କାର ଉପରେ ବସ ଓଲଟିଲା
ବାରିପଦା, ୧୮/୧୦: ବାଙ୍ଗିରିପୋଷି ଘାଟି ଦୁର୍ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ଚିଫ୍ ଫାୟାର ଅଫିସର। ସେ କହିଛନ୍ତି ଓଭରଟେକ୍ ପାଇଁ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଘାଟି ରାସ୍ତାର ମରାମତି କାମ ଚାଲିଛି । ତେଣୁ ବସ୍ଟି ଓଭରଟେକ୍ କରିବା ଉଚିତ୍ ନଥିଲା। ବସ୍ରେ ୬୦ରୁ ୬୫ ଜଣ ଯାତ୍ରୀ ଥିଲେ। ସୌଭାଗ୍ୟବଶତଃ କାହାରି କୌଣସି କ୍ଷତି ହୋଇନି। ବସ୍ଟି କାର୍ ଉପରେ ଓଲଟି ପଡିବାରୁ ୫ ଜଣ ଗୁରୁତର ହୋଇଛନ୍ତି। ସୂଚନା ମୂତାବକ ବାରିପଦା ୪୯ନଂ ଜାତୀୟ […]
ସଂପୂର୍ଣ୍ଣ ପଢନ୍ତୁ