣ୍ଡ ଓଡ଼ିଶା ମୁଖ୍ୟ ଗିରଫ

ଭୁବନେଶ୍ୱର, ୧୯/୧୦: ଦେଶରୁ ୧୦୦୦ କୋଟି, ରାଜ୍ୟରୁ ୧୩୯ କୋଟି ଟଙ୍କା ଠକି ନେଇଥିବା ହେଜେକ୍ସ ଫଣ୍ଡ ଏଲ୍‌ଏଲ୍‌ପି ସଂସ୍ଥାର ଓଡ଼ିଶା ମୁଖ୍ୟକୁ ଅର୍ଥନୈତିକ ଅପରାଧ ଶାଖା ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା କଟକ ବୟାଳିଶ ମୌଜାର ପ୍ରତାପ କୁମାର ରାଉତ। ଜାମିନ ନାମଞ୍ଜୁର ହେବା ପରେ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମାମଲାରେ ଫେରାର ଥିବା ଅଭିଯୁକ୍ତଙ୍କୁ ଧରିବା ଲାଗି ଇଓଡବ୍ଲ୍ୟୁ ତଦନ୍ତ ଜାରି ରଖିଛି।ଇଓଡବ୍ଲ୍ୟୁ ସୂତ୍ରରୁ ପ୍ରକାଶ, ହେଜେକ୍ସ […]

ସଂପୂର୍ଣ୍ଣ ପଢନ୍ତୁ

ଧସିଲା ପଥର: ଟ୍ରେନ୍ ବାତିଲ୍‌

ଜୟପୁର, ୧୯/୧୦: ରେଳପଥ ଉପରେ ପଡିଲା ପଥର। ରେଳ ଚଳାଚଳ ବନ୍ଦ। ଆନ୍ଧ୍ର-ଓଡିଶା ଛତିଶଗଡକୁ ସଂଯୋଗ କରୁଥିବା ବିଶାଖାପାଟଣା-କିରାଣ୍ଡୁଲ କେକେ ରେଳପଥରେ ଅଘଟଣ ଘଟିଛି। ଭୋର୍ ୪ଟା ସମୟରେ ଆନ୍ଧ୍ର ପ୍ରଦେଶର ଟ୍ୟାଡା-ଚିପୁପାଲି ରେଳପଥ ଉପରେ ବିରାଟ ପଥର ଖସିପଡିଥିଲା। ପଥର ସହ ଧକ୍କା ହୋଇ ମାଲଗାଡି ଟ୍ରେନ୍ ଲାଇନ୍‌ଚ୍ୟୁତ ହୋଇଥିଲା। ମାଲଗାଡିର ସମସ୍ତ ବଗି ଓ ଇଞ୍ଜିନ୍‌ କୁ ରେଳପଥରୁ ହଟାଇ ଆବଶ୍ୟକ ମରାମତି କରାଯାଉଛି। ଏହି ଟ୍ରାକରେ ଆଜି ଯିବାକୁ ଥିବା ବିଶାଖାପାଟଣା-କିରାଣ୍ଡୁଲ ଟ୍ରେନ୍ […]

ସଂପୂର୍ଣ୍ଣ ପଢନ୍ତୁ

ବିଷାକ୍ତ ସାପ କାମୁଡ଼ାରେ ଭଉଣୀ ମୃତ, ଭାଇ ଗୁରୁତର

ହରଭଙ୍ଗା, ୧୯/୧୦: ସାପ କାମୁଡ଼ାରେ ଭଉଣୀ ମୃତ, ଭାଇ ଗୁରୁତର । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଡମକୁଜ ଗାଁରେ ଦୁଃଖଦ ଘଟଣା ଘଟିଛି। ଗତକାଲି ରାତିରେ ଉଭୟ ଭାଇ-ଭଉଣୀ ଘରେ ଶୋଇଥିବାବେଳେ ଏକ ବିଷାକ୍ତ ଚିତି ସାପ ତାଙ୍କୁ କାମୁଡିଥିଲା। ଫଳରେ ଘଟଣା ସ୍ଥଳରେ ଉଭଣୀର ମୃତ୍ୟୁ ଘଟିଥିଲା। ମୃତକ ସ୍ଵଗତଃ ହରିହର ପୋଢଙ୍କ ଝିଅ ଦେବକୀ ପୋଢ ବୋଲି ଜଣାପଡିଛି। ସେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ଜଣାପଡିଛି। ଭାଇ ପ୍ରଥମ ଶ୍ରେଣୀରେ ପଢୁଥିବା […]

