ବିଷ ପିଇ ଦମ୍ପତି ଆତ୍ମହତ୍ୟା କରିବା ଘଟଣା: ଶିଶୁପୁତ୍ରର ଲୋମ ଟାଙ୍କରା ବୟାନ

କଟକ, ୨୯/୧୨: ଶ୍ଵଶୁର ଘରୁ ଫେରିବା ବାଟରେ ବିଷ ପିଇ ଦମ୍ପତି ଆତ୍ମହତ୍ୟା କରିବା ଘଟଣାରେ ଜୀବିତ ଥିବା ଶିଶୁର ଅବସ୍ଥା ସ୍ଥିର ରହିଛି। ଏହି ୫ବର୍ଷର ଶିଶୁ ବାପା-ମା’ଙ୍କ କଳି ନିଜ ଆଖିରେ ଦେଖିଥିଲା। ବର୍ତ୍ତମାନ ସେ କଟକ ଶିଶୁଭବନରେ ଚିକିତ୍ସାଧୀନ ରହିଛି। ତା’ର ଅବସ୍ଥା ସ୍ଥିର ରହିଥିବା ଶିଶୁଭବନ ଅଧୀକ୍ଷକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶିଶୁଟିର ଚିକିତ୍ସା ପାଇଁ ଡାକ୍ତରୀ ଟିମ୍ ମୁତୟନ ହୋଇଛନ୍ତି। ତେବେ ଶିଶୁଟିକୁ ତା’ର ମା’ ଜବରଦସ୍ତି ବିଷ ଦେବାକୁ […]

ସଂପୂର୍ଣ୍ଣ ପଢନ୍ତୁ

ଜିରୋ ନାଇଟ୍‌ରେ ମଦ ପିଇ ଗାଡ଼ି ଚଳାଇଲେ କାର୍ଯ୍ୟାନୁଷ୍ଠାନ: ସିପି

ଭୁବନେଶ୍ଵର, ୧୯/୧୨: ଜିରୋ ନାଇଟରେ ମଦ ପିଇ ଗାଡ଼ି ଚଳାଇ ଧରାପଡ଼ିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଦ୍ଵେତନଗରୀ ପୁଲିସ କମିଶନର ଏସ. ଦେବଦତ୍ତ ସିଂହ ଏପରି ଚେତାବନୀ ଦେଇଛନ୍ତି। ଯଦି କେହି ଅମାନିଆ ହୁଅନ୍ତି, ତେବେ ସେମାନଙ୍କ ଗାଡ଼ି ଜବତ କରାଯିବା ସହିତ କୋର୍ଟ ଚାଲାଣ କରାଯିବ।ପୁଲିସ କମିଶସନରଙ୍କ ସୂଚନା ଅନୁସାରେ, ଭୁବନେଶ୍ଵର-କଟକର ୧୮ ସ୍ଥାନରେ ନାକା ଲଗାଯିବ। ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି ହେବ। ୨୯ଟି ସ୍ଥାନ ଉପରେ ପୁଲିସ ନଜର ରଖିବ। ୫ଟି କୁଇକ ରେସପନ୍ସ ଟିମ୍‌ […]

ସଂପୂର୍ଣ୍ଣ ପଢନ୍ତୁ

ପାଣିଦୋଳ ଗ୍ରାମରେ ଗଣ୍ଡଗୋଳ, ୨ ଆହତ

ପିପିଲି, ୨୯/୧୨: ପିପିଲି ଥାନା ଅନ୍ତର୍ଗତ ପାଣିଦୋଳ ଗ୍ରାମରେ ସୋମବାର ଅପରାହ୍ନରେ ଗଣ୍ଡଗୋଳ ଘଟି ୨ଜଣ ଆହତ ହୋଇଥିବା ସୂଚନା ମିଳିଛି। ଦିପ୍ତିରଞ୍ଜନ ପଲେଇ (୨୫)ଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ତାଙ୍କୁ ଚିକିତ୍ସା ଲାଗି ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଅଧିକ ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କ୍ୟାପିଟାଲ ହସ୍‍ପିଟାଲ୍‍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ସୁକାନ୍ତି ସ୍ୱାଇଁ (୪୨) ନାମ୍ନୀ ମହିଳା ଆହତ ହୋଇ ପିପିଲି […]

