ଖୁବ୍ ଶୀଘ୍ର ଆସୁଛି ଓଡ଼ିଆ ହରର୍ ସିନେମା “ଦର୍ପଣ”
ଭୁବନେଶ୍ଵର, ୧୩/୧୧: ପ୍ରଥମ ଓଡ଼ିଆ ହରର୍ ସିନେମା “ଦର୍ପଣ” ଯାହା ବଡ଼ ପରଦାରେ ଖୁବ୍ ଶୀଘ୍ର ଆସିବାକୁ ଯାଉଛି । ଏହି ସିନେମା ଏକ ଭିନ୍ନ ଧରଣର ଭୟାନକ୍ କାହାଣୀ କୁ ନେଇ ଆଧାରିତ । ଏହି ସିନେମାର କାହାଣୀ ଓ ପ୍ରଯୋଜନା ଦାୟିତ୍ଵ ରେ ଅଛନ୍ତି ପ୍ରଡ୍ୟୁସର୍ ଦିଲ୍ଲୀପ କୁମାର ସାହୁ ଓ ନିର୍ଦ୍ଦେଶନା ଦେଇଛନ୍ତି ଭାରତ ପୁଷ୍ପରାଗ ଓ ଟେକ୍ନିକାଲ ସପୋର୍ଟ ଡାଇରେକ୍ଟର ଆନନ୍ଦ କୁମାର । ଏହି ସିନେମାରେ ଆପଣ ଦୁଇ ଜଣ […]
ସଂପୂର୍ଣ୍ଣ ପଢନ୍ତୁ