ସଂପୂର୍ଣ୍ଣ ପଢନ୍ତୁ

ଧନତେରସ

୧୯ ଅକ୍ଟୋବର ୨୦୨୫ ରିଖ ରବିବାର କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ରେ ଧନତେରସ ପଡୁଅଛି । ଯେହେତୁ ୧୮ ଅକ୍ଟୋବର ୨୦୨୫ ରିଖ ଶନିବାର ଦିବା ୧୨|୨୦ ରୁ ତ୍ରୟୋଦଶୀ ତିଥି ଆରମ୍ଭ ହେଉଛି ଏଣୁ ୧୮ ଓ ୨୦ ଅକ୍ଟୋବର ଉଭୟଦିନ ଜିନିଷ କ୍ରୟ କରିପାରିବେ ।* ପୌରାଣିକ କଥା ଅନୁଯାୟୀ ଏହି ଦିନ ଭଗବାନ ଧନ୍ଵନ୍ତରୀ ସମୁଦ୍ର ମନ୍ଥନ ସମୟରେ ଅମୃତ କଳସ ସହ ପ୍ରକଟ ହୋଇଥିଲେ । ଏହିଦିନ ଧନ୍ୱନ୍ତରୀଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ଦିଲ୍ଲୀର ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ, ୧୮/୧୦: ଦିଲ୍ଲୀର ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ। ଅନେକ ସାଂସଦଙ୍କର ସେଠାରେ ଘର ରହିଥିବା ସୂଚନା। ଦିଲ୍ଲୀର ଡକ୍ଟର ବିଶମ୍ବର ଦାସ ମାର୍ଗରେ ଥିବା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଆପାର୍ଟମେଣ୍ଟରେ ଅନେକ ଲୋକସଭା ଏବଂ ରାଜ୍ୟସଭା ସାଂସଦ ରୁହନ୍ତି ବୋଲି ଜଣାଯାଇଛି। ଏହି କୋଠାଟି ସଂସଦ ଭବନରୁ ମାତ୍ର ୨୦୦ମିଟର ଦୂରରେ ଅବସ୍ଥିତ। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଏବେ ଉଦ୍ଧାରକାର୍ଯ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ସାଇବର ଅପରାଧକୁ ରୋକିବା ପାଇଁ ସଚେତନତା ସବୁଠୁ ଶକ୍ତିଶାଳୀ ଅସ୍ତ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮/୧୦: ସମାଜ ପାଇଁ ଆଜି ବଡ ଚ୍ୟାଲେଞ୍ଜ ହୋଇଥିବା ସାଇବର ଅପରାଧକୁ ରୋକିବା ପାଇଁ ସଚେତନତା ହେଉଛି ସବୁଠାରୁ ବଡ ଶକ୍ତିଶାଳୀ ଅସ୍ତ୍ର ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାଇବର ସୁରକ୍ଷା ସଚେତନତା ଅଭିଯାନ ୨୦୨୫ର ଶୁଭାରମ୍ଭ ଅବସରରେ କହିଛନ୍ତି । ଏହି ଅଭିଯାନରେ ଏକ ମାସବ୍ୟାପୀ ନୂଆପଡା ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲା ଗୁଡିକରେ ସଚେତନତା ରଥ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସାଇବର ସୁରକ୍ଷା ସମ୍ପର୍କିତ […]

ସଂପୂର୍ଣ୍ଣ ପଢନ୍ତୁ