ସଂପୂର୍ଣ୍ଣ ପଢନ୍ତୁ

ଗୀତା ସଙ୍ଗମ ପ୍ରସ୍ତୁତି ବୈଠକ

ବେଲେଶ୍ୱର, ୨୯/୧୨: ମହାଶୟ /ମହାଶୟା ଆସନ୍ତା 04/01/2026(ରବିବାର )ନୂଆବଜ଼ାର ବେଲେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ହେବାକୁ ଥିବା ଗୀତା ସଙ୍ଗମ କାର୍ଯ୍ୟକ୍ରମ ର ଏକ ପ୍ରସ୍ତୁତି ବୈଠକ ବେଲେଶ୍ୱର ମନ୍ଦିରରେ 28/12/25(ରବିବାର )ରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛନ୍ତି l ପ୍ରୋକ୍ତ ବୈଠକ ରେ ଅନୁଷ୍ଠାନ ର ଆବାହକ, ଶ୍ରୀ ସୁଧୀର ପ୍ରସାଦ ନନ୍ଦ, ସର୍ବ ବ୍ୟବସ୍ଥା ପ୍ରମୁଖ ଶ୍ରୀ ଶଙ୍କର୍ଷଣ ରାଉତ, ସହ ବ୍ୟବସ୍ଥା ପ୍ରମୁଖ ବିଶ୍ୱଜିତ ବାରିକ, ସାଗର ନାୟକ, କର୍ମକର୍ତା […]

ସଂପୂର୍ଣ୍ଣ ପଢନ୍ତୁ

ସାରଳାଭକ୍ତ ବରଦା ପ୍ରସାଦ ଦାସଙ୍କ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା

ଝଙ୍କଡ଼, ୨୯/୧୨: ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ, କନକପୁର ପଞ୍ଚାୟତ ଅଧିନ କଣ୍ଟାପଡା ଗ୍ରାମର ଜଣାଶୁଣା ଜମିଦାର ସ୍ବର୍ଗତ ସାରଦା ଚରଣ ମହାନ୍ତି ଙ୍କ ପୁତ୍ର ମା ସାରଳା ଙ୍କ ନିତ୍ୟ ସେବକ ଓ ପରମଭକ୍ତ ବରଦା ପ୍ରସାଦ ଦାସ (ପଙ୍ଖା ବାବୁ ) ଙ୍କ ଏକାଦଶାହ ଉପଲକ୍ଷେ ଗତ ସୋମବାର ଦିନ ଏକ ଶୋକାକୁଳ ପରିବେଶ ମଧ୍ୟରେ ସ୍ମୃତିଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଶିଷ୍ଟ ସମାଜସେବୀ ବିବେକାନନ୍ଦ ସାମନ୍ତରାୟ ଙ୍କ ସଭାପତିତ୍ବ ରେ ଆୟୋଜିତ […]

ସଂପୂର୍ଣ୍ଣ ପଢନ୍ତୁ

ତିର୍ତ୍ତୋଲ ରେ କୃଷକ ପ୍ରଶିକ୍ଷଣ ଶିବିର

ଝଙ୍କଡ଼, ୨୯/୧୨: ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲବ୍ଲକ କନକପୁର ପଞ୍ଚାୟତ ଅଧିନ, କଣ୍ଟାପଡା ସ୍ଥିତ ପତିତପାବନ ମନ୍ଦିର ପରିସରରେ, ଆଇ ସି ଏ ଆର – ଜାତୀୟ ଧାନଗବେଷଣା ଅନୁଷ୍ଠାନ, କଟକ ଦ୍ୱାରା ଆୟୋଜିତ ଓ ରାଷ୍ଟ୍ରୀୟ କୃଷିବିକାଶ ଯୋଜନା, କୃଷି କୃଷକ ସଶକ୍ତିକରଣ ବିଭାଗ ଓଡିଶା ସରକାର ଙ୍କ ପ୍ରାୟୋଜିତ ଏକ କୃଷି ପ୍ରଶିକ୍ଷଣ ଶିବିର, ଗତ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି l ଜଳବାୟୁ ପ୍ରତିରୋଧକ ଧାନ ପ୍ରଜାତିର ଗୁଣାତ୍ମକ ବୀଜ ଉତ୍ପାଦନ ମାଧ୍ୟମରେ କୃଷକ […]

ସଂପୂର୍ଣ୍ଣ ପଢନ୍ତୁ

ମା ଶାରଳା ଡ୍ରାମାଟିକ୍ କ୍ଲବର ବାର୍ଷିକ ଉତ୍ସବ

କଟକ ସଦର,୨୮/୧୨: କଟକ ସଦର ୪୨ ମୌଜା ଅନ୍ତର୍ଗତ ବଉଳକୁଦ ଗ୍ରାମର ମା ଶାରଳା ଡ୍ରାମାଟିକ୍ କ୍ଲବର ବାର୍ଷିକ ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇ ଅଛି। ଏହି ଉପଲକ୍ଷେ ଦୁଇଦିନ ଧରି ଦୁଇଟି ସାମାଜିକ ନାଟକ କହିବାକୁ “ଲାଜ ଶୁଣିଲେ ପାପ”ଏବଂ ହେ ମଣିଷ କାନ୍ଦିବ ଆସ ନାଟକ ଶିଵ ପ୍ରସାଦ ସ୍ୱାଇଁ ଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ କରାଯାଇଥିଲା। ପ୍ରଥମ ଦିଵସରେ ବଉଳକୁଦ ଗ୍ରାମ୍ୟ କମିଟି ସଭାପତି ସୁବୋଧ କୁମାର ଦେବତାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ […]

ସଂପୂର୍ଣ୍ଣ ପଢନ୍ତୁ

କଟକ ୪୨ ମୌଜା ଅନ୍ତର୍ଗତ କଳପଡ଼ା ଗ୍ରାମରେ ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବ ମହା ସତସଙ୍ଗ ଓ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଶ୍ରୀ ଜଗନ୍ନାଥ ଙ୍କ ମହା ସତସଙ୍ଗ ପାଳନ

କଟକ, ୨୮/୧୨: କଟକ ୪୨ ମୌଜା ଅନ୍ତର୍ଗତ କଳପଡ଼ା ଗ୍ରାମରେ ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବ ମହା ସତସଙ୍ଗ ଓ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଶ୍ରୀ ଜଗନ୍ନାଥ ଙ୍କ ମହା ସତସଙ୍ଗ ପାଳନ ସହିତ ମହା ସତ୍ ସଂଗ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଶ୍ରୀ ଜଗନ୍ନାଥ ଙ୍କ ସଂସ୍କୃତି ର ଆଲୋଚନା ସହିତ ଭଜନ ପରିବେଷଣ ହୋଇଯାଇଛି । ଏଥିରେ ବିଶିଷ୍ଟ ଆଧ୍ୟାତ୍ମିକ ଶ୍ରୀ ଗୁରୁ ଡକ୍ଟର ପ୍ରଦ୍ୟୁମ୍ନ କିଶୋର ଦେବ (ଶ୍ରୀ ରାଧା […]

ସଂପୂର୍ଣ୍ଣ ପଢନ୍ତୁ

ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା

ଭୁବନେଶ୍ୱର,୨୮/୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ ସଂଗଠନ ପାଇଁ ୧୬୦ ଓ ଛାତ୍ର ସଂଗଠନ ପାଇଁ ୧୪୫ ଜଣିଆ ତାଲିକା ପ୍ରକାଶ ପାଇଛି। ପ୍ରତିଷ୍ଠା ଦିବସ ପରେ ତାଲିକା ଘୋଷଣା କରିଛନ୍ତି ନବୀନ। ସେହିପରି ସୁପ୍ରିମୋ ଶନିବାର ୧୧ ସାଙ୍ଗଠନିକ ଜିଲା ପାଇଁ ତାଲିକା ପ୍ରକାଶ କରିଥିଲେ। ଏହି ଜିଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, […]

ସଂପୂର୍ଣ୍ଣ ପଢନ୍ତୁ

ଚୋରି କରୁଥିବା ନିଶାଖୋର ଯୁବକ କାବୁ, ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ଭଦ୍ରକ, ୨୮/୧୨: ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅନ୍ତର୍ଗତ ସନ୍ଥିଆ ଅଞ୍ଚଳରେ ଏକ ଚୋରି ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଚୋରି କରୁଥିବା ସମୟରେ ଜଣେ ନିଶାଖୋର ଯୁବକଙ୍କୁ ଗ୍ରାମବାସୀ ଧରି ପକାଇ ଗାଁ ମଝିରେ ଥିବା ଏକ ଇଲେକଟ୍ରିକ ପୋଲରେ ବାନ୍ଧି ଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସମ୍ପୃକ୍ତ ଯୁବକ ଜଣକ ପୂର୍ବରୁ ବିଭିନ୍ନ ସମୟରେ ଚୋରି କରି କୌଶଳକ୍ରମେ ଫେରାର ହୋଇଯାଉଥିଲା। ଆଜି ଭୋର ସମୟରେ ସେ ଗାଁର ଜଣେ ଲୋକଙ୍କ […]

ସଂପୂର୍ଣ୍ଣ ପଢନ୍ତୁ